ହେମଗିର ବ୍ଲକର ୫ଟି ପଞ୍ଚାୟତ ପାଇଁ ୧୧୯ଟି ଉନ୍ନୟନ ପ୍ରକଳ୍ପ ଘୋଷଣା କଲେ ଜିଲ୍ଲା ପ୍ରଶାସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଖଣି ପ୍ରଭାବିତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯିବା ବେଳେ ପ୍ରଶାସନ ପକ୍ଷରୁ ଜନସହଭାଗିତାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଲୋକମାନଙ୍କ ଦ୍ୱାରା ଗ୍ରାମସଭା ସ୍ତରରୁ ପାରିତ ହୋଇ...

ଲହୁଣୀପଡ଼ା ବ୍ଲକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ବୁଧବାର ଓ ଗୁରୁବାର ଦୁଇ ଦିନିଆ କୋଇଡ଼ା ଏବଂ ଲହୁଣୀପଡ଼ା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବଣାଇଁ ବିଧାୟକ ଲକ୍ଷ୍ମଣ...

ସୁନ୍ଦରଗଡ଼ ଜିଲ୍ଲାରେ ରାସ୍ତା ସଂଯୋଗୀକରଣ ପ୍ରକଳ୍ପ: ଖଣି ପ୍ରଭାବିତ ଲହୁଣୀପଡ଼ା ଓ କୋଇଡ଼ା ବ୍ଲକରେ ନିର୍ମିତ ୧୬ଟି ରାସ୍ତାର ଲୋକାର୍ପଣ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳକୁ ରାସ୍ତା ସଂଯୋଗୀକରଣ କାର୍ଯ୍ୟକ୍ରମ ମାଧ୍ୟମରେ ସୁଗମ କରାଯାଉଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ କରି ନିର୍ମାଣ କରାଯାଇଥିବା ୧୬ଟି ରାସ୍ତାର...

କୋଇଡ଼ାରେ ‘ସୁଦକ୍ଷ’ କୋଚିଂ କେନ୍ଦ୍ର ଉଦଘାଟିତ, ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ପୂରଣ ପାଇଁ ମାଗଣାରେ କୋଚିଂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବ୍ଲକରେ ଖୋଲିଲା ‘ସୁଦକ୍ଷ’ କୋଚିଂ କେନ୍ଦ୍ର। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଉପସ୍ଥିତିରେ ବୁଧବାର ଦିନ ଏହି କେନ୍ଦ୍ର...

ସୁନ୍ଦରଗଡ଼: ଧାନ ସଂଗ୍ରହ ପ୍ରକ୍ରିୟାରେ ଏସଏଚଜି ମହିଳାମାନଙ୍କ ସଫଳତା, ୭ଟି ବ୍ଲକରୁ ୧ ଲକ୍ଷରୁ ଅଧିକ କୁଇଣ୍ଟାଲ ଧାନ...

ଓଡ଼ିଶାଲାଇଭ୍ ବ୍ୟୁରୋ ପାଇଲଟ୍ ଭିତ୍ତିରେ ପ୍ରଥମ ଥର ପାଇଁ ଏସଏଚଜିକୁ ଧାନ ସଂଗ୍ରହ ଦାୟିତ୍ୱ ୭ଟି ବ୍ଲକରେ ୮ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ନିୟୋଜିତ ଆଗାମୀ ଖରିଫ୍ ୠତୁରେ ୫୦ଟି ଗୋଷ୍ଠୀକୁ...

ଭୁବନେଶ୍ଵର ପଳାଶୁଣୀ ଭୟାନକ ସିରିଜ୍ ଦୁର୍ଘଟଣା – ଏକ ଦୁର୍ଘଟଣା ନା ସ୍ପଷ୍ଟ ଦିବାଲୋକରେ ହତ୍ୟା?

ନୀଳାମ୍ବର ରଥ ବେପରୁଆ ଭାରିଯାନ ଚାଳନା ଆମ ରାଜ୍ୟରେ ସଡ଼କକୁ କିପରି ମୃତ୍ୟୁ ପଥରେ ପରିଣତ କରିଛି ଭୁବନେଶ୍ଵର ପଳାଶୁଣୀ, କଟକର ୪୨ ମୌଜା ଏବଂ ରାଜଗାଙ୍ଗପୁରର ତିନୋଟି ଦୁର୍ଘଟଣା ତା’ର ତାଜା ଉଦାହରଣ।...

ବିସ୍ମୟ ବାଳକ ବୁଦ୍ଧିଆ ଓ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୦)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ରାଉରକେଲାରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ – ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ମିଳିବ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ...

ଖୋଲିଲା ଅଙ୍ଗନବାଡ଼ି: ସୁନ୍ଦରଗଡ଼ ଜିଲ୍ଲାରେ ସାନ ପିଲା ଓ ଅଭିଭାବକଙ୍କୁ ଆକର୍ଷିତ କଲା ‘ବାଲା ମଡେଲ’ ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ...

ସୁନ୍ଦରଗଡ଼ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ – ତାଲିମପ୍ରାପ୍ତ ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।...