ଏସିଡ୍ ପୀଡ଼ିତାଙ୍କ ପାଇଁ ଖୁସି ଖବର; ଚାକିରୀରେ ମିଳିବ ସଂରକ୍ଷଣର ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୃଷ୍ଟିହୀନ ବା ସ୍ଵଳ୍ପ ଦୃଷ୍ଟିସମ୍ପନ୍ନ, ବଧିର, କୁଷ୍ଠରୋଗରୁ ଆରୋଗ୍ୟ ହୋଇଥିବା ବ୍ୟକ୍ତି ମଧ୍ୟ ପାଇବେ ସୁବିଧା
ଓଡ଼ିଶା ସରକାର ମଧ୍ୟ ଦିବ୍ୟାଙ୍କମାନଙ୍କୁ ମାଗଣା ବ୍ୟାଙ୍କିଙ୍ଗ୍ କୋଚିଂ ପାଇଁ ଘୋଷଣା
ଏଣିକି ଏସିଡ୍...
ପ୍ରତ୍ୟହ ହେବ ନୀଳଚକ୍ର ଆଳତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱରେ ଶ୍ରୀମନ୍ଦିରରେ ପ୍ରତିଷ୍ଠିତ ଚକ୍ର ହିଁ ନୀଳଚକ୍ର ନାମରେ ପ୍ରସିଦ୍ଧ। ଶ୍ରୀମନ୍ଦିର ରକ୍ଷାକବଚ ଭାବରେ ପତିତପାବନ ବାନାକୁ ଧରି ରଖିଥିବା ନୀଳଚକ୍ରଙ୍କ ଆଳତି ଆରମ୍ଭ ହୋଇଛି।
ପଥମଥର ପାଇଁ ନୀଳଚକ୍ରରେ...
ଯଲିଉଡର ଏହି ଦୁଇ ନାୟକଙ୍କୁ କିପରି ସୁଯୋଗ ମିଳିଥିଲା ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଯଲିଉଡର ଦୁଇ ମହାନାୟକ ହେଉଛନ୍ତି ବିନୋଦ ନାଥ ଓ ରୁଦ୍ର ପ୍ରସାଦ ମିଶ୍ର। ଦୁହେଁ ମିଶି ଅନେକ ସଫଳ ଯାତ୍ରା ନିର୍ମାଣ କରିଛନ୍ତି।
ଯାତ୍ରାଜଗତକୁ ପ୍ରତିବର୍ଷ କିଛି ନୂଆ କଳାକାରଙ୍କ ଆବିର୍ଭାବ ଘଟେ।...
ଜନ୍ମମାଟି ବାଲେଶ୍ୱରରେ ସମ୍ବର୍ଦ୍ଧିତ ହେଲେ ୮ ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର: ମୃତ୍ୟୁମୁଖରୁ ସେ ଆମକୁ ଛଡ଼ାଇ ଆଣିଥାନ୍ତି । ରୋଗଶଯ୍ୟାରୁ ଉଠି ବସିବାର ଆଶା ଦେଇଥାନ୍ତି। ଆଉ ଆମେ ସବୁବେଳେ ତାଙ୍କ ପାଖକୁ ଆଶା ନେଇ ଯାଇଥାଉ। ଆମର ସେହି ଆଶା...
କୁନ୍ଦୁଲି ଗଣଦୁଷ୍କର୍ମ: ସିବିଆଇ ତଦନ୍ତ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏସ୍ପି ଅଫିସ ସମ୍ମୁଖରେ ବିଜେପିର ବିକ୍ଷୋଭ
ଜଗତସିଂହପୁରରେ ବିଜେପି ମହିଳା ମୋର୍ଚ୍ଚାର କୋକେଇ ଶୋଭାଯାତ୍ରା
ଫୋରେନସିକ୍ ଲାବର ରିପୋର୍ଟକୁ ନେଇ ସନ୍ଦେହ
କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କରିଛି...
କଂଗ୍ରେସର ବିଜେପୁର କସରତ୍: ପ୍ରାର୍ଥୀ ଖୋଜିବେ ୬ ଜଣିଆ କମିଟି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ପାଇଁ ସଜବାଜ ହୋଇଛି କଂଗ୍ରେସ। ପ୍ରାର୍ଥୀ ଚୟନ ପାଇଁ ଗଠନ କରିଛି ୬ ଜଣିଆ କମିଟି।
ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍ ବାଜିବା ପରେ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇ ଉଠିଛି।...
ନବୀନଙ୍କ ରାଜନୈତିକ-ରାଶିଫଳ, ଏ ସପ୍ତାହ ସବୁଠାରୁ ଘଟଣାବହୁଳ!
ନୀଳାମ୍ବର ରଥ
ନବୀନ ପଟ୍ଟନାୟକଙ୍କ ୨୦ ବର୍ଷର ରାଜନୈତିକ କ୍ୟାରିଅର୍ ଭିତରେ ସମ୍ଭବତଃ ଏ ସପ୍ତାହ ଥିଲା ସବୁଠାରୁ ଅଧିକ ଘଟଣାବହୁଳ।
ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଏ ସପ୍ତାହ ଥିଲା...
ବିଜୁ ପଟ୍ଟନାୟକ ଥିଲେ ‘ଭାରତ ରତ୍ନ’ ପାଇଁ ହକଦାର: ଦେବେଗୌଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍'କୁ ଉନ୍ମୋଚିତ କରିଛନ୍ତି ଦେଶର ୪ ଜଣ ବରିଷ୍ଠ ରାଜନେତା। ଉନ୍ମୋଚନ ଉତ୍ସବରେ ଯୋଗଦେଇ ବିଜୁବାବୁଙ୍କ ସାଥୀ ତଥା ପୂର୍ବତନ...
ଅତିଥିମାନଙ୍କୁ ପଖାଳ ଖୁଆଇ ଆପ୍ୟାୟିତ କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶନିବାର ଦିନ ବିଜୁବାବୁଙ୍କ ବହି ଉନ୍ମୋଚନ ପାଇଁ ଭୁବନେଶ୍ୱର ଆସିଥିବା ୪ ଜଣ ବିଶିଷ୍ଟ ଅତିଥିଙ୍କୁ ପଖାଳ ଖୁଆଇ ଆପ୍ୟାୟିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପଖାଳ ସାଙ୍ଗକୁ ପିଆଜ ଷଣ୍ଢା...
ଉନ୍ମୋଚିତ ହେଲା ‘ଦ ଟଲ୍ ମ୍ୟାନ୍’ ପୁସ୍ତକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ 'ଦ ଟଲ୍ ମ୍ୟାନ୍' ଉନ୍ମୋଚିତ ହୋଇଛି। ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉନ୍ମୋଚିତ କରିଛନ୍ତି।
ପ୍ରତୀକ୍ଷାର ଅନ୍ତ ଘଟିଛି। ପ୍ରବାଦ ପୁରୁଷ ବିଜୁ...





















