ଜାନୁଆରୀ ୧୦ରେ ବିଜେପି କୃଷକ ମୋର୍ଚ୍ଚାର ‘ମଣ୍ଡିଚାଲ’ ଅଭିଯାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟରେ ଧାନ କିଣାବିକା ଚାଲିଛି କେବଳ କାଗଜ କଲମରେ। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ବିଭିନ୍ନ ଜିଲ୍ଲାରେ ଥିବା ମଣ୍ଡି ଗୁଡ଼ିକ ବିଳମ୍ବରେ ଖୋଲାଯାଇଛି। ଅମଳ ସମୟରେ ମଣ୍ଡି ନଥିବା ଯୋଗୁଁ ...

ବିଜେପୁର ଗୁଳି: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ବହିଷ୍କାର ଦାବି କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁରରେ ଫୁଟିଲା ଗୁଳି। ବିଜେପି କର୍ମୀଙ୍କ ଘରକୁ ୩ ରାଉଣ୍ଡ ଗୁଳି ମାରି ଦୁର୍ବୃତ୍ତ ଫେରାର ହୋଇଯିବା ପରେ ବିଜେପି-ବିଜେଡି ମଧ୍ୟରେ ଚାଲିଛି କାଦୁଅଫିଙ୍ଗା ରାଜନୀତି। ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲା ବିଜେପୁରରେ...

ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରେ ହୋଇଛି ଏନ୍‌କାଉଣ୍ଟର। ପୋଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇ ଡକାୟତ। ସେମାନଙ୍କଠାରୁ ୨ଟି ଦେଶୀ ପିସ୍ତଲ ଏବଂ ଦୁଇଟି ଗୁଳି ଜବତ କରିଛି ପୋଲିସ। ଏମାନଙ୍କ...

ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ ନୁହେଁ: ସୁପ୍ରିମକୋର୍ଟ

ଓଡ଼ିଶାଲାଇଭ୍ ବ୍ୟୁରୋ ସିନେମା ହଲରେ ଜାତୀୟ ସଙ୍ଗୀତଗାନକୁ ନେଇ ଆଜି ସୁପ୍ରିମକୋର୍ଟ ଏକ ଗୁରୁତ୍ଵପୁର୍ଣ୍ଣ ଶୁଣାଣି କରିଛନ୍ତି। ନିଜ ପୂର୍ବ ଆଦେଶକୁ ସଂଶୋଧନ କରି ସୁପ୍ରିମକୋର୍ଟ ସିନେମା ହଲରେ ଜାତୀୟ ସଙ୍ଗୀତ ଗାନ ବାଧ୍ୟତାମୂଳକ...

କବି ସୌଭାଗ୍ୟ କୁମାର ମିଶ୍ର ପାଇବେ ‘କାଦମ୍ବିନୀ ସାରସ୍ଵତ ସମ୍ମାନ’

ଓଡ଼ିଶାଲାଇଭ୍ ବ୍ୟୁରୋ ଜାନୁଆରୀ ୧୪ରେ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଉଦଘାଟନ କରିବେ ପ୍ରଖ୍ୟାତ କବି ପଦ୍ମଭୂଷଣ ରମାକାନ୍ତ ରଥ ଭୁବନେଶ୍ବର: ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’...

କଟକ ଆସିବ ବିଜୁବାବୁଙ୍କ ‘ଡାକୋଟା’ ବିମାନ: ପ୍ରଶାସନର ପ୍ରସ୍ତୁତି ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ 'ଡାକୋଟା ଡିସି-୩' ବିମାନରେ ବିଜୁବାବୁ ଯାଇଥିଲେ ଇଣ୍ଡୋନେସିଆ। ଗୃହବନ୍ଦୀ ଅବସ୍ଥାରେ ଥିବା ସେଠାକାର ଉପ-ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରି ସାହସିକତାର ପରିଚୟ ଦେଇଥିଲେ ବିଜୁବାବୁ। ଏବେ ଏହି ବିମାନ କୋଲକାତାରେ...

କିଟ୍ ବିଶ୍ଵବିଦ୍ୟାଳୟରେ ରାଷ୍ଟ୍ରିୟ ଦଉଡି ଡିଆଁ ପ୍ରତିଯୋଗିତା

ଓଡ଼ିଶାଲାଇଭ୍ ବ୍ୟୁରୋ ୧୩ଟି ରାଜ୍ୟରୁ ୧୫୨ଜଣ କ୍ରୀଡାବିତ ସାମିଲ ରାଷ୍ଟ୍ରିୟ ଖେଳକୁଦ ସଂଘ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ରୋପ୍ ସ୍କିପିଙ୍ଗର ସମାପନ ଉତ୍ସବ କିଟ୍ ବିଶ୍ଵବିଦ୍ୟାଳୟରେ ପାଳିତ ହୋଇଯାଇଛି। କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ଦ୍ବାରା...

୧୦ଟି ମଲରେ ଲାଗିଲା ଅଗ୍ନିଶମ ବିଭାଗ ନୋଟିସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଲ୍‌ରେ ନାହିଁ ଅଗ୍ନି ନିର୍ବାପକ ବ୍ୟବସ୍ଥା। ନିଆଁ ଲାଗିଲେ ପରିସ୍ଥିତି ହେବ ଭୟାନକ। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ତରଫରୁ ନିଆଯାଇଛି ପଦକ୍ଷେପ। ୨ ମାସ ଭିତରେ ଅଗ୍ନି ନିର୍ବାପକ...

ବ୍ୟାସକବିଙ୍କୁ ଝୁରିବ ସାରା ଓଡ଼ିଶା

ଓଡ଼ିଶାଲାଇଭ୍ ବ୍ୟୁରୋ ଦୀର୍ଘବର୍ଷ ଧରି ସରକାରୀ ସ୍ତରରେ ଅଲୋଡ଼ା ହୋଇପଡ଼ିଥିବା ଓଡ଼ିଆ ଭାଷା ସାହିତ୍ୟର କର୍ଣ୍ଣଧାର ବ୍ୟସକବି ଫକୀରମୋହନ ସେନାପତିଙ୍କ ପାଇଁ ଓଡ଼ିଶା ସରକାର ଦରଦ ଦେଖାଇଛନ୍ତି। ତାଙ୍କ ଶ୍ରାଦ୍ଧ ଓ ଜୟନ୍ତୀ ଏଣିକି...

୨୦୧୯ ସୁଦ୍ଧା ପ୍ରତି ଘରକୁ ପାଣି ସଂଯୋଗ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୧୨ ସହରରେ ବସବାସ କରୁଥିବା ୭୦ଲକ୍ଷ ଲୋକଙ୍କ ଘରକୁ  ପାଣି ସଂଯୋଗ ଓଡ଼ିଶାର ସହରାଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଣି ସମସ୍ୟା ଆସନ୍ତା ୨୦୧୯ ମାର୍ଚ୍ଚମାସ ସୁଦ୍ଧା ଦୂର ହେବ। ୧୧୨ ସହରରେ...