Rafale

ଆସୁଛି ଆଉ ୩ ରାଫେଲ୍ – ଭାରତୀୟ ବାୟୁସେନାରେ ଖୁବଶୀଘ୍ର ହେବ ସାମିଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି ଭାରତୀୟ ବାୟୁସେନା। କାରଣ ବୁଧବାର ଆଉ ୩ଟି ରାଫେଲ୍‌ ଯୁଦ୍ଧ ବିମାନ ଫ୍ରାନ୍ସରୁ ଭାରତ ଅଭିମୁଖେ ଉଡ଼ାଣ ଭରିଛି। ଆଜି ସନ୍ଧ୍ୟା ସୁଦ୍ଧା ଏଗୁଡ଼ିକ ଅମ୍ବାଲା...
rashi fala

ଆଜିର ରାଶିଫଳ – (୦୪ ନଭେମ୍ବର ୨୦୨୦, ବୁଧବାର)

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ। ତିଥି ଓ ପର୍ବ-ଦିବସ: ଆଜି କାର୍ତ୍ତିକ କୃଷ୍ଣପକ୍ଷ ଚତୁର୍ଥୀ ନିଶାନ୍ତ ୦୫:୧୪:୫୪ ଗତେ ପଞ୍ଚମୀ ତିଥି।...

କରୋନା କାଟିଲା ପର – ସଙ୍କଟରେ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଦିନ ଥିଲା ଏୟାରଲାଇନ୍ସରେ କାମକରୁଥିବା ଲୋକେ ରାଜକୀୟ ଜୀବନ ବିତାଉଥିଲେ। ଉଚ୍ଚ ବେତନ, ବିଳାସପୂର୍ଣ୍ଣ ଘର ଆଉ ଆକର୍ଷଣୀୟ ଜୀବନଶୈଳୀ ପାଇଁ ଯୁବଗୋଷ୍ଠୀ ଏହାକୁ କ୍ୟାରିଅର କରିବାକୁ ଆଗେଇ ଆସିଥିଲେ। ହେଲେ...

ନାଗାର୍ଜୁନ ବେଶକୁ ନେଇ ବିଭ୍ରାନ୍ତି କାହିଁକି ?

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା ଚଳିତ ବର୍ଷ ନଭେମ୍ବର ୨୭ ତାରିଖରେ ଶ୍ରୀଜଗନ୍ନାଥଙ୍କର ନାଗାର୍ଜୁନ ବେଶ ପଡୁଛି। କିନ୍ତୁ କୋଭିଡ୍ ୧୯ କଟକଣା ଯୋଗୁ ଭକ୍ତମାନେ ଏହି ଦୁର୍ଲ୍ଲଭ ବେଶ ଦର୍ଶନରୁ ବଞ୍ଚିତ ହେବେ। ଠିକ୍...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ବାଇଡେନ୍-ଟ୍ରମ୍ପ ଲଢ଼େଇ ଜୋରଦାର

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ୱର ସବୁଠାରୁ ଅଧିକ ଶକ୍ତିଶାଳୀ ଗଣତନ୍ତ୍ରର ମୁଖ୍ୟ କିଏ ହେବ, ସେଥିପାଇଁ ଗଣନା ଆରମ୍ଭ ହୋଇଯାଇଛି। ପ୍ରାରମ୍ଭିକ ଫଳାଫଳ ଆସିବା ଆରମ୍ଭ ହୋଇଛି। ତଥାପି ତୁରନ୍ତ ଚୂଡ଼ାନ୍ତ ଫଳାଫଳ ମିଳିବାର ସମ୍ଭାବନା...

ଜୟପୁର: ବିଲ୍ଟ ପେପର ମିଲ୍‌ରେ ଉତ୍ତେଜନା, ବିଭିନ୍ନ ଦାବି ନେଇ କର୍ତ୍ତୃପକ୍ଷଙ୍କୁ ଘେରିଲେ କର୍ମଚାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ସ୍ଥିତ ବିଲ୍ଟ ପେପର ମିଲ୍‌ରେ ଅଚଳାବସ୍ଥା ଜାରି ରହିଥିବା ବେଳେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଙ୍ଗଳବାର ମୁଖ୍ୟ ଫାଟକରେ ତାଲା ପକାଇ ସେମାନେ ବିକ୍ଷୋଭ କରିଛନ୍ତି। କାର୍ଯ୍ୟରେ ଯୋଗ ଦେବା...

ନଭେମ୍ଵରରେ ଖୋଲିବ ସ୍କୁଲ – ନବମରୁ +୨ ଯାଏଁ ଚାଲିବ ପାଠପଢ଼ା

ଓଡ଼ିଶାଲାଇଭ୍ ବ୍ୟୁରୋ କରୋନା ପାଇଁ ଦୀର୍ଘ ୭ମାସ ହେବ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବର୍ତ୍ତମାନ କରୋନା ଗ୍ରାଫ୍‌ରେ ସାମାନ୍ୟ ହ୍ରାସ ହେଉଥିବା ବେଳେ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଖୋଲିବା ପାଇଁ...

କେନ୍ଦ୍ରାପଡ଼ା: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ବିରୋଧରେ ଆଇଏନ୍‌ଟିୟୁସିର ବିକ୍ଷୋବ ପ୍ରଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ (କେନ୍ଦ୍ରପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ର କୃଷି ଆଇନ ୨୦୨୦କୁ ବିରୋଧ କରି ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘ ତରଫରୁ ମଙ୍ଗଳବାର କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ...

ପରଲୋକରେ ବଲିଉଡ ଅଭିନେତା ଫରାଜ ଖାନ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଆଉ ଜଣେ ଅଭିନେତାଙ୍କୁ ହରାଇଛି ବଲିଉଡ। 'ମେହେନ୍ଦୀ', 'ଫରେବ' ଭଳି ଫିଲ୍ମରେ ଅଭିନୟ କରିଥିବା ଫରାଜ ଖାନ୍‌ଙ୍କ ପରଲୋକ ହୋଇଛି। ସେ ଦୀର୍ଘଦିନ ଧରି ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆରେ...

ରାଜ୍ୟର କରୋନା ରିପୋର୍ଟ – ଦିନକରେ ୧,୪୭୪ ପଜିଟିଭ୍, ଆଖି ବୁଜିଲେ ୧୨ ଆକ୍ରାନ୍ତ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୧,୪୭୪ ନୂଆ ଆକ୍ରାନ୍ତ, ୧୨ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୨,୯୫,୮୮୯କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୧,୩୬୪କୁ ବୃଦ୍ଧି ରାଜ୍ୟର ସମସ୍ତ ୩୦ ଜିଲ୍ଲା ଓ...