ବିଜେପିରେ ଯୋଗ ଦେବେ ଅଭିନେତ୍ରୀ ଅପରାଜିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜଣକ ପରେ ଜଣେ ଅଭିନେତା ଅଭିନେତ୍ରୀ ବିଜେପିରେ ଯୋଗ ଦେବା ପରେ ଓଲିଉଡର ଆଉ ଜଣେ ଆଗଧାଡ଼ିର ଅଭିନେତ୍ରୀ ଅପରାଜିତା ମହାନ୍ତି ପଦ୍ମ ଧରିବାକୁ ଯାଉଛନ୍ତି। ୧୯ ତାରିଖରେ ସେ ବିଜେପିରେ...

ଫସିଲେ ଓଡ଼ିଶା ରାଜ୍ୟପାଳ: ସାମ୍ବିଧାନିକ ପଦବୀର ଉଲ୍ଲଂଘନ ଅଭିଯୋଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ରାଜ୍ୟପାଳ ଏସ୍‌ସି ଜମିର୍‌ଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ରାଜ୍ୟପାଳ ପ୍ରତ୍ୟକ୍ଷ ରାଜନୀତିରେ ଭାଗନେବାର ଅଭିଯୋଗ ଆଣିଛି ବିଜେପି। ଓଡିଶା ରାଜ୍ୟପାଳ ଏସ୍‌ସି ଜମିରଙ୍କ ବିରୋଧରେ...

ବିଜେପୁର ଉପ-ନିର୍ବାଚନକୁ ୮ ଦିନ: ହେଭିୱେଟଙ୍କ ପ୍ରଚାରରେ ଦୁଲୁକୁଛି ବିଜେପୁର

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଶକ୍ତି ଦେଖାଇଲେ ୩ ପ୍ରମୁଖ ଦଳ ରିତା ସାହୁଙ୍କ ପାଇଁ ପ୍ରଚାର କଲେ ସିଦ୍ଧାନ୍ତ ଗାଇସିଲଟରେ ପ୍ରଚାର କଲେ ଧର୍ମେନ୍ଦ୍ର ବରପାଲିରେ ଶକ୍ତି ଦେଖାଇଲା କଂଗ୍ରେସ ଗୋଟିଏ ମଞ୍ଚରେ ଏକାଠି...

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଫେରିବେ ଜଗା-କାଳିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଏମ୍‌ସରୁ ଡିସ୍‌ଚାର୍ଜ ହେବେ ଜଗା-କାଳିଆ। ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ସେମାନଙ୍କୁ ଡିସଚାର୍ଜ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ଓଡ଼ିଶାରୁ ୫ ଜଣିଆ ଡାକ୍ତରୀ...

ଅଇଁଠାପାଲି ହାଜତ ମୃତ୍ୟୁ: ମୃତକଙ୍କ ପରିବାରକୁ ଭେଟିଲେ ଏନଏଚଆର୍‌ସି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଇଁଠାପାଲି ହାଜତ ମୃତ୍ୟୁ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିଶନଙ୍କ ଟିମ୍। ସମ୍ବଲପୁର ଜିଲ୍ଲା ଅଇଁଠାପାଲି ହାଜତ ମୃତ୍ୟୁ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ରାଜ୍ୟ କଂଗ୍ରେସର...

ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା: କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ୱାଡ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨ ହଜାର ୮୧୮ଟି ପରୀକ୍ଷା କେନ୍ଦ୍ର ୩୦୨ଟି ନୋଡାଲ ସେଣ୍ଟର ପରୀକ୍ଷା ଦେବେ ୫ ଲକ୍ଷ ୯୦ ହଜାର ୩୩୦ ଛାତ୍ରଛାତ୍ରୀ ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା। ରାଜ୍ୟର ୨ ହଜାର...

ସ୍ଵର ଓ ସଙ୍ଗୀତର ରାଜକୁମାରୀ : ଭୂମିକା ରାୟ

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଯେଉଁ ବୟସରେ ପିଲାମାନେ ଖେଳ କୁଦରେ ମାତିଥାନ୍ତି ସେହି ବୟସରେ ଭୂମିକା ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ବିଭିନ୍ନ ସଙ୍ଗୀତ ରିଅଲିଟି ସୋ’ରେ ଭାଗ ନେଇ ଟପ୍-୧୦ରେ ପହଞ୍ଚି...

ନବୀନ-ମୋଦିଙ୍କ ଆଲୋଚନାର ମୁଖ୍ୟ ବିଷୟ ‘ବିଜୁବାବୁ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ୨୦ ମିନିଟର ଆଲୋଚନା କେବଳ ବିଜୁବାବୁଙ୍କ ଜୀବନୀ ଉପରେ ହୋଇଥିବା ନବୀନ...

ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ମହାଦୀପ ଦର୍ଶନକୁ ଅପେକ୍ଷା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁଠି ଓମ୍‌ ନମଃ ଶିବାୟର ଉଚ୍ଚାରଣ। ମହାଶିବରାତ୍ରି ପାଇଁ ଶିବମୟ ହୋଇ ଯାଇଛି ସାରା ପରିବେଶ। ଉପବାସ କରି ଶ୍ରଦ୍ଧାଳୁମାନେ ବିଭିନ୍ନ ଶୈବ ପୀଠରେ ଜାଗର ଜାଳି ମହାଦେବଙ୍କ ଦର୍ଶନ କରିଛନ୍ତି। ମହାଶିବରାତ୍ରି...

ଦିଲ୍ଲୀ ଗସ୍ତରେ ନବୀନ: କହିଲେ, “ବିଜେପୁରରେ ବଡ଼ ବ୍ୟବଧାନରେ ଜିତିବୁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରି ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୮ ଡିସେମ୍ବରରେ ହେବାକୁ ଥିବା ହକି ୱାର୍ଲ୍ଡ କପ୍ ସମୀକ୍ଷା ବୈଠକରେ ଯୋଗଦେବେ। ଦିଲ୍ଲୀରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପ-ନିର୍ବାଚନ...