ପୁରୀ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଡାକ୍ତରଖାନାରେ ୨୨ ଜଣ ଚିକିତ୍ସାଧୀନ ରହିଛନ୍ତି।
ଗତ ମେ’ ୨୯ ତାରିଖ ରାତିରେ ପୁରୀ ନରେନ୍ଦ୍ର...
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ...
ଭୁବନେଶ୍ୱର: ମାରୁତି ମିଡିଆ ପକ୍ଷରୁ ‘୧୦୦ ଇଣ୍ଡଷ୍ଟ୍ରିଜ୍ ଇନ ଓଡ଼ିଶା’ ପୁସ୍ତକ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରରେ ମାରୁତି ମିଡିଆ ପକ୍ଷରୁ ପ୍ରକାଶିତ ପୁସ୍ତକ ‘୧୦୦ ଇଣ୍ଡଷ୍ଟ୍ରିଜ୍ ଇନ ଓଡ଼ିଶା’ ଉନ୍ମୋଚିତ ହୋଇଛି। ଏହି ପୁସ୍ତକରେ ଓଡ଼ିଶାର ୧୦୦ରୁ ଅଧିକ କମ୍ପାନି ବିଷୟରେ ତଥ୍ୟ ଉଲ୍ଲେଖ ରହିଛି। ଶୁକ୍ରବାର...
ପରଲୋକରେ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାର ବିଶିଷ୍ଟ କାଠି କଣ୍ଢେଇ ନୃତ୍ୟଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁରଙ୍କର ସୋମବାର ସକାଳେ ଦେହାନ୍ତ ହୋଇଛି। କେନ୍ଦୁଝର ଜିଲ୍ଲାସ୍ଥିତ ବୈଦରାଜ ସାହିରେ ଥିବା ବାସଭବନରେ ୮୮ ବର୍ଷ ବୟରେ ସେ...
ମେନୋପଜ୍ ପରେ ସ୍ୱାସ୍ଥ୍ୟର ଯତ୍ନ
ଓଡ଼ିଶାଲାଇଭ୍ ସ୍ୱାସ୍ଥ୍ୟ ବ୍ୟୁରୋ
https://www.youtube.com/watch?v=iupLz6xnJTU&t=6s
ଜଣେ ନାରୀ ଜୀବନରେ ଯେପରି ୠତୁସ୍ରାବ ଆରମ୍ଭ ହୋଇଥାଏ, ଦିନେ ତାହା ବନ୍ଦ ମଧ୍ୟ ହୋଇଥାଏ। ଏହି ସମୟରେ ମହିଳାମାନଙ୍କର ବିଭିନ୍ନ ଶାରୀରିକ ଓ ମାନସିକ ଜଟିଳତାର ସମ୍ମୁଖୀନ ହୋଇଥାଆନ୍ତି।
ଆସନ୍ତୁ,...
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନରେ ଶନିବାର ଦିନ ୧୧ଟା ସୁଦ୍ଧା ୨୨.୬୪ ପ୍ରତିଶତ ମତଦାନ ହୋଇଛି। ରାଜ୍ୟର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ...
ଲୋକସଭା ନିର୍ବାଚନ: ଅନ୍ତିମ ପର୍ଯ୍ୟାୟରେ ଭାରତର ୫୭ଟି ଆସନରେ ମତଦାନ ଜାରି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତରେ ଲୋକସଭା ନିର୍ବାଚନ ଲାଗି ଶନିବାର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ଓଡ଼ିଶା ସମେତ ଦେଶର ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୫୭ଟି ଆସନରେ ଭୋଟରମାନେ ପ୍ରାର୍ଥୀମାନଙ୍କ...
ଭୋଟ୍ ଦେଉଛି ଓଡ଼ିଶା: ଆରମ୍ଭ ହେଲା ଶେଷ ପର୍ଯ୍ୟାୟ ମତଦାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଓଡ଼ିଶାରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ରାଜ୍ୟର ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ଭୋଟରମାନେ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ...
ଏଥର କାହା ଖାତାକୁ ଯିବ କେନ୍ଦ୍ରାପଡ଼ା ଲୋକସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
https://www.youtube.com/watch?v=Jtl4lz3kTsM
କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ବିଜେପି, ବିଜେଡି ନା କଂଗ୍ରେସ, ଏଥର ବାଜି କାହା ହାତକୁ ଯିବ?
ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର...
ବିଜେଡି-ବିଜେପି-କଂଗ୍ରେସ: କିଏ ଜିତିବ ପାଟକୁରା ବିଧାନସଭା ଆସନ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନରେ ସରଗରମ ହୋଇଛି ରାଜନୈତିକ ପାଣିପାଗ। ଏଥର ମଧ୍ୟ ଏଠାରେ ବିଜେଡି ଓ ବିଜେପି ମଧ୍ୟରେ ଦ୍ଵିମୁଖୀ ଲଢ଼େଇ ନେଇ ଚର୍ଚ୍ଚା ହେଉଛି। ଏହା...





















