ବିଜେଡିର ଜୟଗାନ କଲେ ସାଲେପୁର କଂଗ୍ରେସ ବିଧାୟକ, ଦଳରେ ହଲଚଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡିକୁ ସାର୍ଟିଫିକେଟ ଦେବା ପରେ କଂଗ୍ରେସର ଭିତିରି ମହଲରେ ସୃଷ୍ଟି ହୋଇଛି ହଲ୍‌ଚଲ୍। କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଗଣମାଧ୍ୟମରେ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି...

ବିଜେଡିକୁ ଘେରିଛନ୍ତି କୋଟେରୀ ଗୋଷ୍ଠୀ, ନବୀନଙ୍କୁ ନେଇ ମୁଁ ଚିନ୍ତିତ: ବୈଜୟନ୍ତ ପଣ୍ଡା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଚାରି ବର୍ଷ ହେଲା ଭିନ୍ନ ମୋଡ଼ ନେଇଛି ବିଜେଡି ରାଜନୀତି ଦଳରେ ତିଆରି ହୋଇଛି କୋଟେରୀ ଗୋଷ୍ଠୀ ରାଜ୍ୟରେ ଭ୍ରଷ୍ଟାଚାର ବଢ଼ିଛି ଦୁର୍ନୀତି କଲେ ମନ୍ତ୍ରୀଙ୍କୁ ବିଦା କରାଯାଉ...

ବିଜେଡିର ମିଡିଆ ସଂଯୋଜକ ହେଲେ ସସ୍ମିତ ପାତ୍ର, ମାନସ ମଙ୍ଗରାଜ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଆଜି ଦଳର ମିଡିଆ ସଂଯୋଜକ ଭାବେ ଦୁଇ ଜଣଙ୍କୁ ନିଯୁକ୍ତ କରିଛନ୍ତି। ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ରଙ୍କୁ ଇଲେକ୍ଟ୍ରୋନିକ୍ସ ମିଡିଆ...

କର୍ଣ୍ଣାଟକରେ ରାଜନୀତି ପାଲା ଆରମ୍ଭ, କୁମାର ସ୍ୱାମୀଙ୍କ ଚୌକି ଟଳମଳ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କର୍ଣ୍ଣାଟକରେ ରାଜନୈତିକ ନାଟକ ଆରମ୍ଭ ହୋଇଯାଇଛି। କଂଗ୍ରେସ-ଜେଡିଏସ ସରକାର ଗଠନ ପରେ ସେଠି କିଛି ଠିକ୍ ଚାଲୁନଥିବା କଥା ସାମ୍ନାକୁ ଆସିଛି। ଏହି ମେଣ୍ଟକୁ କବ୍‌ଜାରେ ରଖିଥିବା ପୂର୍ବ ମୁଖ୍ୟମନ୍ତ୍ରୀ...

ନବୀନ କାହିଁକି ଖେଳିଲେ ମହିଳା କାର୍ଡ?

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମହିଳାଙ୍କୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ନବୀନଙ୍କ ଏହି ମହିଳା କାର୍ଡକୁ ବିରୋଧୀ କରିଛନ୍ତି ସମାଲୋଚନା। ୨୦୧୯ ନିର୍ବାଚନ ପାଇଁ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବା ପରେ...

ମନ୍ତ୍ରୀଙ୍କ ମନ: ‘ବନ୍ଦେ ଉତ୍କଳ ଜନନୀ’କୁ ବଦଳାଇ କରାଯାଉ ‘ବନ୍ଦେ ଓଡ଼ିଶା’

ଓଡ଼ିଶାଲାଇଭ୍ ବ୍ୟୁରୋ ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ 'ବନ୍ଦେ ଉତ୍କଳ ଜନନୀ'କୁ ରାଜ୍ୟ ସରକାର ରାଜ୍ୟ ସଙ୍ଗୀତର ମାନ୍ୟତା ଦେଇ...

ଏକାସାଙ୍ଗେ ଲୋକସଭା-ବିଧାନସଭା ନିର୍ବାଚନ: ମୋଦିଙ୍କ ପ୍ରସ୍ତାବରେ ହଁ ମାରିଲେ ନବୀନ

ଓଡ଼ିଶାଲାଇଭ୍ ବ୍ୟୁରୋ ନବୀନଙ୍କୁ ଜାତୀୟ ଲ' କମିଶନଙ୍କ ଚିଠି ଏକାସାଙ୍ଗେ ନିର୍ବାଚନ ପ୍ରସଙ୍ଗରେ ମତ ରଖିବାକୁ ଚିଠି ଜୁଲାଇ ୭-୮ରେ ଦିଲ୍ଲୀରେ ସମ୍ମିଳନୀ ଚିଠି ପାଇବା ପରେ ନବୀନ ମାରିଲେ ହଁ ସାରା ଦେଶରେ...

ଓଡ଼ିଶାରେ ବିଜେପି ହାସଲ କରିବ ୧୨୦ ଆସନ: ସ୍ମୃତି ଇରାନି

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=K8t72_13KT8] ଓଡ଼ିଶାବାସୀ ବିଜେପି ପ୍ରତି ଆକୃଷ୍ଟ ହେଉଛନ୍ତି। ୨୦୧୯ରେ ବିଜେପି ମିଶନ-୧୨୦ ଲକ୍ଷ୍ୟ ନିଶ୍ଚୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କହିଛନ୍ତି। ୪୩ ବର୍ଷ ତଳର ଏମର୍ଜେନ୍ସି କଥା...

ସୋସିଆଲ ମିଡିଆରେ ତୀର ମାରିଲେ ନିରଞ୍ଜନ: ରତ୍ନଭଣ୍ଡାର ଅଡିଟ କାହିଁକି କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ପୁଣି ଉଠାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଥମି ଯାଇଥିବା ବେଳେ ଆଜି ଏହାକୁ ଉଖାରିଛନ୍ତି ପିସିସି...

ସଭାସ୍ଥଳ ପାଲଟିଲା ରଣକ୍ଷେତ୍ର: ନୟାଗଡ଼ରେ ବିଜେପିର ଦୁଇ ଗୋଷ୍ଠୀ ଭିତରେ ମୁଥ ମରାମରି

ଓଡ଼ିଶାଲାଇଭ୍‌ ବ୍ୟୁରୋ ନୟାଗଡ଼ ବିଜେପିରେ କନ୍ଦଳ ଦୁଇ ଗୋଷ୍ଠୀ ଭିତରେ ପିଟାପିଟି ଦୁଇ କର୍ମୀଙ୍କ ମୁଣ୍ଡ ଫାଟିଲା ବିବାଦ ସମାଧାନ ପାଇଁ ନୟାଗଡ଼ରେ ପହଞ୍ଚିଲେ କେଭି ସିଂଦେଓ ବିଜୁ ଜନତା ଦଳର ସରକାରକୁ ଧରାଶାୟୀ...