ଛତିଶଗଡ଼: ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସୀମାନ୍ତରେ ମୁହାଁମୁହିଁ ଯବାନ-ମାଓବାଦୀ। ଡିଆରଜି ଯବାନଙ୍କ ଗୁଳିରେ ୫ ଜଣ ମାଓବାଦୀ ନିହତ ହୋଇଥିବାବେଳେ ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଘଟିଛି ଛତିଶଗଡ଼ ଦନ୍ତେଓ୍ଵାଡ଼ା-ନାରାୟଣପୁର...

ଆରମ୍ଭ ହେଲା ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ, କ୍ଲାସିକ୍ ଓଡ଼ିଆ ସିନେମା ଦେଖିବାକୁ ଦର୍ଶକଙ୍କ ଭିଡ଼

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ତିନିଦିନିଆ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ଶୁକ୍ରବାର ଦିନ ଆରମ୍ଭ ହୋଇଛି। ଭୁବନେଶ୍ୱର ଜୟଦେବ ଭବନଠାରେ ପୂର୍ବାହ୍ନରୁ ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟାରେ ଉତ୍ସବର ବିଶେଷ ଉଦଘାଟନୀ କାର୍ଯ୍ୟକ୍ରମ...

୬ ମାସ ଛୁଟିରେ ସୁଜାତା ଆର କାର୍ତ୍ତିକେୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ୬ ମାସ ଛୁଟି ନେଲେ ସୁଜାତା ଆର କାର୍ତ୍ତିକେୟନ। ଆସନ୍ତା ନଭେମ୍ବର ୨୬ ତାରିଖ ଯାଏଁ ଛୁଟିରେ ରହିବେ ସୁଜାତା କାର୍ତ୍ତିକେୟନ। ନିଜ ଝିଅର ଯତ୍ନ ନେବା ଲାଗି ସେ ଛୁଟିରେ...

ଓମ୍ବାଡସି ଓଭରସାଇଟ୍ ଅଥରିଟିଙ୍କ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ: ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ (ସୁନ୍ଦରଗଡ଼): ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମର (ଓମ୍ବାଡସି) ଓଭରସାଇଟ୍ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ଦୁଇଦିନିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ...

ଜୁନ୍ ୧୨ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଓଡ଼ିଶାଲାଇଭ୍ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜୁନ୍ ୧୨ ତାରିଖରୁ ବନ୍ଦ ରହିବ। ଅକ୍ଟୋବର ମାସ ଯାଏଁ ପର୍ଯ୍ୟଟକଙ୍କ ପାଇଁ ଅଭୟାରଣ୍ୟକୁ ବନ୍ଦ ରଖାଯିବ। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ...

ବିଜେଡିରୁ ମୁହଁ ମୋଡ଼ିଲେ ଭୋଟର: ହାରିଲେ ୧୦ ମନ୍ତ୍ରୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ ଫଳାଫଳର ରୋଚକ ଚିତ୍ର ସାମ୍ନାକୁ ଆସିଛି। ୨୪ ବର୍ଷ ହେଲା ବିଜୟୀ ହୋଇ ଆସୁଥିବା ବିଜେଡିର ବହୁ ବରିଷ୍ଠ ନେତାଙ୍କୁ ଏଥର ପରାଜୟର ମୁହଁ...

ବିକଶିତ ଭାରତର ନୂଆ ଇଞ୍ଜିନ ହେବ ଓଡ଼ିଶା – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ଭାରତର ବିକାଶରେ ନୂଆ ଇଞ୍ଜିନ ହେବ ଓଡ଼ିଶା। ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଦେଶର ବିକାଶରେ ଓଡ଼ିଶା ପ୍ରମୁଖ ସ୍ଥାନ ନେବ”, ଏହା କହିଛନ୍ତି ନରେନ୍ଦ୍ର ମୋଦୀ। ଏନଡିଏର ସଂସଦୀୟ ଦଳର ନେତା...

ପ୍ରଶାନ୍ତ ଜଗଦ୍ଦେବଙ୍କୁ ୩ ଦିନ ପାଇଁ ମିଳିଲା ଅନ୍ତରୀଣ ଜାମିନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଲା ଅନ୍ତରୀଣ ଜାମିନ। ପ୍ରଶାନ୍ତ ଜଗଦ୍ଦେବଙ୍କୁ ତିନିଦିନ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଖୋର୍ଦ୍ଧା ଏଡିଜେ କୋର୍ଟ । ନିର୍ବାଚନ ବେଳେ ବୁଥ ଭଙ୍ଗାରୁଜା କରିବା ଅଭିଯୋଗରେ ଗିରଫ ହୋଇ...

ଜୁନ୍ ୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସାରା ଓଡ଼ିଶାରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଖୁବ ଶୀଘ୍ର ଏଥିରୁ ଆଶ୍ଵସ୍ତି ମିଳିବାକୁ ଯାଉଛି। ଜୁନ୍ ୧୦ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି।...

ପୁରୀ ବାଣ ବିସ୍ଫୋରଣ ଘଟଣା: ଏଯାଏଁ ଗଲାଣି ୧୫ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀ ବାଣ ବିସ୍ଫୋରଣ ଘଟଣାରେ ଏଯାଏଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଅଘଟଣରେ ଗୁରୁତର ଭାବେ ଆହତ ହୋଇଥିବା ୧୨ ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। କେମିତି ଓ...