ନିର୍ମଳାଙ୍କ ବଜେଟ ଭାଷଣକୁ ରାହୁଲଙ୍କ କଟାକ୍ଷ – କହିଲେ ଇତିହାସରେ ସବୁଠୁ ଲମ୍ବା, ହେଲେ ଫମ୍ପା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ୨ ଘଣ୍ଟା ୪୦ ମିନିଟର ବଜେଟ ଅଭିଭାଷଣ ରଖିଥିଲେ। ଏହାକୁ ଇତିହାସର ସବୁଠୁ ଲମ୍ବା ବଜେଟ ଭାଷଣ ବୋଲି କହୁଯାଉଛି। ମାତ୍ର କଂଗ୍ରେସ ନେତା...

ପର୍ଯ୍ୟଟନ ବିକାଶ ପାଇଁ ଖର୍ଚ୍ଚ ହେବ ଅଢ଼େଇ ହଜାର କୋଟି, ନିର୍ମାଣ ହେବ ୫ଟି ସଂଗ୍ରହାଳୟ

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶରେ ପର୍ଯ୍ୟଟନର ବିକାଶ ପାଇଁ ଖର୍ଚ୍ଚ ହେବ ଅଢ଼େଇ ହଜାର କୋଟି ଟଙ୍କା। ଏନେଇ ଶନିବାର ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସେ କହିଛନ୍ତି ଯେ ପର୍ଯ୍ୟଟନ କ୍ଷେତ୍ରରେ ଭାରତ...

ବଜେଟ୍‌ ଦୋହଲାଇଦେଲା ସେୟାର ମାର୍କେଟ୍‌ – ୭୦୦ ପଏଣ୍ଟ ଖସିଲା ସେନ୍‌ସେକ୍ସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନା ହୋଇଥିବାରୁ ଶନିବାର ସତ୍ତ୍ୱେ ଆଜି ସେୟାର ମାର୍କେଟ୍‌ ଖୋଲା ରହିଛି। ତେବେ ସରକାରଙ୍କ ଘୋଷଣା ପରେ ସେୟାର ମାର୍କେଟ୍‌ରେ ହଲ୍‌ଚଲ୍‌ ଦେଖାଦେଇଛି। ଅର୍ଥମନ୍ତ୍ରୀ...

ବଜେଟ୍‌-୨୦୨୦ ହାଇଲାଇଟ୍ସ: କେଉଁ କ୍ଷେତ୍ର ପ୍ରତି ଗୁରୁତ୍ୱ ଦେଲେ ମୋଦୀ ସରକାର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିଲେ। ଜାଣନ୍ତୁ, ବଜେଟ୍‌ରେ ନର୍ମଳା କେଉଁ ବିଷୟ ଉପରେ ଫୋକସ୍‌ ଦେଇଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍‌...

ବଜେଟ ଅଭିଭାଷଣ ବେଳେ ନିର୍ମଳା ଗାଇଲେ କଶ୍ମୀରୀ କବିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣ ମଧ୍ୟରେ ଅଜେି କଶ୍ମରୀ କବିତା ଆବୃତ୍ତି କରିଥିବା ଦେଖିବାକୁ ମିଳିଛି। ଏଥିସହିତ ଏହି କବିତାକୁ ହିନ୍ଦୀରେ ଅନୁବାଦ କରି ସୀତାରମଣ ବୁଝାଇଥିଲେ। ସୀତା ରମଣ ଆବୃତ୍ତି...

୨୦୨୫ ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ – ‘ଟିବି ହାରିବ, ଦେଶ ଜିତିବ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତକୁ ଯକ୍ଷ୍ମା ମୁକ୍ତ କରିବା ପାଇଁ ଆରମ୍ଭ ହେବ 'ଟିବି ହାରିବ, ଦେଶ ଜିତିବ' ଅଭିଯାନ। ୨୦୨୫ ସୁଦ୍ଧା ସାରା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ଲକ୍ଷ୍ୟ ନେଇ ସରକାର ଏହି...

ଲଦାଖର ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ୨୦୨୦-୨୧ ବଜେଟ୍‌ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ଏବଂ ଲଦାଖର ବିକାଶ ଉପରେ ସ୍ଵତନ୍ତ୍ର ଫୋକସ୍‌ ଦେଇଛନ୍ତି। ଏହି ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଅଲଗା ଅଲଗା ପ୍ୟାକେଜ ଘୋଷଣା କରାଯାଇଛି।...

ଶିକ୍ଷା ପାଇଁ ସୀତା ରମଣଙ୍କ ବଜେଟରେ କ’ଣ ଅଛି?

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ଶିକ୍ଷାକୁ ନେଇ ଅର୍ଥମନ୍ତ୍ରୀ ସୀତା ରମଣଙ୍କ ବଜେଟରେ ବହୁତ କିଛି ଆଶା କରାଯାଉଥିଲା। ଆସନ୍ତୁ ଦେଖିବା ଶିକ୍ଷା ବିକାଶ ପାଇଁ ବଜେଟରେ କ’ଣ ସବୁ ରହିଛି। ୧- ମାର୍ଚ୍ଚ ୨୦୨୧ ସୁଦ୍ଧା ୧୫୦ଟି...

ନିର୍ମାଣ ହେବ ୨୫୦୦ କିଲୋମିଟର ଏକ୍ସପ୍ରେସ୍‌ ହାଇୱେ

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ନିର୍ମଳା ସୀତାରମଣ ତାଙ୍କ ବଜେଟରେ ଏକ୍ସପ୍ରେସ୍‌ ହାଇୱେ ଉପରେ ଗୁରୁତ୍ୱ ଦେଇଛନ୍ତି। ଦେଶରେ ୨୫୦୦ କିଲୋମିଟର ଏକ୍ସପ୍ରେସ୍‌ ହାଇୱେ ନିର୍ମାଣ କରାଯିବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ...

ଦେଶରେ ଖୋଲିବ ଆଉ ୧୦୦ ବିମାନ ବନ୍ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ https://www.youtube.com/watch?v=e-0bxn4QPJM ଦେଶର ବିମାନ ଯାତ୍ରୀଙ୍କ ସୁବିଧା ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ୨୦୨୪ ସୁଦ୍ଧା ଦେଶରେ ଆଉ ୧୦୦ଟି ନୂଆ ବିମାନ ବନ୍ଦର ହେବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ...