ବିସ୍ମୟ ବାଳକ ବୁଦ୍ଧିଆ ଓ ଈଟିଭି – ଓଡ଼ିଶାରେ ଟେଲିଭିଜନର ଯାତ୍ରା (ଭାଗ-୧୦)

ଡକ୍ଟର ଫକୀର ମୋହନ ନାହାକ ‘ଓଡ଼ିଶାରେ ଟେଲିଭିଜନର ଯାତ୍ରା’ ଡକ୍ଟର ଫକୀର ମୋହନ ନାହାକଙ୍କ ଏକ ନିୟମିତ ସ୍ତମ୍ଭ। ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଡକ୍ଟର ନାହାକ ଗତ ୨୦ବର୍ଷ ଭିତରେ ଓଡ଼ିଆ...

ରାଉରକେଲାରେ ଖୋଲିଲା ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ‘ମିଲେଟ୍ ଶକ୍ତି କାଫେ’ – ମାଣ୍ଡିଆ ଓ ଅନ୍ୟାନ୍ୟ ପୁଷ୍ଟିଶସ୍ୟରୁ ମିଳିବ...

ଓଡ଼ିଶାଲାଇଭ୍ ବ୍ୟୁରୋ ରାଉରକେଲା ସହରରେ ଖୋଲିଲା ‘ମିଲେଟ୍ ଶକ୍ତି କାଫେ’। ଓଡ଼ିଶା ପୁଷ୍ଟିଶସ୍ୟ ମିଶନ, ମିଶନଶକ୍ତି ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ କୋଏଲ ନଗରଠାରେ ଏହି କାଫେ ଖୋଲିଛି। ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ...

ଖୋଲିଲା ଅଙ୍ଗନବାଡ଼ି: ସୁନ୍ଦରଗଡ଼ ଜିଲ୍ଲାରେ ସାନ ପିଲା ଓ ଅଭିଭାବକଙ୍କୁ ଆକର୍ଷିତ କଲା ‘ବାଲା ମଡେଲ’ ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ ପିଲାମାନେ ଆସିଥିବାରୁ ସେମାନଙ୍କ...

ସୁନ୍ଦରଗଡ଼ରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ – ତାଲିମପ୍ରାପ୍ତ ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ତାଲିମ ଦେଇ ସେମାନଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।...

‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ: ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବହି ପଢ଼ା ପ୍ରତି ଆଗ୍ରହ ସୃଷ୍ଟି ପାଇଁ...

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ମହାମାରୀର ପ୍ରକୋପ କମିବା ପରେ ସୁନ୍ଦରଗଡ଼ ଜିଲ୍ଲାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନକୁ ପୁଣିଥରେ ଆରମ୍ଭ କରାଯାଇଛି। ଆଜିର ଡିଜିଟାଲ ଯୁଗରେ ଛାତ୍ରଛାତ୍ରୀ, ଯୁବପିଢ଼ି ଏବଂ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ...

ଇଟ୍ ସ୍ମାର୍ଟ ସିଟି ପ୍ରତିଯୋଗିତା – ୧୧ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା ସ୍ମାର୍ଟ ସିଟି

ଓଡ଼ିଶାଲାଇଭ୍ ବ୍ୟୁରୋ ଇଟ୍ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ରାଉରକେଲା ସ୍ମାର୍ଟ ସିଟି ଭଲ ପ୍ରଦର୍ଶନ କରି ୧୧ଟି ସହର ମଧ୍ୟରେ ସ୍ଥାନ ପାଇଛି। ଖାଦ୍ୟ ଓ କୃଷି ସଂସ୍ଥା, ଏମୟୁଏଫପିପି, ଫୁଡ ଫାଉଣ୍ଡେସନ ତଥା...

ମାନବ ସେବା ପାଇଁ ସମ୍ମାନିତ ମାତିଲଦା କୁଲ୍ଲୁ

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=YtVgMmCqN28] ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ଆମେ ସେହି ମହିଳାମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସେବା ମନୋବୃତ୍ତି ଯୋଗୁଁ ଦେଶ ବିଦେଶରେ ସମ୍ମାନୀତ ହୋଇପାରିଛନ୍ତି। ସେମିତି...

ମାର୍ଚ୍ଚ ୭ରୁ ସୁନ୍ଦରଗଡ଼ ଜିଲ୍ଲାରେ ବାତଜ୍ୱର ନିରାକରଣ ପାଇଁ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଓଡ଼ିଶାଲାଇଭ୍ ବ୍ୟୁରୋ ଗର୍ଭବତୀ ମା’ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ କାର୍ଯ୍ୟକ୍ରମ ‘ମିଶନ୍ ଇନ୍ଦ୍ରଧନୁସ୍’ ଫାଇଲେରିଆ ବା ବାତ ଜ୍ୱର ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ସାମୂହିକ ଔଷଧ ସେବନ...

ପ୍ରାକୃତିକ ଶୋଭାର ସମ୍ଭାର ସୁନ୍ଦରଗଡ଼ର ‘ଟେନ୍‌ସା ନେଚର କ୍ୟାମ୍ପ’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=wBcHeOfJK5Q] ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ଟେନ୍‌ସା ନେଚର କ୍ୟାମ୍ପ ଶାନ୍ତ ପରିବେଶ, ସବୁଜ ବନାନୀ ଟେନ୍‌ସାର ଅନ୍ୟତମ ଆକର୍ଷଣ ପର୍ଯ୍ୟଟକଙ୍କ ରାତ୍ରୀଯାପନ ପାଇଁ ରହିଛି କଟେଜ୍ ସୁବିଧା ସୁନ୍ଦର ପ୍ରକୃତି, ସୁନ୍ଦର...

ହକି ଚାମ୍ପିଅନସିପ୍‌ର କନିଷ୍ଠ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଟିମକୁ ରାଉରକେଲାରେ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ୍-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର...