ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନଙ୍କ ପରଲୋକ

ଓଡ଼ିଶାଲାଇଭ ବ୍ୟୁରୋ ବଲିଉଡର ଜଣାଶୁଣା ଅଭିନେତା ଅଜୟ ଦେବଗନଙ୍କ ବାପା ବୀରୁ ଦେବଗନଙ୍କ ପରଲୋକ ଘଟିଛିା ସୋମାବର ସକାଳେ ବୀରୁ ଦେବଗନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତିା ରିପୋର୍ଟ ଅନୁସାରେ ଭିରୁ ଦୀର୍ଘ ଦିନରୁ...

ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ମୁମ୍ବାଇ-ହାଓ୍ୱଡା ଲୋକମାନ୍ୟ ତିଲକ୍ ଏକ୍ସପ୍ରେସରେ ନିଆଁ। ଯାନ୍ତ୍ରୀକ ତ୍ରୁଟି କାରଣରୁ ଆଜି ଲୋକମାନ୍ୟ ତିଲକ୍ ଏକ୍ସପ୍ରେସର ବ୍ରେକ୍ ସିଷ୍ଟମରେ ନିଆଁ ଲାଗିଯାଇଥିଲା। ଏହି ନିଆଁ ଝାଡ଼ଖଣ୍ଡର ଲୋଟପାହାଡ଼ ଏବଂ ଚକ୍ରଧରପୁର ମଧ୍ୟରେ...

କଲରାବାଙ୍କରୁ-କନ୍ଧମାଳ : କେମିତି ରହିଛି ଅଚ୍ୟୁତ ସାମନ୍ତଙ୍କ ଯାତ୍ରା

ଓଡ଼ିଶାଲାଇଭ ପଲିଟାକାଲ୍ ବ୍ୟୁରୋ https://www.youtube.com/watch?v=0_-qslSWCMc&t=201s ନିଜ ଗାଁ ଜଗତସିଂହପୁରର କଲରାବାଙ୍କରୁ – କନ୍ଧମାଳ ଯାଏଁ ଡକ୍ଟର ଅଚ୍ୟୁତ୍ ସାମନ୍ତଙ୍କ ଯାତ୍ରା ଉପରେ ଏକ ନଜର। ଲୋକସଭା ନିର୍ବାଚନରେ ବିଜେପି ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା,...

ନେହେରୁଙ୍କ ପୁଣ୍ୟତିଥି ଅବସରରେ ଜାଣନ୍ତୁ ତାଙ୍କ ଜୀବନ ସହ ଜଡ଼ିତ ୮ଟି କଥା…

ଓଡ଼ିଶାଲାଇଭ ବ୍ୟୁରୋ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆଜି ପୁଣ୍ୟତିଥିା ୧୯୬୪ ମସିହା ମେ’ ୨୭ରେ ହୃଦଘାତ ଯୋଗୁଁ ନେହେରୁଙ୍କ ମୃତ୍ୟୁ ଘଟିଥଲା। ହେଲେ ଆଜି ବି କୋଟି କୋଟି ଭାରତୀୟଙ୍କ ମନରେ ଅମର ଅଛନ୍ତି...

ଓଡ଼ିଶା ଆସିବ କଳ୍ପନାଙ୍କ ମରଶରୀର, ୩ ଜଣିଆ ଟିମଙ୍କ କାଠମାଣ୍ଡୁ ଗସ୍ତ

ଓଡ଼ିଶାଲାଇଭ ବ୍ୟୁରୋ ଓଡ଼ିଶା ଆସିବ ପର୍ବତ ଆରୋହୀ କଳ୍ପନା ଦାସଙ୍କ ପାର୍ଥିବ ଶରୀର। ତାଙ୍କ ମରଶରୀରକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେଥିପାଇଁ ଏକ ୩ ଜଣିଆ ଟିମ...

ମୁମ୍ବାଇରେ ଜାତିଗତ ଟିପ୍ପଣୀକୁ ନେଇ ଆତ୍ମହତ୍ୟା କଲେ ମହିଳା ଡାକ୍ତର

ଓଡ଼ିଶାଲାଇଭ ବ୍ୟୁରୋ ମୁମ୍ବାଇରେ ଏକ ମେଡିକାଲ ଛାତ୍ରୀ ପାୟଲ ତଣ୍ଡବୀ ଆତ୍ମହତ୍ୟା କରିଛନ୍ତି। ପାୟଲଙ୍କ ମାଙ୍କ ସୂଚନାନୁସାରେ କଲେଜରେ କିଛି ସିନିୟର ଜାତିକୁ ନେଇ ପାୟଲଙ୍କୁ ମାନସିକ ଭାବେ ଚାପ ପକାଉଥିଲେ। ପାୟଲଙ୍କୁ ତାଙ୍କ...

ଓଡ଼ିଶା ରାଜନୀତିରେ ‘ପୁଅ’ଙ୍କ ରାଜ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନରେ ବଂଶ ରାଜନୀତିକୁ ଲୋକେ ଗୋଇଠା ମାରିଥିବା ବେଳେ ଓଡ଼ିଶାର ଭୋଟର କିନ୍ତୁ ନେତାଙ୍କ ପୁଅ- ଝିଅମାନଙ୍କୁ ମୁଣ୍ଡରେ ବସାଇଛନ୍ତି। ନିକଟରେ ଶେଷ ହୋଇଥିବା ଲୋକସଭା ଓ...

ମୋଦିଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ ଲୋକସଭା ଫଳାଫଳରେ ବିଜେପିକୁ ବହୁମତ ମିଳିଛି। ଏହାପରେ ଆସନ୍ତା ୩୦ରେ ମୋଦି ଦ୍ଵିତୀୟଥର ଲାଗି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ସେପଟେ ନିର୍ବାଚନରେ ସଫଳତା ପରେ ମୋଦିଙ୍କୁ ପୂରା ଦୁନିଆରୁ...

ସୁରତ ଅଗ୍ନିକାଣ୍ଡ ପରେ କଟକ ଭୁବନେଶ୍ୱର କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଯାଞ୍ଚ

ଓଡ଼ିଶାଲାଇଭ ବ୍ୟୁରୋ ସୁରତରେ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ପରେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିଛିା ସୁରତରେ ଏହି ଘଟଣା ପରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ତତ୍ପରତା ଦେଖାଇଛିା କୋଚିଂ ସେଣ୍ଟର କେତେ ସୁରକ୍ଷିତ ସେନେଇ...

୩୫୩ ଜାତୀୟ ରାଜପଥ କାମ ସମ୍ପୂର୍ଣ୍ଣ କରିବା ଦାବିରେ ନୂଆପଡ଼ାବାସୀଙ୍କ ରାସ୍ତାରୋକ

ଓଡ଼ିଶାଲାଇଭ ବ୍ୟୁରୋ (ନୂଆପଡ଼ାର ନନ୍ଦିଘୋଷ ଖମାରୀ): ନୂଆପଡ଼ା କୋମନା ବ୍ଲକ୍‌ ଅନ୍ତର୍ଗତ କାଞ୍ଜିବାହାଲ ନିକଟରେ ସ୍ଥାନୀୟ ଲୋକ ଗଣଧାରଣାରେ ବସିଛନ୍ତିା ୩୫୩ ଜାତୀୟ ରାଜପଥର ଦୁର୍ଦ୍ଦଶାକୁ ନେଇ ସୋମବାର ବିଭିନ୍ନ ସଙ୍ଗଠନ ଏଠାରେ ଏକାଠି...