ଅଇଁଠାପାଲି ହାଜତ ମୃତ୍ୟୁ: ୨୫ରେ ରାଷ୍ଟ୍ରପତିଙ୍କୁ ଫେରାଦ ହେବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ ଆନ୍ଦୋଳନ କରିବ କଂଗ୍ରେସ। ନ୍ୟାୟ ଦାବିରେ ୨୫ ତାରିଖରେ ଗ୍ରାମବାସୀଙ୍କୁ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କୁ ଭେଟିବ। ସମ୍ବଲପୁର ଅଇଁଠାପାଲି ହାଜତ ମୃତ୍ୟୁ ଘଟଣାକୁ ନେଇ କଂଗ୍ରେସ...

ପାଣ୍ଡିଆନ୍ ମାମଲା: ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୋବର ମାଡ଼ ଘଟଣାରେ କମିଶନରେଟ ପୋଲିସର ତନାଘନା ଗିରଫ ସଂଖ୍ୟା ୬କୁ ବୃଦ୍ଧି ଝାରପଡ଼ା ଜେଲରେ ୪ ଜଣ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କ ବାସଭବନକୁ ବିଜେପି କର୍ମୀ...

ଓଡ଼ିଆ ପୁଅକୁ ଇଂଲଣ୍ଡ ବୋହୂ: ତାମିଲନାଡୁରେ ପ୍ରେମ ଗଞ୍ଜାମରେ ବିବାହ

ଓଡ଼ିଶାଲାଇଭ୍‌ ବ୍ୟୁରୋ   ପ୍ରଥମ ଦେଖାରେ ପ୍ରେମ। ଆଉ ତା’ପରେ ଏକାଠି ହାତ ଧରାଧରି ହୋଇ ସାରା ଜୀବନ ସାଥି ହୋଇ ବଞ୍ଚିବାର ସ୍ଵପ୍ନ। ପ୍ରତିବନ୍ଧକ ସାଜି ନଥିଲା କୌଣସି ଜାତି, ଧର୍ମ ଓ ସୀମା ସରହଦ।...

ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ସପ୍ତମ ସ୍ଥାନରେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶର ଧନୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗରିବ ମୁଖ୍ୟମନ୍ତ୍ରୀ ତ୍ରିପୁରାର ମାଣିକ ସରକାର ଦେଶର ଟପ୍‌ ଟେନ୍ ଧନୀ ମୁଖ୍ୟମନ୍ତ୍ରୀଙ୍କ ତାଲିକା ପ୍ରକାଶ ପାଇଛି। ଆସୋସିଏସନ୍‌ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌)...

ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ଗୋବର ପାଣି ସିଞ୍ଚିବି: ରାଜେଶ୍ୱରୀ କାମିଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଅଣ୍ଡା ମାଡ଼ କରିଥିବା ମହିଳା ରାଜେଶ୍ୱରୀ କାମିଲା ବିଜେପି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି। "ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ ସେଠି ଗୋବର ପାଣି...

କଂଗ୍ରେସ ଛାଡ଼ିଲେ ଅପରାଜିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଭିନେତ୍ରୀ ଅପରାଜିତା ମହାନ୍ତି କଂଗ୍ରେସ ଛାଡ଼ିଛନ୍ତି। ସେ ବିଧିବଦ୍ଧ ଭାବେ ଦଳ ଛାଡ଼ିଥିବା ଗଣମାଧ୍ୟମକୁ କହିଛନ୍ତି। ତାଙ୍କର ଆଗାମୀ ପଦକ୍ଷେପ କ'ଣ ହେବ ସେ ସମ୍ପର୍କରେ ସେ କୌଣସି ସୂଚନା ଦେଇ...

ତାରକାଙ୍କ ପ୍ରଚାରରେ ଉଠୁଛି ପଡ଼ୁଛି ବିଜେପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମୁଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ବିଜେଡି ଓ ବିଜେପି ତାରକାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀର ଗାଁ ଦାଣ୍ଡ। ବିଜେଡି ଓ ବିଜେପି ତାରକାଙ୍କୁ ଭରସା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ...

ନୀତି ଆୟୋଗର ତଥ୍ୟ ଉପରେ ପ୍ରଶ୍ନ ଉଠାଇଲା ସ୍ୱାସ୍ଥ୍ୟ ବିଭାଗ

ଓଡ଼ିଶାଲାଇଭ୍ ବ୍ୟୁରୋ ନୀତି ଆୟୋଗ ନିକଟରେ 'ହେଲ୍‌ଥି ଷ୍ଟାଟସ, ପ୍ରୋଗ୍ରେସିଭ ଇଣ୍ଡିଆ' ଶୀର୍ଷକ ଏକ ରିପୋର୍ଟ ପ୍ରସ୍ତୁତ କରିଛି। ଏଥିରେ କୁହାଯାଇଛି ଯେ ଗତବର୍ଷ ତୁଳନାରେ ଓଡ଼ିଶାର ସ୍ୱାସ୍ଥ୍ୟ ସୂଚକାଙ୍କ ହ୍ରାସ ପାଇଛି। ନୀତି ଆୟୋଗର...

ପଦ ହରାଇଲେ ବ୍ରହ୍ମପୁର ମେୟର କେ ମାଧବୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିକୁ ଲାଗିଛି ଶକ୍ତ ଝଟକା। ପଦ ହରାଇଛନ୍ତି ବ୍ରହ୍ମପୁର ମେୟର କେ ମାଧବୀ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ ମାଧବୀଙ୍କ କର୍ପୋରେଟର ପଦବୀକୁ...

ଘାଟିରୁ ଖସିପଡ଼ିଲା ଟ୍ରକ: ଚାଲିଗଲା ୯ ଶ୍ରମିକଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଲୁହାଝୋଲ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଘାଟି ଉପରୁ ଇଟା ବୋଝେଇ ଟ୍ରକ ତଳକୁ ଖସି ପଡ଼ିବାରୁ ଚାଲି ଯାଇଛି ୯ ଜଣ ଶ୍ରମିକଙ୍କ ଜୀବନ।...