ପ୍ରଭାତଙ୍କ ଜାମିନ୍ ଆବେଦନ ମାମଲା: କେସ୍‌ ଡାଏରୀ ଦାଖଲ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ୍ ଆବେଦନ ମାମଲାର ଶୁଣାଣି ଆଜି ଓଡ଼ିଶା ହାଇକୋର୍ଟରେ ହୋଇଛି। ତେବେ ହାଇକୋର୍ଟ କେସ୍‌ ଡାଏରୀ ଏବଂ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ...

ବିଜେପୁରରେ ‘ଗ୍ରାସରୁଟ’କୁ ଯିବ ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନ ନିବାସରେ ବିଜେଡି ନେତାଙ୍କ ମନ୍ଥନ ବିଜେପୁରର ପ୍ରତି ୱାର୍ଡରେ ହେବ ପଦଯାତ୍ରା ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ ବିଜେପୁର ଦଖଲ ପାଇଁ ବିଜେପି ବରପାଲିଠାରେ...

ସରକାରଙ୍କ ମରୁଡ଼ି ଚିନ୍ତା: ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ମାଗିଲେ ରିପୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ୧୧୪ଟି ବ୍ଲକ ପ୍ରଭାବିତ ହୋଇଛି। ରାଜ୍ୟର ମରୁଡ଼ି ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏଭଳି...

ଦୁଆର ଦେଖାଇବା ପରେ କଡ଼ ଲେଉଟାଇଲେ ନାରାୟଣ: କହିଲେ,”ମୁଁ ବିଜେପିରେ ଅଛି”

ଓଡ଼ିଶାଲାଇଭ୍ ବ୍ୟୁରୋ କଡ଼ ଲେଉଟାଇଲେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ। ମଙ୍ଗଳବାର ସକାଳେ ସଭାପତି ଦାୟିତ୍ବରୁ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲେ। ଏନେଇ ମଧ୍ୟାହ୍ନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...

ବରଗଡ଼ ବିଜେପି ଜିଲ୍ଲା ସଭାପତିଙ୍କୁ ଦୁଆର ଦେଖାଇଲା ଦଳ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ମାମଲାରେ ବରଗଡ଼ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁଙ୍କୁ ରାସ୍ତା ଦେଖାଇଛି ଦଳ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଦଳ କାହାର ବ୍ୟକ୍ତିଗତ ମାଲିକାନାର ବିଷୟ ନୁହେଁ।" ଏହି ମନ୍ତବ୍ୟ...

ଧର୍ମେନ୍ଦ୍ରଙ୍କ ଉପରେ ଦାମ ରାଗି ପାଚି ଲାଲ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୋଷାମଦ କରି ଧର୍ମେନ୍ଦ୍ର ମନ୍ତ୍ରୀ ପଦ ପାଇଛନ୍ତି।" "ଧର୍ମେନ୍ଦ୍ର ଓଡ଼ିଶା ସରକାରଙ୍କ ସଫଳତା ଉପରେ ପ୍ରଶ୍ନ ପଚାରିବା ଆଗରୁ ନିଜେ ପଢ଼ିବା ଦରକାର।" "ଧର୍ମ ଓ...

ବିଜେଡି ‘ପଦଯାତ୍ରା’କୁ କାଉଣ୍ଟର କରିବାକୁ ବିଜେପିର ‘ହକ୍‌ ପାଇଁ ଲଢ଼େଇ’

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପୁର ଉପ-ନିର୍ବାଚନ ପୂର୍ବରୁ ମଙ୍ଗଳବାର ବିଜେପିର ଦିନିକିଆ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକାରିଣୀରେ ବିଜେପୁର ବିଜୟ, ମିଶନ୍-୧୨୦ ଏବଂ ବିଜେଡି ପଦଯାତ୍ରାକୁ କାଉଣ୍ଟର କରିବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି।...

ବକୁଳ ସ୍ୱେଚ୍ଛାସେବୀ ପାଳନ କଲେ ଦାନ ଉତ୍ସବ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ‘ଦାନ ଉତ୍ସବ’ ପାଳନ କରିଛନ୍ତି। ଯୁବପିଢିଙ୍କ ମଧ୍ୟରେ ସମାଜ ସେବାର ମନ୍ତ୍ର ବୁଣିବା ଲକ୍ଷ୍ୟରେ ଆୟୋଜିତ ଏହି ଦିବସ ବକୁଳ ପକ୍ଷରୁ...

ଜାମିନ୍‌ ପାଇଁ ହାଇକୋର୍ଟ ଗଲେ ପ୍ରଭାତ ବିଶ୍ୱାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ତଳ କୋର୍ଟରେ ଦୁଇ ଦୁଇ ଥର ଜାମିନ୍ ଖାରଜ ହେବା ପରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ମଙ୍ଗଳବାର ହାଇକୋର୍ଟ ଯାଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ପ୍ରଭାତଙ୍କ ଓକିଲ ହାଇକୋର୍ଟରେ...

ନବୀନଙ୍କ ‘ଅପପ୍ରଚାର’ ମନ୍ତବ୍ୟର ଜବାବ ଦେଲେ ଧର୍ମେନ୍ଦ୍ର: କହିଲେ, ବିଜେଡି ‘ଅହଙ୍କାରୀ’ ହୋଇଯାଇଛି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ 'ମିଥ୍ୟା ଅପପ୍ରଚାର' ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସିଧାସଳଖ ନବୀନ ଏବଂ ତାଙ୍କ ଦଳ ବିଜେଡିକୁ ଆକ୍ଷେପ କରିଛନ୍ତି। କହିଛନ୍ତି,...