ଜଳୁଛି ସାରା ଓଡ଼ିଶା: ଆଗାମୀ ୨୯ ଯାଏଁ ତାତିରେ ଲାଗିବନି ବ୍ରେକ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଜଳୁଛି ସାରା ଓଡ଼ିଶା। ଆସନ୍ତା ଏପ୍ରିଲ ୨୯ ତାରିଖ ଯାଏଁ ତାପମାତ୍ରାରେ ଆହୁରି ବୃଦ୍ଧି ହେବା ନେଇ ଆକଳନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ...

ଆଜି ବିଶ୍ଵ ମ୍ୟାଲେରିଆ ଦିବସ: ଜାଣନ୍ତୁ ଏହି ଜ୍ୱରର ଲକ୍ଷଣ ଓ ଏଥିରୁ ରକ୍ଷା ପାଇବେ କିପରି?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=rSYVIJ7XTiI ଆଜି ହେଉଛି ବିଶ୍ଵ ମ୍ୟାଲେରିଆ ଦିବସ। ମ୍ୟାଲେରିଆ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ଵ ମ୍ୟାଲେରିଆ ଦିବସ ଭାବେ ପାଳନ କରାଯାଉଛି। ବିଶ୍ଵ ସ୍ଵାସ୍ଥ୍ୟ...

ପୁରୀ: ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟା ନୀତି ଚୂଡ଼ାନ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତା ମେ’ ୧୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଆରମ୍ଭ ହେବ। ଏହାସହ ମହାପ୍ରଭୁଙ୍କ ୨୧ ଦିନିଆ ଚନ୍ଦନ...

ଦିଗପହଣ୍ଡି ବିଧାନସଭା ଆସନରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଓଡ଼ିଶାରେ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ପ୍ରାର୍ଥୀ ଚୟନ ଏବଂ ଟିକେଟ ବଣ୍ଟନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ବଢ଼ିବାରେ ଲାଗିଛି ଅସନ୍ତୋଷ। ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି...

ବାହାରିଲା ୨୦୨୪ ଜେଇଇ ମେନ୍ ରେଜଲ୍ଟ – ୯୯.୯୯ ପ୍ରତିଶତ ନମ୍ବର ସହ ଅନ୍ୱେଶ ଶୁଭମ ପ୍ରଧାନ ଓଡ଼ିଶା...

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରକାଶ ପାଇଛି ଜେଇଇ ମେନ୍ ୨୦୨୪ ପରୀକ୍ଷା ଫଳ। ଏଥିରେ ସର୍ବଭାରତୀୟ ସ୍ତରରେ ୫୬ ଜଣ ଛାତ୍ର ପରୀକ୍ଷାର୍ଥୀ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି। ସେହିପରି ଓଡ଼ିଶାର ଅନ୍ୱେଶ ଶୁଭମ ପ୍ରଧାନ...

ଚାନ୍ଦବାଲିରେ କିଏ ମାରିବେ ବାଜି: ମନମୋହନ ନା ବ୍ୟୋମକେଶ?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଏଥର ଭଦ୍ରକ ଜିଲ୍ଲା ଚାନ୍ଦବାଲି ଆସନରେ ଜୋରଦାର ଲଢ଼େଇ ହେବାକୁ ଯାଉଛି। ହ୍ୟାଟ୍ରିକ ଆଶାରେ ନିର୍ବାଚନ ମଇଦାନରେ ଅଛନ୍ତି ବିଜେଡିର ବ୍ୟୋମକେଶ ରାୟ। ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ...

ବୌଦ୍ଧ: ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ୨ ମାଓବାଦୀ ନିହତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ୍ ନିକଟ ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀ...

ପ୍ରଣବ ବନାମ ଧର୍ମେନ୍ଦ୍ର: କାହାର ହେବ ସମ୍ବଲପୁର?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନ ହାତେଇବାକୁ ଏଥର ଜମିବ ଲଢ଼େଇ, ନିର୍ବାଚନ ମଇଦାନରେ ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ପ୍ରଧାନ-ପ୍ରଣବ ପ୍ରକାଶ ଦାସ। ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା।...

ଆଗୁଆ ଖରାଛୁଟି: ସ୍କୁଲ ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆଗୁଆ ଖରାଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଆଗୁଆ ଖରାଛୁଟି ଘୋଷଣା ହୋଇଥିବାରୁ ସ୍କୁଲ ପିଲାଙ୍କୁ ୧୨ ଦିନର ମଧ୍ୟାହ୍ନ ଭୋଜନ ଦେବା...

ବ୍ରେନ୍ ଷ୍ଟ୍ରୋକ୍ ପରେ କେମିତି ନେବେ ଯତ୍ନ?

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=Ur1ODJBgFf8 ବର୍ତ୍ତମାନ ସମୟରେ ସାରା ଦୁନିଆରେ ‘ଷ୍ଟ୍ରୋକ’ ଏକ ବଡ଼ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ଅଣ ସଂକ୍ରାମକ ରୋଗ କ୍ଷେତ୍ରରେ ‘ଷ୍ଟ୍ରୋକ’ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁର କାରଣ ପାଲଟୁଛି। ଯଦି...