ଖସୁଛି ପାରଦ, ବଢ଼ୁଛି ଶୀତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଲାଗି ରହିଛି ଶୀତ ଲହରୀ। ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଅନୁଭୂତ ହେଉଛି ଥଣ୍ଡା। ଥରି ଯାଉଛି ସାରା ରାଜ୍ୟ। ଚଳିତ ବର୍ଷ ରେକର୍ଡ ଭାଙ୍ଗିଛି ଶୀତ। ଶୀତର ପ୍ରକୋପରେ...

ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜମୁଛି ବରଗଡ଼ ଧନୁଯାତ୍ରା। ଦିନ ଯେତିକି ଗଡ଼ୁଛି ଦର୍ଶକଙ୍କ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢ଼ୁଛି। ଗୋପପୁରରେ ଚାଲିଥିବା ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଜମୁଛି। କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା ଗୋପପୁରରେ...

କଳିଙ୍ଗ କପ୍ କ୍ରିକେଟ୍: କଟକ ରାଇଜିଙ୍ଗ୍ ଟିମ୍ ବିଜୟୀ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଓସ୍ତର ହାଟ ଯଦୁପୁରଠାରେ କଳିଙ୍ଗ୍ ୟୁଥ୍ ଅର୍ଗାନାଇଜେସନ ପକ୍ଷରୁ ଆନ୍ତଃଜିଲ୍ଲା କଳିଙ୍ଗ୍ କପ୍ କ୍ରିକେଟ୍  ଟୁର୍ଣ୍ଣାମେଣ୍ଟ ୪ର୍ଥ କ୍ୱାର୍ଟର ମ୍ୟାଚ ବୁଧବାର ଶେଷ ହୋଇଛି।...

ପାୱାର କରିଡରରୁ କାହିଁକି ବିଦା ହେଲେ ଦାମ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନ ଥିଲା ହାତମୁଠାରେ କ୍ଷମତାକୁ ଜାବୁଡ଼ି ଧରିଥିଲେ ବରିଷ୍ଠ  ନେତା ଡାକ୍ତର ଦାମୋଦର ରାଉତ। ବିଜୁବାବୁଙ୍କ ଅମଳରୁ ନବୀନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ସେ ଥିଲେ ଉଭୟ ସରକାର ଏବଂ ଦଳର ଗୁରୁତ୍ୱପୂର୍ଣ୍ଣ...

ଆମେ କୃତଜ୍ଞ

ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ୨୦ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୋର ପ୍ରିୟ ଓଡ଼ିଶାବାସୀ, ଆପଣମାନଙ୍କୁ ନବବର୍ଷର ଆନ୍ତରିକ ଅଭିନନ୍ଦନ। ବିଜୁ ଜନତା ଦଳକୁ ଆଜି କୋଡ଼ିଏ ବର୍ଷ ପୂରିଛି। ଆପଣମାନଙ୍କ...

ଚତୁର୍ଥ ଦିନରେ ଧନୁଯାତ୍ରା: ମୁକ୍ତେଶ୍ଵର ମନ୍ଦିରରେ ରୁଦ୍ରାଭିଷେକ କଲେ କଂସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। ଚତୁର୍ଥ ଦିନରେ ମଥୁରା ନରେଶ କଂସ ମୁକ୍ତେଶ୍ୱର ମନ୍ଦିରକୁ ଯାଇ ରୁଦ୍ରାଭିଷେକ କରିଛନ୍ତି। ଏହାସହ ଗୋପପୁରରେ ଶ୍ରୀକୃଷ୍ଣ, ବଳରାମ ଅନେକ ରାକ୍ଷସ...

ରୋନାଲିସା: ନାଚ ଯାହାର ନିଶା

ବାଲେଶ୍ୱରରୁ କୃଷ୍ଣକୁମାର ମହାନ୍ତି ଟିଭିରେ କିମ୍ବା ଟେପ୍‌ ରେକର୍ଡରେ ଗୀତ ବାଜିଲେ ଛୋଟ ବେଳେ ରୋନାଲିସାଙ୍କର ଗୋଡ଼ ଆପଣାଛାଏଁ ଉଠି ଯାଉଥିଲା। ତାଙ୍କର ସ୍ୱପ୍ନ ଥିଲା ଯେ, ସେ ଜଣେ ଭଲ ନୃତ୍ୟଶିଳ୍ପୀ ହେବେ।...

ଚତୁର୍ଥ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ଗୋପପୁରରେ ରାକ୍ଷସଙ୍କୁ ନିହତ କଲେ କୃଷ୍ଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରାର ମଙ୍ଗଳବାର ଚତୁର୍ଥ ଦିନରେ ପହଞ୍ଚିଛି। କୃଷ୍ଣଙ୍କୁ ନିହତ କରିବା ପାଇଁ କଂସ ବିଭିନ୍ନ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ଗୋପପୁରକୁ ମଥୁରା ନରେଶ ପୁତନା, ବକା, ସକଟା,...

ସଚିବାଳୟ ବାହାରେ ବସିଲା କ୍ୟାବିନେଟ୍‌: ଅଲଗା ହେବ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଥର ପାଇଁ ସଚିବାଳୟ ବାହାରେ ପୁରୀ ସର୍କିଟ ହାଉସ୍‌ରେ ବସିଥିବା କ୍ୟାବିନେଟ ବୈଠକରେ ନିଆଯାଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଏହି କ୍ୟାବିନେଟ୍‌ରେ ଓଡ଼ିଆ ଭାଷା, ସଂସ୍କୃତି ଏବଂ ଐତିହ୍ୟକୁ ଦିଆଯାଇଛି ଗୁରୁତ୍ୱ। ସଚିବାଳୟ ବାହାରେ ଆଜି...

ସିମ୍ପୁଲ୍‌ ହୁଅ, ଲୋକଙ୍କ ପାଇଁ କାମ କର: ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=NCKnX9JyeCA] ଶ୍ରୀକ୍ଷେତ୍ରରେ ବିଜେଡି ପ୍ରତିଷ୍ଠା ଦିବସ ହୃଦୟର କଥା କହିଲେ ନବୀନ ସିମ୍ପ୍ଲିସିଟି, ହାଇ ଥିଙ୍କିଙ୍ଗ୍ ଏବଂ ସେବା ଉପରେ ଫୋକସ୍‌ ଲୋକଙ୍କ ପ୍ରତି ସମର୍ପିତ ହେବାକୁ ଆହ୍ୱାନ ନବୀନ...