ଲକ୍‌ଡାଉନ: ମାସ୍କ ପିନ୍ଧି ହେଲେ ବାହା – ବାହାଘରରେ ଦିଶିଲା ସାମାଜିକ ଦୂରତା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ଲକ୍‌ଡାଉନ ଭିତରେ ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ନିଆରା ବାହଘର। ବର କନ୍ୟା ମାସ୍କ ପିନ୍ଧି ହୋଇଛନ୍ତି ବାହା। ବିବାହରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା କଥାଟା ଅଡ଼ୁଆ ଲାଗୁ ଥାଇପାରେ।...

ଲକ୍‌ଡାଉନ: ପିଲାଙ୍କ ସହ ସଂପର୍କ କେମତି କରିବେ ମଜଭୁତ – ଆପଣାନ୍ତୁ ୟୁନିସେଫ୍‌ର ୫ଟି ଉପାୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ କରୋନା ଭାଇରସ ଯୋଗୁଁ ସାରାଦେଶରେ ଲକଡାଉନ୍‌ ଘୋଷଣା ହୋଇଛି। ବାପା’ ମା’ ଏହାର ଫାଇଦା ନିଶ୍ଚୟ ଉଠାନ୍ତୁ। ପିଲାଙ୍କ ସହ ସମ୍ପର୍କକୁ ମଜଭୂତ କରନ୍ତୁ। ଲକଡାଉନ୍‌ ପ୍ରତି ମା’ ବାପାଙ୍କୁ ଏକ ବଡ଼...

ଲକ୍‌ଡାଉନ – ମହାରାଷ୍ଟ୍ରରୁ ସାଇକେଲ ଚଳାଇ ଯାଜପୁରରେ ପହଞ୍ଚିଲେ ୨୦ ବର୍ଷୀୟ ଯୁବକ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଲକ୍‌ଡାଉନ ଯୋଗୁଁ ମହାରାଷ୍ଟ୍ରରୁ ୨ହଜାର କିଲୋମିଟର ସାଇକେଲ୍ ଚଳାଇ ଯାଜପୁରରେ ପହଞ୍ଚିଲେ ୨୦ ବର୍ଷୀୟ ଯୁବକ। ଯାଜପୁରରେ ପହଞ୍ଚିବାକୁ ତାଙ୍କୁ ୭ଦିନ ସମୟ ଲାଗିଥିଲା। ଯାଜପୁରରେ ପହଞ୍ଚିବା ପରେ ନିଜ...

ଲକ୍‌ଡାଉନ – ଟେକ୍ନିସିଆନମାନଙ୍କୁ ସହାୟତାର ହାତ ବଢ଼ାଇଲା ଅକ୍ଷୟ ପରିଜା ପ୍ରଡକ୍ସନ୍ ହାଉସ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ କରୋନା ଭାଇରସ ସଂକ୍ରମଣ ଯୋଗୁଁ ସାରାଦେଶରେ ଲକ୍‌ଡାଉନ ଘୋଷଣା ହୋଇଛି। ସମସ୍ତ ପ୍ରକାର ସୁଟିଂ ବନ୍ଦ ରହିଛି। ଫଳରେ ଫିଲ୍ମ ବା ସିରିଏଲ ପ୍ରଡକ୍ସନ ଟିମ୍‌ରେ କାମ କରୁଥିବା...

ଲକ୍ ଡାଉନ୍ ଡାଏରି: କରୋନାକୁ ନେଇ ମୋ ମନରେ କୌଣସି ଭୟ ନାହିଁ – ଡକ୍ଟର ଫକୀର ମୋହନ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଜାବ ମୋହାଲିସ୍ଥିତ ଚଣ୍ଡୀଗଡ଼ ୟୁନିଭରସିଟିର ‘ୟୁନିଭରସିଟି ଇନଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍’ର ବିଭାଗୀୟ ମୁଖ୍ୟ ଡକ୍ଟର ଫକୀର ମୋହନ ନାହାକଙ୍କ ଲକ୍‌ଡାଉନ୍‌ ଡାଏରି।  ଘରଠୁ ଦୁଇ ହଜାର କିଲୋମିଟର ଦୂରରେ ପଞ୍ଜାବର ଚଣ୍ଡୀଗଡ଼...

