ଆଜି ବିଶ୍ୱ ପଖାଳ ଦିବସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଖାଳ ସହିତ ଓଡ଼ିଶା ଏବଂ ଓଡ଼ିଆଙ୍କ ସମ୍ପର୍କ ଅତି ନିବିଡ଼। ଓଡ଼ିଆ ପରମ୍ପରା ସହ ପଖାଳ ଯୋଡ଼ି ହୋଇ ରହିଛି। ଏହି ପଖାଳ ସମ୍ପର୍କରେ ଆଲୋଚନା କରିବାର କାରଣ ହେଉଛି ଆଜି...

ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ତାରାତାରିଣୀ ମନ୍ଦିରରେ ପହଞ୍ଚି ମା'ଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ...

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିଛି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା। ମାର୍ଚ୍ଚ ୧୮ରୁ ମାର୍ଚ୍ଚ ୨୬ ଭିତରେ ଉଭୟ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥୀମାନେ ନାମାଙ୍କନ...

ସେଲ୍‌ଫିସ୍ ଦିଲ୍‌ରେ ଦେଖିବାକୁ ମିଳିବ ଶ୍ରେୟାନ-ସୂର୍ଯ୍ୟମୟୀଙ୍କ ରୋମାନ୍ସ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଓଡ଼ିଆ ଫିଲ୍ମ ‘ସେଲ୍‌ଫିସ ଦିଲ୍‌’। ପଞ୍ଚବଟୀ ସିନେକ୍ରିଏସନର ନୂଆ ଫିଲ୍ମ ହେଉଛି ‘ସେଲଫିସ୍‌ ଦିଲ୍‌’। ଫିଲ୍ମରେ ଅଭିନେତା ଶ୍ରେୟାନ ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ରୋମାନ୍ସ...

ନୟାଗଡ଼ରେ ଅରୁଣଙ୍କ ବିରୋଧରେ ଏଥର କିଏ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ (ନୟାଗଡ଼ରୁ ଜିତେନ୍ଦ୍ର ସାହୁ) : ୨୦୦୪ରୁ ନୟାଗଡ଼ ବିଧାନସଭା ଆସନରୁ ଲଗାତାର ଜିତିଆସୁଛନ୍ତି ଅରୁଣ କୁମାର ସାହୁ। ପାୱାର କରିଡରରେ ଦବଦବା ଯୋଗୁଁ ପଞ୍ଚାୟତିରାଜ, ଶକ୍ତି, ଆଇନ, ସୂଚନା ଓ...

କଂଗ୍ରେସ ଟିକେଟ – ତାରା ଉଠାଇଲେ ପ୍ରଶ୍ନ, ସାଧୁ ଛାଡ଼ିଲେ ଦଳ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଟିକେଟ ବଣ୍ଟନକୁ ନେଇ କଂଗ୍ରେସରେ କେଁ। ବିଜେଡି ଭଳି କଂଗ୍ରେସ ମଧ୍ୟ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ୬ଟି ଲୋକସଭା ଏବଂ ୫୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ...

ବିଜୟଙ୍କୁ ନେଇ କେନ୍ଦ୍ରାପଡ଼ା ବିଜେପିରେ କେଁ!

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା: ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ସଫଳତାର ସହିତ ମୁକାବିଲା କରିବ। ଏପରି ପ୍ରସ୍ତାବକୁ ନେଇ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ଵ ଚିନ୍ତା...

ନୂଆପଡ଼ା ପାଟପାଣି ଜଙ୍ଗଲରେ ହାତୀ ଆତଙ୍କ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୂଆପଡ଼ା ଜିଲ୍ଲା ପାଟପାଣି ଜଙ୍ଗଲରେ ପ୍ରବେଶ କରିଛନ୍ତି ହାତୀପଲ। ଏ ସମ୍ପର୍କରେ କୋମନା ବନ ବିଭାଗ କର୍ମଚାରୀ ଖବର ପାଇ  ହାତୀପଲକୁ ଠାବ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ହାତୀପଲ ବଲାଙ୍ଗିର...

ଚାରି ଲୋକସଭା ଆସନରେ ନୂଆ ମୁହଁ ଦେଲା କଂଗ୍ରେସ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=aE3SutFZ5Jo] ନୂଆ ମୁହଁଙ୍କୁ ଭରସା କଲା କଂଗ୍ରେସ। ଓଡ଼ିଶାର ୬ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା କଂଗ୍ରେସ ୪ଟି ଆସନରେ ନୂଆ ମୁହଁକୁ ଅଗ୍ରାଧିକାର ଦେଇଛି।...

ମୟୂରଭଞ୍ଜରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭୋଟ୍‌ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ଦିବ୍ୟାଙ୍ଗ ଭୋଟରମାନଙ୍କ ସଚେତନତା ପାଇଁ ମୟୂରଭଞ୍ଜ ଜିଲ୍ଲାରେ ଆରମ୍ଭ ହୋଇଛି ଏକ ଭିନ୍ନ ପ୍ରୟାସ। ମୟୂରଭଞ୍ଜ ଜିଲ୍ଲାର ‘ଜାଗ ମୟୂରଭଞ୍ଜ ଜାଗ’ ନାମକ ଏକ ସ୍ୱେଚ୍ଛାସେବୀ...