ପାକିସ୍ତାନ ନ୍ୟାଶନାଲ୍ ଆସେମ୍ବ୍ଲିକୁ ନିର୍ବାଚିତ ହେଲେ ପ୍ରଥମ ହିନ୍ଦୁ ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନିକଟରେ ଶେଷ ହୋଇଥିବା ପାକିସ୍ତାନ ସାଧାରଣ ନିର୍ବାଚନରେ ପ୍ରଥମଥର ପାଇଁ ଜଣେ ହିନ୍ଦୁ ନ୍ୟାଶ୍‍ନାଲ୍‍ ଆସେମ୍ବ୍ଲିକୁ ନିର୍ବାଚିତ ହୋଇଛନ୍ତି। ପାକିସ୍ତାନ ସଂସଦକୁ ନିର୍ବାଚିତ ହୋଇଛନ୍ତି ଜଣେ ହିନ୍ଦୁ। ମହେଶ କୁମାର ମାଲାନି ନାମକ...

ଏହି ସିନେମା ରିଲିଜକୁ ଅପେକ୍ଷା କରିଛନ୍ତି ଓଡ଼ିଆ ସିନେପ୍ରେମୀମାନେ

ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଗାମୀ ଦିନରେ ଦର୍ଶକମାନେ ରୂପେଲି ପରଦାରେ କିଛି ନୂଆ ଚରିତ୍ରରେ ଭେଟିବାକୁ ଯାଉଛନ୍ତି ସେମାନଙ୍କ ମନପସନ୍ଦର ଆକ୍ଟରମାନଙ୍କୁ। ଆସନ୍ତୁ ନଜର ପକାଇବା ସେହିସବୁ ପପୁଲାର ଆକ୍ଟରମାନଙ୍କ ଆଗାମୀ ଓଡ଼ିଆ ସିନେମାଗୁଡ଼ିକ...

ଶହୀଦ ବାସୁ-ବାସୁନିଙ୍କୁ ଉଚିତ୍‌ ସମ୍ମାନ ଦାବିରେ ରବିବାର ଉପବାସ ସତ୍ୟାଗ୍ରହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସ୍ତରୀୟ ଶହୀଦ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ଶହୀଦ ସ୍ମୃତିପୀଠରୁ ମାଟି ସଂଗ୍ରହ କରୁଛନ୍ତି। ଏହିକ୍ରମରେ କେନ୍ଦ୍ରାପଡ଼ା ରାଜକନିକାସ୍ଥିତ ବାସୁ-ବିସୁନି ଶହୀଦ ସ୍ମୃତି ସ୍ତମ୍ଭ ନିକଟରୁ...

ମୋଦିଙ୍କୁ ପାଦ ପାଦରେ ଚେକ୍ ଦେବାକୁ ନବୀନଙ୍କ ସିରିଜ୍ ଯୋଜନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ପାଦ ପାଦରେ ଜଗିଛନ୍ତି ନବୀନ। ସିରିଜ୍ ଯୋଜନା ଘୋଷଣା କରି ବିରୋଧୀଙ୍କ ସମାଲୋଚନାର ଜବାବ ଦେଉଛନ୍ତି। ପାଖେଇ ଆସୁଛି ୨୦୧୯ ନିର୍ବାଚନ। ରାଜ୍ୟରେ ବଢ଼ୁଛି ରାଜନୀତିକ ଉଷ୍ମତା।...

ଅଗଷ୍ଟ ୧୬ରେ ଭୁବନେଶ୍ୱର ଆସିବେ ଉପ-ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଗଷ୍ଟ ୧୬ ତାରିଖରେ ଉପ-ରାଷ୍ଟ୍ରପତି ଭେଙ୍କିଆ ନାଇଡୁ ଦିନିକିଆ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି। ସେ ଏମ୍‌ସ-ଭୁବନେଶ୍ୱରର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେବେ।  ଏ ସମ୍ପର୍କରେ ରାଜ୍ୟ...

ନୂଆ ପୋଲିସ କମିଶନର ହେଲେ ସତ୍ୟଜିତ୍ ମହାନ୍ତି, ବଦଳିଲେ ଚାରି ଜିଲ୍ଲାର ଏସ୍‌ପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇପିଏସ୍‌ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର। କଟକ-ଭୁବନେଶ୍ୱର ଟୁଇନ୍ ସିଟି ପୋଲିସ କମିଶନର ବଦଳିଥିବା ବେଳେ ଚାରି ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ବଦଳିଛନ୍ତି। ଏହାସହ ଆଉ...

ନିର୍ଯାତନାର ପ୍ରତିବାଦ – ଶାଶୂ ଘର ବାରଣ୍ଡାରେ ଧାରଣାରେ ବସିଲା ବୋହୂ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାତ କଳସ ମାଡ଼ି ଏବଂ ଦଶ ଦିଗପାଳଙ୍କୁ ସାକ୍ଷୀ ରଖି ସ୍ତ୍ରୀର ହାତ ଧରିଥିଲା ସ୍ୱାମୀ। ମଥାରେ ସିନ୍ଦୂର ଲଗାଇ କଥା ଦେଇଥିଲା ସାତ ଜନ୍ମ ପାଇଁ ସାଥି ହୋଇ ରହିବ।...

ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର

ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ହେବ ନଦୀଭିତ୍ତିକ ବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ କ୍ଲିୟରାନ୍ସ କମିଟି ବୈଠକରେ ଏହି ସବୁଜସଙ୍କେତ ମିଳିଛି। ଦୁଇଟି ପର୍ଯ୍ୟାୟରେ ଏହି ବନ୍ଦର ନିର୍ମାଣ...

ଗ୍ୟାଙ୍ଗଷ୍ଟର ଟିଟୋର ଆଉ ଜଣେ ସହଯୋଗୀ ଗିରଫ, ବିଭିନ୍ନ ଥାନାରେ ରହିଛି ୨୮ଟି ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧ ସାମ୍ରାଜ୍ୟକୁ ଧୂଳିସାତ୍ କରିବା ପାଇଁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଜୋରଦାର ଉଦ୍ୟମ କରୁଛି। ଟିଟୋର ବେଆଇନ୍ ସମ୍ପତ୍ତିକୁ ଜବତ କରିବା ସହ ଜଣକ ପରେ ଜଣେ ସହଯୋଗୀଙ୍କୁ ଗିରଫ...

‘ଭାରତ’ ଛାଡ଼ିଲେ ପ୍ରିୟଙ୍କା – ନିକଙ୍କ ସହ ନିର୍ବନ୍ଧ ଶେଷ, ବାହାଘର ଅକ୍ଟୋବରରେ

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ବଲିଉଡର ଦେସୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ନିଜର କଥିତ ପ୍ରେମିକ ନିକ୍‌ ଜୋନସଙ୍କ ସହ ନିର୍ବନ୍ଧ କରି ସାରିଥିବା ବେଳେ ଅକ୍ଟୋବରରେ ତାଙ୍କୁ ବିବାହ କରିବେ। ଖୁବ୍‌ଶିଘ୍ର ବିବାହ କରିବାକୁ ଯାଉଛନ୍ତି ବଲିଉଡର ଦେସୀ ଗାର୍ଲ...