କରିସ୍ମା ଓ କରିନାଙ୍କୁ ହିରୋଇନ୍ କରିବା ଜିଦରେ ସ୍ୱାମୀଙ୍କଠାରୁ ଅଲଗା ରହିଥିଲେ ବବିତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏବେ ବଲିଉଡରେ ଏମିତି କିଛି ଷ୍ଟାର୍ ହିରୋଇନ୍ ଅଛନ୍ତି, ଯେଉଁମାନଙ୍କ ମାଆ ବି ଅତୀତରେ ଅଭିନୟ କ୍ଷେତ୍ରରେ ନାଁ କରିଥିଲେ। ଏମିତି ଷ୍ଟାର୍ ହିରୋଇନ୍‌ମାନେ ହେଲେ କାଜୋଲ୍, କରିସ୍ମା କପୁର୍, କରିନା...

ବାଲେଶ୍ୱର ମେଡିକାଲ କଲେଜର ଭିତ୍ତିଭୂମି ଦେଖିଲେ ଏମସିଆଇ ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଲେଶ୍ୱର: ବାଲେଶ୍ୱର ମେଡିକାଲ କଲେଜରେ ଚଳିତ ବର୍ଷ ଠାରୁ ଡାକ୍ତରୀ ପାଠପଢା ଆରମ୍ଭ ନେଇ ଆଶା ଉଜ୍ଜ୍ବଳ ହୋଇଛି। ମେଡିକାଲ କାଉନ୍‌ସିଲ ଅଫ୍ ଇଣ୍ଡିଆ (ଏମ୍ସିଆଇ)ର ୩ଜଣିଆ ପ୍ରତିନିଧି ଦଳ ସୋମବାର...

ବିଶ୍ୱକପ୍ ୨୦୧୯: ଜୁନ୍‌ ୧୬ରେ ପାକିସ୍ତାନକୁ ଭେଟିବ ଟିମ୍‌ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ କ୍ରିକେଟ୍ ବିଶ୍ୱକପ୍‌ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ ହୋଇଯାଇଛି। ଇଂଲଣ୍ଡରେ ହେବାକୁ ଯାଉଥିବା ଏହି ବିଶ୍ୱକପ୍‌ରେ ଭାରତ କେବେ କେଉଁ ଟିମ୍‌ ସହ ମ୍ୟାଚ ଖେଳିବ ଜାଣନ୍ତୁ। ୨୦୧୯ ମେ...

ନାବାଳିକାଙ୍କୁ ସୁରକ୍ଷା ଚିନ୍ତା: ବିଧାନସଭାରେ ସରକାର ରଖିଲେ ଉତ୍ତର, ବିରୋଧୀଙ୍କ ଅସନ୍ତୋଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ ନାବାଳିକା ଦୁଷ୍କର୍ମକାରୀଙ୍କୁ ମୃତ୍ୟୁଦଣ୍ଡ। ଏହି ଅଧ୍ୟାଦେଶ ଉପରେ ରାଷ୍ଟ୍ରପତି ମୋହର ମାରିଥିଲେ ମଧ୍ୟ ନାବାଳିକା ଦୁଷ୍କର୍ମ ଘଟଣାରେ ପଡ଼ୁନି ପୂର୍ଣ୍ଣଛେଦ। କଟକ ଜିଲ୍ଲା ସାଲେପୁର ପୀଡ଼ିତାଙ୍କୁ ନେଇ ଚାରିଆଡ଼େ ଉଦ୍‌ବେଗ ପ୍ରକାଶ...

ବୁଧବାରଠାରୁ ଖରା ଛୁଟି, ଜୁନ୍ ୧୮ ଯାଏଁ ବନ୍ଦ ରହିବ ସ୍କୁଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ଆଗୁଆ ଖରା ଛୁଟି ଘୋଷଣା କରିଛନ୍ତି। ୨୫ ତାରିଖରୁ ଜୁନ୍ ୧୮ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଖରାର ପ୍ରକୋପ ବଢ଼ୁଥିବାରୁ ସରକାର ରାଜ୍ୟର ସମସ୍ତ...

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ୨ ପ୍ରତିଶତ ମହଙ୍ଗା ଭତ୍ତା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅଜିର ବୃଦ୍ଧି ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା...

ନିଶା ଦେଇ ମହିଳାଙ୍କ ଭିଡିଓ ଭାଇରାଲ କଲେ ମନ୍ଦିର ପୂଜକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଋଣ ଦେବା ନାଁରେ ମନ୍ଦିର ପୂଜକ ଜଣେ ମହିଳାଙ୍କୁ ନିଶା ଦେଇ ତାଙ୍କ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ନ୍ୟାୟ ପାଇଁ...

ଡୁପ୍ଲିକେଟ୍ ମାଧୁରୀଙ୍କ ପ୍ରେମରେ ମନୋଜ ପ୍ରଭାକର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଡୁପ୍ଲିକେଟ୍ ମାଧୁରୀ କୁହାଯାଉଥିବା ଫରହୀନଙ୍କ ସହ କ୍ରିକେଟର ମନୋଜ ପ୍ରଭାକରଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା। ବଲିଉଡରେ ଧକ୍ ଧକ୍ ଗାର୍ଲ ମାଧୁରୀ ଦିକ୍ଷିତ ରାଜ୍ କରୁଥିବା ବେଳେ ତାଙ୍କ ଭଳି ଦେଖାଯାଉଥିବା...

ପିତରି ପ୍ରୀତିମାପନ୍ନେ…

ରବୀନ୍ଦ୍ର ନାରାୟଣ ମିଶ୍ର ପିତାମାତା ସନ୍ତୁଷ୍ଟ ହେଲେ ସବୁ ଦେବତା ସନ୍ତୁଷ୍ଟ ହୋଇଯାଆନ୍ତି। ତେଣୁ ଦେବତାମାନଙ୍କର ଆଶୀର୍ବାଦ ଲାଭ କରିବା ପାଇଁ ପିତାମାତାଙ୍କୁ ସନ୍ତୁଷ୍ଟ କରିବା  ସନ୍ତାନର କର୍ତ୍ତବ୍ୟ। ସଂସ୍କୃତରେ ଗୋଟିଏ ସୁନ୍ଦର ବାକ୍ୟ ଅଛି-...

ଫେବ୍ରୁଆରି ୨୩ରେ ଫୁଟିଥିଲା ପାର୍ସଲ ବୋମା, ଏପ୍ରିଲ ୨୩ରେ ମାଷ୍ଟରମାଇଣ୍ଡର ଖୋଲିଲା ମୁଖା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୬୦ ଦିନ ପରେ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ପର୍ଦ୍ଦାଫାଶ କରିଛି କ୍ରାଇମବ୍ରାଞ୍ଚ। ଏହି ରହସ୍ୟ ରୋମାଞ୍ଚଭରା କହାଣୀ କେମିତି ଘଟିଥିଲା ପଢ଼ନ୍ତୁ ପୂରା ରିପୋର୍ଟ। ସୌମ୍ୟ-ରିମାଙ୍କ ସଂସାର...