ଭେଣ୍ଟିଲେଟରରୁ ବାହାରିଲା କାଳିଆ, ସୁଧୁରୁଛି ଜଗାର ସ୍ୱାସ୍ଥ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇସିୟୁରେ ରହିଛି କାଳିଆ ନାକପଟେ ଦିଆଯାଉଛି ତରଳ ଖାଦ୍ୟ ଜଗା ସ୍ୱାସ୍ଥ୍ୟରେ ଘଟୁଛି ଦ୍ରୁତ ପରିବର୍ତ୍ତନ ଦିଲ୍ଲୀ ଏମ୍‌ସରୁ ଶନିବାର ସନ୍ଧ୍ୟାରେ ଆସିଛି ଖୁସି ଖବର। ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ...

ଅନିଶ୍ଚିତତାରେ ବିଜେପୁର ମହାସମର: କେବେ ହେବ ଉପ-ନିର୍ବାଚନ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ନଭେମ୍ବର ୨୪ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତଙ୍କୁ ପୁରିଛି ତିନି ମାସ। ଏହି ତିନି ମାସ ଭିତରେ ବିଜେପୁରକୁ ନେଇ ଅନେକ ଘଟଣା ଘଟିଛି। ବିଜେପୁର ପାଇଁ ବିଜେଡି ଆଗୁଆ ଗୋଟି ଚାଳନା...

ଆନ୍ତଃରାଜ୍ୟ କାଉନସିଲ୍ ବୈଠକରେ ନବୀନ ଉଠାଇଲେ ଓଡ଼ିଶା ଦାବି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆନ୍ତଃରାଜ୍ୟ କାଉନସିଲ୍‌ର ଷ୍ଟାଣ୍ଡିଂ କମିଟି ବୈଠକରେ ଓଡ଼ିଶାର ୩ଟି ପ୍ରମୁଖ ଦାବି ଉଠିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, "ଶୀଘ୍ର ଗଠନ କର ମହାନଦୀ ଟ୍ରିବ୍ୟୁନାଲ" ...

ପେଡାଲରେ ପ୍ରକୃତି ସଂରକ୍ଷଣ: କୋଣାର୍କରୁ କୋରାପୁଟ ସାଇକଲ ଯାତ୍ରାରେ ଯିବେ ୨୦ଜଣ ପ୍ରତିନିଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରକୃତି ସୁରକ୍ଷାର ବାର୍ତ୍ତା ନେଇ ଡିସେମ୍ବର ୨୩ରୁ ଆରମ୍ଭ ହେଉଛି କୋଣାର୍କ ଅନ୍ତରାଷ୍ଟ୍ରୀୟ ସାଇକ୍ଲୋଥନ୍। ଏହି ଅଭିଯାନରେ ୨୦ ଜଣ ପ୍ରତିନିଧି ସାମିଲ୍‌ ହୋଇ କୋଣାର୍କରୁ କୋରାପୁଟ ସାଇକେଲ ଯାତ୍ରା କରିବେ। ପ୍ରଦୂଷଣରେ...

ଆରମ୍ଭ ହେଲା ଅନୁସୂଚିତ ଜାତି-ଜନଜାତି କଳାବସ୍ତୁ ମେଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୩୦ ତାରିଖ ଯାଏଁ ଚାଲିବ ମେଳା ମେଳାରେ ସ୍ଥାନ ପାଇଛି ୧୦ଟି ରାଜ୍ୟର ଜନଜାତି କଳାକୃତି ଜନଜାତି କଳାକୃତି ପାଲଟିଛି ମେଳାର ଆକର୍ଷଣ ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ...

ବିଜେଡିର ୨୦୧୯ କସରତ! ‘ବିଜୁ ଯୁବ ବାହିନୀ’ ଗଠନ ଉପରେ ସରକାରଙ୍କ ଫୋକସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ନବରଙ୍ଗପୁରରୁ ବିଜେଡି ଆରମ୍ଭ କରିଛି ଯୁବ-ଛାତ୍ର ସମ୍ପର୍କ ଅଭିଯାନ। ତୃଣମୂଳ ସ୍ତରର ଯୁବକଙ୍କୁ ଏକାଠି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମ ଶେଷ ନହେଉଣୁ ଏପଟେ ଶନିବାର କ୍ରୀଡ଼ା...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ଆନ୍ତଃରାଜ୍ୟ କାଉନସିଲ୍ କମିଟି ବୈଠକରେ ଯୋଗଦେବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଶନିବାର ହେବାକୁ ଥିବା ୧୨ତମ ଆନ୍ତଃରାଜ୍ୟ କାଉନସିଲ୍‌ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ୨୬ରେ ଭୁବନେଶ୍ବର ଫେରିବେ। ତିନି ଦିନିଆ ନୂଆଦିଲ୍ଲୀ...

ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ମିଳିବ କେବେ?

ଓଡ଼ିଶାଲାଇଭ୍ ଫିଚର ଓଡ଼ିଶା ରସଗୋଲା ଓ ହଳଦୀ ପରେ ଏବେ ନୟାଗଡ଼ ଛେନାପୋଡ଼ ଚିନ୍ତା। ତେବେ ଏହାର ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବେ କିଏ? ନୟାଗଡ଼ର ଛେନାପୋଡ଼ର ଜନ୍ମ ଦଶପଲ୍ଲାର ସାତପଟଣା ଆକସ୍ମିକ...

ବିବାଦରେ ପୁଣି ଦାମ: କହିଲେ, ଜୟୀ ରାଜଗୁରୁ ନୁହନ୍ତି ସ୍ୱାଧୀନତା ସଂଗ୍ରାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ବିବାଦୀୟ ବୟାନ୍‌ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ। ପାଇକ ବିଦ୍ରୋହର ଅନ୍ତୁଡ଼ିଶାଳ ଖୋର୍ଦ୍ଧା ମାଟିରେ ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହନ୍ତି କହି ଅଡ଼ୁଆରେ ପଡ଼ିଛନ୍ତି। "ଜୟୀ ରାଜଗୁରୁ...

ଆପଣଙ୍କ ଦୁଆର ମୁହଁରେ କାର୍ ୱାସିଂ ପାଇଁ ‘ବୁକ୍ ଏ ୱାସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ କାର୍‌ରେ ଧୂଳି ଜମିଥିବାରୁ ଚିନ୍ତାରେ ପଡ଼ିଛନ୍ତି କି? ଗାଡ଼ି ଧୋଇବା ପାଇଁ ସମୟ ନାହିଁ ଭାବୁଛନ୍ତି କି? ଏବେ ଏସବୁର ଚିନ୍ତା ଦୂର କରିଛି 'ବୁକ୍‌ ଏ ୱାସ୍'। ଗୋଟିଏ ଫୋନ୍‌...