ଲକଡାଉନ୍‌ରେ ମାନସିକ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାକୁ ଆପଣାନ୍ତୁ ହ୍ରିତିକଙ୍କ ଟିପ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ କରୋନା କାରଣରୁ ଗତ ମାର୍ଚ୍ଚ ୨୪ରୁ ଲକଡାଉନ୍ ଜାରି ରହିଛି। ଏକ ମାସରୁ ଅଧିକ ସମୟ ଧରି ଘରେ ରହିବାକୁ ଲୋକେ ବାଧ୍ୟ ହୋଇଛନ୍ତି। କାହା ସାଙ୍ଗେ ଦେଖା ନହେବା,...

ଲକଡାଉନ୍‌ରେ ବିବାହ : ଅନଲାଇନ୍‌ରେ ସାମିଲ ହେଲେ ୨୦୦ ଅତିଥି, ବର କନ୍ୟାଙ୍କୁ ଦେଲେ ଆଶୀର୍ବାଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାହାଘରରେ ଅନଲାଇନ ସାମିଲ ହେଲେ ଅତିଥି। ବର କନ୍ୟାଙ୍କୁ ଦେଲେ ଆଶୀର୍ବାଦ। ଆମେରିକାରେ ଅନୁଷ୍ଠିତ ହୋଇଛି ଏହି ବାହାଘର। କରୋନା ଭାଇରସ୍‌ ସାରାବିଶ୍ୱରେ ବ୍ୟାପିଛି। ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ସରକାର ଳକ୍‌ଡାଉନ...

ଲକଡାଉନ୍‌: ପିଲାଙ୍କ ପ୍ରତି ବଡ଼ମାନଙ୍କ ବ୍ୟବହାର କିଭଳି ହେବା ଦରକାର – କ’ଣ କହୁଛନ୍ତି ମନୋବିଜ୍ଞାନୀ ସ୍ମରଣିକା ପଣ୍ଡା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲକ୍‌ଡାଉନ୍‌ ସମୟରେ ନିଜ ନିଜ ଘରେ ଏକ ପ୍ରକାରର ଗୃହବନ୍ଦୀ ଜୀବନଯାପନ କରୁଛେ। ପିଲାମାନେ ମଧ୍ୟ ଏଥିରୁ ବାଦ୍‌ ପଡିନାହାନ୍ତି। ଏ ସମୟରେ ପିଲାଙ୍କ ଗତିବିଧି ଉପରେ ଆବଶ୍ୟକତା ଠାରୁ ଅଧିକ...

ଲକଡାଉନ୍‌ ଡାଏରି: ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା ଦେଇ ସମୟ କାଟୁଛନ୍ତି ଚିତ୍ରଶିଳ୍ପୀ କେଶୁ ଦାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆମ ଓଡ଼ିଆ ଭାରି ବଢ଼ିଆ। ଏହି ଅକ୍ଷରରେ ହୋଇପାରେ କେତେ ସୁନ୍ଦର ସୁନ୍ଦର କାର୍ଟୁନ। ଏହି ଲକଡାଉନରେ ‘ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା’ ଭଳି ନିଆରା ଅଭିଯାନ ଆରମ୍ଭ କରିଛନ୍ତି ଚିତ୍ରଶିଳ୍ପୀ...

ଲକଡାଉନ୍ ଟେନସନ – ଘରେ କରନ୍ତୁ ଏହି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଲକଡାଉନ୍‌ ଟେନସନରୁ ବର୍ତ୍ତିବା ପାଇଁ ଆପଣ ଘରେ କିଛି କାମ କରିପାରିବେ। ଜାଣନ୍ତୁ ସେହି କାମ କ’ଣ? କରୋନା ଭାଇରସ୍ କାରଣରୁ ବର୍ତ୍ତମାନ ସମଗ୍ର ଦେଶରେ ତାଲା ପଡ଼ିଛି। ଏହି ସମୟ ମଧ୍ୟରେ...