ସମ୍ପ୍ରସାରିତ ହେବ ଓଡ଼ିଶାର ୫ ବିମାନ ଘାଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରନ େୱ ସମ୍ପ୍ରସାରଣ ପାଇଁ ୨୦୫.୧୭ କୋଟି ଟଙ୍କା ଖର୍ଚ୍ଚ ଜୟପୁର, ରଙ୍ଗେଇଲୁଣ୍ଡା, ସତୀଭତ୍ତା, ରାସଗୋବିନ୍ଦପୁର ଓ ଖଣ୍ଡପଡ଼ା ବିମାନ ଘାଟି ସମ୍ପ୍ରସାରଣ ସତୀଭତ୍ତା, ମୟୂରଭଞ୍ଜର ରାସଗୋବିନ୍ଦପୁର ଓ ନୟାନଡ଼ ଜିଲ୍ଲାର...

ଭୁବନେଶ୍ୱରରେ ଜୈନ ଧର୍ମଗୁରୁଙ୍କ ଅହିଂସା ଯାତ୍ରା: ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=0dKemX2gqA0] ଭୁବନେଶ୍ୱର ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଚାଲିଥିବା ଅହିଂସା ଯାତ୍ରାରେ ସୋମବାର ସାମିଲ୍‌ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏଠାରେ ଉପସ୍ଥିତ ରହି ଅହିଂସା ଯାତ୍ରାର ନେତୃତ୍ୱ ନେଉଥିବା ଜୈନ...

୫୦ ହଜାର କଳାକାରଙ୍କୁ ମିଳିବ ୧୨୦୦ ଟଙ୍କା ଲେଖାଏଁ ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ସଚିବାଳୟରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ବର୍ଷର ପୁରୁଷ ଏବଂ ୪୦ ବର୍ଷ ବୟସର ମହିଳା କଳାକାରଙ୍କୁ ମିଳିବ...

ଫକିରମୋହନଙ୍କ ସାଧନା ଓ ସମାଧି ସ୍ଥଳ ‘ଶାନ୍ତିକାନନ’- ଏକ ତୀର୍ଥ

ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ପାଲଟିଛି ଏକ ତୀର୍ଥ। ବାଲେଶ୍ଵର ପୌରାଞ୍ଚଳ...

ଜାନୁଆରୀ ୨୦ ପରେ ବିଜେପୁର ଉପ-ନିର୍ବାଚନ ବିଗୁଲ୍!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରୀ ୨୦ ତାରିଖରେ ବିଜେପୁର ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ଏଣୁ ଜାନୁଆରୀ ୨୦ ପରେ ବିଜେପୁର ଉପ-ନିର୍ବାଚନ ପାଇଁ ବିଗୁଲ୍‌ ବାଜିପାରେ ବୋଲି ରାଜନୀତି କରିଡ଼ରରେ...

‘ବନ୍ଦେ ଉତ୍କଳ ଜନନୀ’ ଏକ ସ୍ଵରରେ ଗାଇଲେ ୫୦ହଜାର ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ଵରର ବରମୁଣ୍ଡା ପଡ଼ିଆରେ ୫୦ହଜାର ଛାତ୍ରଛାତ୍ରୀ ଏକ ସ୍ଵରରେ ଗାଇଛନ୍ତି 'ବନ୍ଦେ ଉତ୍କଳ ଜନନୀ'। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ଗୀତ ପ୍ରତିଟି ଓଡ଼ିଆର ହୃଦୟର ଗୀତ ହୋଇଥିବାରୁ ସମଗ୍ର...

ମଦ କରେ ମନ୍ଦ

ଛନ୍ଦା ମିଶ୍ର ଏଇ ଅଳ୍ପ କିଛିଦିନ ତଳେ ଏକ ସାମାଜିକ ଉତ୍ସବରେ ଯୋଗ ଦେଇଥିଲି। ଖାଇବା ଟେବୁଲରେ ମୋ ପାଖ ସିଟରେ ଜଣେ ଭଦ୍ରବ୍ୟକ୍ତି ବସିଥାନ୍ତି। ପାଟିରୁ ପ୍ରବଳ ମଦଗନ୍ଧ ଆସୁଥାଏ। ହଠାତ୍ ସେ...

ରୋଗ ମଧ୍ୟେ ଯେମନ୍ତ ମଧୁମେହ, ଭାବ ମଧ୍ୟେ ସେମନ୍ତ ଈର୍ଷା

ମୃଣାଳ ଚାଟ୍ଟାର୍ଜୀ ‘ରୋଗ ମଧ୍ୟେ ଯେମନ୍ତ ମଧୁମେହ, ଭାବ ମଧ୍ୟେ ସେମନ୍ତ ଈର୍ଷା’। ମଧୁମେହ ବା ଡାଇବେଟିସ୍ ଯେମିତି ଉପରକୁ ଜାଣି ହୁଏନି, ଭିତରେ ଭିତରେ ବିଷ ଭଳି କାମକରେ ଆଉ ଦେହର ବହୁ...

ହାଇସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବାକୁ ଅଧ୍ୟାପକଙ୍କ ‘ନା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ହାଇସ୍କୁଲରେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ପାଇଁ ସରକାର ନେଇଥିବା ପଦକ୍ଷେପକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କନିଷ୍ଠ ଅଧ୍ୟାପକମାନେ। ହାଇସ୍କୁଲରେ ସେମାନେ କଲେଜ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ କୁନ୍ତୁକୁନ୍ତୁ...

ଓଡ଼ିଆ ଭାଷା ଓ ସଂସ୍କୃତି ପାଇଁ ସରକାରଙ୍କ ନୂତନ ପ୍ରସ୍ତାବର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ନିକଟରେ ପୁରୀଠାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୨୦ଟି ପ୍ରସ୍ତାବ ଅନୁମୋଦିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଭିନ୍ନ ମହଲ ସ୍ୱାଗତ କରିଛନ୍ତି।...