rashi fala

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ – (୨୯ ଜୁନ୍ ୨୦୨୧, ମଙ୍ଗଳବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ- ମଙ୍ଗଳବାର ଆଷାଢ଼ କୃଷ୍ଣ ୫ମୀ ଦିବା ୦୧:୨୩:୨୮ ଗତେ ୬ଷ୍ଠୀ ତିଥି। କୁମ୍ଭ ଚନ୍ଦ୍ର...

କୋଭିଡ୍ ତୃତୀୟ ଲହରୀର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ – ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ କୋଭିଡର ତୃତୀୟ ଲହର କଥା କୁହାଯାଉଛି। ଆଗାମୀ ଦିନରେ ଛୋଟ ଛୋଟ ପିଲାମାନେ ଅଧିକ ପ୍ରଭାବିତ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି। ତେଣୁ ଏହାର ମୁକାବିଲା ଲାଗି...

ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଦିଆଯାଉଛି କୋଭିସିଲ୍ଡ ଟିକା। ହିତାଧିକାରୀମାନେ କୋ-ୱିନ ଆପ ଜରିଆରେ ପଞ୍ଜୀକରଣ କରି କିମ୍ବା ସିଧାସଳଖ ହସ୍ପିଟାଲକୁ...

ଓଡ଼ିଶାର ୧୦ଜିଲ୍ଲାରେ ହେବ ନୂତନ ନର୍ସିଂ କଲେଜ – ସ୍ଵାସ୍ଥ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ତେଣୁ ବିଭିନ୍ନ ସମୟରେ ରାଜ୍ୟବାସୀଙ୍କ ପାଇଁ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯୋଜନାମାନ ମଧ୍ୟ ପ୍ରଣୟନ କରିଛନ୍ତି। ସେହିପରି ଆଗାମୀ ଦିନରେ ସ୍ୱାସ୍ଥ୍ୟସେବାକୁ...

କୋଭିଡ୍ ସମୟରେ ଜନଜାତିଙ୍କ ସୁରକ୍ଷାକୁ ଦିଆଯାଉଛି ପ୍ରାଥମିକତା – ରଞ୍ଜନା ଚୋପ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡର ଦ୍ୱିତୀୟ ଲହରରେ ଓଡ଼ିଶାରେ ଜନଜାତି ବା ଆଦିବାସୀ ବର୍ଗର ଲୋକେ ବେଶ୍‌ ପ୍ରଭାବିତ ହୋଇଛନ୍ତି। ସେମାନେ କିଭଳି ମହାମାରୀର ମୁକାବିଲା କରୁଛନ୍ତି ଓ ରାଜ୍ୟ ସରକାର ସେମାନଙ୍କ ସୁରକ୍ଷା ପାଇଁ...

ଯୁକ୍ତ ଦୁଇ ଆଡମିସନ ନେଇ ଚିନ୍ତାରେ ଛାତ୍ରଛାତ୍ରୀ – ମନ୍ତ୍ରୀ କହିଲେ ପାଠପଢ଼ାରେ ହେବନି ସମସ୍ୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି। ରାଜ୍ୟରେ ମୋଟ ପାସ୍ ହାର ୯୭.୮୯ପ୍ରତିଶତ ରହିଛି। ପୂର୍ବବର୍ଷ ତୁଳନାରେ ଏବର୍ଷ ୧୯.୧୩ ପ୍ରତିଶତ ପାସ୍ ହାର ବୃଦ୍ଧି ପାଇଥିଲେ ମଧ୍ୟ...

ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର

ଭାସ୍କର ପରିଚ୍ଛା ଇତି ମଧ୍ୟରେ ଓଡ଼ିଶାରେ ଦ୍ଵିତୀୟ ଅନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ସ୍ଥାନ ନିରୂପିତ ହୋଇଯାଇଛି। ପୁରୀ-ବ୍ରହ୍ମଗିରି ରାସ୍ତାରେ ସିପସରୁବାଲିଠାରେ ଏହା ନିର୍ମାଣ କରାଯିବ। ଦୁଇ ସପ୍ତାହ ତଳେ ଏୟାରପୋର୍ଟ ଅଥରିଟି ଅଫ...

‘କେତେ ନୂଆ ବାଟ ସିଜିନ୍ ୨’- ଭିଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍ ସମୟରେ ଜରୁରୀ ସେବା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍ ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍ ସମୟରେ ଜରୁରୀ...

ଖବର ବିଶ୍ଳେଷଣ – ରାଜ୍ୟରେ ବସ୍ତି ଉନ୍ନୟନ

ଓଡ଼ିଶାଲାଇଭ୍ ବ୍ୟୁରୋ ନିକଟରେ ରାଜ୍ୟର ପୌରସଂସ୍ଥାମାନଙ୍କ ପାଇଁ ଏକ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ଓଡ଼ିଶା ସରକାର। ଏହି ନିର୍ଦ୍ଦେଶ ଅନୁସାରେ ବସ୍ତି ଉନ୍ନୟନ ପାଇଁ ଏଣିକି ବଜେଟର ୨୫ ପ୍ରତିଶତ ଅର୍ଥ ଖର୍ଚ୍ଚ...

ଭୁବନେଶ୍ଵର ଘରୋଇ ହସ୍ପିଟାଲରେ କୋଭିଡ ଟିକା ଦାମ୍ କେତେ?

ଓଡ଼ିଶାଲାଇଭ୍ ବ୍ୟୁରୋ କୋଭିଡକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଅଧିକାଂଶ ଲୋକ ଟିକା ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରୁଛନ୍ତି। କାରଣ ସେଠାରେ ବିନା ମୂଲ୍ୟରେ ଟିକା...