ନାଲକୋ ପ୍ରତିଷ୍ଠା ଦିବସ ଉତ୍ସବ: ଲୋକାର୍ପିତ ହେଲା ୩ଟି ନୂଆ ପ୍ରକଳ୍ପ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=LvGHwuDeuZE]
ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପିତ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
ନାଲ୍କୋ ପକ୍ଷରୁ ବହୁ ପ୍ରତିଭାବାନ୍ ବ୍ୟକ୍ତି ସମ୍ମାନିତ
ସଙ୍ଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ନାଲ୍କୋ ଆଚିଭ୍ମେଣ୍ଟ ଆୱାର୍ଡ
ସ୍ୱନାମଧନ୍ୟ...
ଜେଲରୁ ମୁକୁଳିଲେ ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ସିସୋର୍ ଚିଟଫଣ୍ଡ ଠକେଇର ମାଷ୍ଟର ମାଇଣ୍ଡ ପ୍ରଶାନ୍ତ ଦାଶଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ୍। ୪ ବର୍ଷ ଜେଲ୍ରେ ରହିବା ପରେ ସେ ଶୁକ୍ରବାର ଝାରପଡ଼ା ଜେଲରୁ ମୁକୁଳିଛନ୍ତି। ଜଣକ ପରେ ଜଣେ...
କଟକ: ନୂଆ ବର୍ଷର ପ୍ରଥମ ଏନ୍କାଉଣ୍ଟର
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୭ରେ କଟକ ପୋଲିସ୍ କରିଥିଲା ୭ଟି ଏନ୍କାଉଣ୍ଟର। ନୂଆବର୍ଷରେ ପ୍ରଥମ ଏନ୍କାଉଣ୍ଟରର ଶିକାର ହୋଇଛନ୍ତି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅନ୍ତର୍ଗତ ତ୍ରିଲୋଚନ ନାହକ (ବୁଦ୍ଧିଆ)। ପୋଲିସର ମୋଷ୍ଟ ୱାଣ୍ଟେଡ୍ ଥିବା...
ଶିଶୁଙ୍କୁ ତାଲା ପକାଇ ଅଙ୍ଗନୱାଡ଼ି ଦିଦି ଛୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜଣେ ତିନି ବର୍ଷର ଶିଶୁକୁ ଅଙ୍ଗନୱାଡ଼ି ଦିଦି ତାଲା ପକାଇ ପଳାଇବା ଘଟଣା ଜଗତ୍ସିଂହପୁର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଛି। ଅନ୍ଧାର ଘରେ ବିକଳରେ କାନ୍ଦୁଥିବା ଛୁଆକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି।...
ବିଦେଶ ଯିବେ ପ୍ରଥମ ଡଙ୍ଗରିଆ ମହିଳା ତିଞ୍ଜା ଜାକେସିକା
ଓଡ଼ିଶାଲାଇଭ୍ ବ୍ୟୁରୋ
ଡଙ୍ଗରିଆ କନ୍ଧଙ୍କ ପାଇଁ ଖୁସିର ଦିନ। ଏହି ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ତିଞ୍ଜା ଜାକେସିକା ପାଇଛନ୍ତି ପାସପୋର୍ଟ। ପାସ୍ପୋର୍ଟ ପାଇବା ପରେ ସେ ଯିବେ ବିଦେଶ। ନିୟମଗିରି ପାହାଡ଼ରେ ବାସ...
ମଲ୍ରେ ଅଗ୍ନିକାଣ୍ଡ; ପୋଡ଼ିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଡମଣାଛକ ନିକଟରେ ଥିବା ଭେନସ ଡେଲିମାର୍ଟରେ ନିଆଁ ଲାଗି କୋଟିଏ ଟଙ୍କାର ସମ୍ପତ୍ତି ଛାରଖାର ହୋଇଯାଇଛି।
ଏହି ବଡ଼ ଧରଣର ଅଗ୍ନିକାଣ୍ଡକୁ ଆୟତ କରିବା ପାଇଁ ଅଗ୍ନିଶମ...
ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ମହଙ୍ଗା ପଡ଼ିଲା ଲାଞ୍ଚ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭଦ୍ରକ ସହର ନିକଟସ୍ଥ ବାରିଘରିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଛି। ପ୍ରଧାନ ଶିକ୍ଷୟିତ୍ରୀ ଅଭୟ ପ୍ରଧାନ ୮,୨୦୦ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...
ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡ଼ିବାର ସମୟ ଆସିଛି: ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୧୯ତମ ପ୍ରତିଷ୍ଠା ଦିବସ
ସମୟ ସହ ତାଳଦେଇ ଚାଲିବାକୁ ହେବ। ଶ୍ରେଷ୍ଠ ୨୦୦ ମଧ୍ୟରେ ରହିବାକୁ ପଡିବ। ବିଶ୍ୱବିଦ୍ୟାଳୟକୁ ବିଶ୍ୱ ସହ ଯୋଡିବାର ସମୟ ଆସିଛି ବୋଲି ଓଡ଼ିଶାର...
ଆଲୁମିନିୟମ୍ ଉତ୍ପାଦନରେ ନାଲ୍କୋ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି: ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=aDSVCkS9sD0]
୩୮ତମ ପ୍ରତିଷ୍ଠା ଦିବସ ପାଳନ କରିଛି ନବରତ୍ନ କମ୍ପାନି ନାଲ୍କୋ। ନାଲ୍କୋ ଅଡିଟୋରିୟମ୍ ହଲ୍ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଡକ୍ଟର ଏସ୍ ସି...
ବଢ଼ିଲାନି ଧାନର ଏମ୍ଏସପି: ୮ରୁ ୧୨ଟି ଜିଲ୍ଲାରେ ବିଜେଡିର ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରି ନଥିବାରୁ ବିଜେଡି ଜାନୁଆରୀ ୮ ତାରିଖରୁ ୧୨ଟି ଜିଲ୍ଲାରେ କରିବ ଆନ୍ଦୋଳନ। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ।
ବଢ଼ିଲାନି ଧାନର...





















