ଡିସେମ୍ବର ୧୧ରୁ ସଂସଦର ଶୀତକାଳୀନ ଅଧିବେଶନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ୧୧ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ। ଜାନୁଆରୀ ୮ ତାରିଖ ଯାଏଁ ଚାଲିବ ଏହି ଅଧିବେଶନ। ଏହି ଅଧିବେଶନରେ ମୋଟ ୨୪ଟି କାର୍ଯ୍ୟ ଦିବସ ରହିଥିବା କେନ୍ଦ୍ର ସଂସଦୀୟ...
କିଏ କରିଥିଲା ବ୍ରହ୍ମ ବିଭ୍ରାଟ? ୧୧ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ
ଓଡ଼ିଶାଲାଇଭ୍ ବ୍ୟୁରୋ
୩ ବର୍ଷ ପରେ ଆସିଲା ବ୍ରହ୍ମ ବିଭ୍ରାଟ ରିପୋର୍ଟ। ୧୧ ସେବାୟତଙ୍କୁ ନୋଟିସ ଦେଲା ଶ୍ରୀମନ୍ଦିର ପ୍ରଶାସନ।
ବ୍ରହ୍ମ ବିଭ୍ରାଟ ପଛରେ ରହିଛି କାହାର ହାତ? ଏନେଇ ଶ୍ରୀମନ୍ଦିର ପ୍ରଶାସନ ତତ୍ପର ହୋଇ...
ଦୀପିକାଙ୍କ ହାତ ଧରିଲେ ରଣବୀର – କୋଙ୍କଣୀ ରୀତିନୀତିରେ ଇଟାଲୀରେ ହେଲା ବାହାଘର
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ନଭେମ୍ବର ୨୧ରେ ବେଙ୍ଗାଳୁରୁ ଏବଂ ୨୮ରେ ମୁମ୍ବାଇରେ ହେବ ରିସେପ୍ସନ୍
ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ଦୀପିକା ପାଦୁକୋନଙ୍କ ହାତ ଧରିଛନ୍ତି ବଲିଉଡ ଷ୍ଟାର ରଣବୀର। ଇଟାଲୀର ଲେକ୍ କୋମୋସ୍ଥିତ ଡେଲ୍...
ପାକିସ୍ତାନକୁ ଆଫ୍ରିଦିଙ୍କ ପରାମର୍ଶ – ନିଜକୁ ସମ୍ଭାଳି ପାରୁନ, କାଶ୍ମୀର କ’ଣ ସମ୍ଭାଳିବ?
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ମନ୍ତବ୍ୟକୁ ନେଇ ସବୁବେଳେ ବିବାଦରେ ରହୁଥିବା ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦି ପୁଣି ଚର୍ଚ୍ଚାରେ। ସୋସିଆଲ ମିଡିଆରେ ସାହିଦଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ...
ହାତୀଙ୍କ ସୁରକ୍ଷା ଚିନ୍ତା – ନବୀନଙ୍କୁ ଚିଠି ଲେଖିଲେ ମାନେକା ଗାନ୍ଧି
ଓଡ଼ିଶାଲାଇଭ୍ ବ୍ୟୁରୋ
ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ନିକଟରେ ୭ଟି ହାତୀଙ୍କର ମୃତ୍ୟୁ ହେବା ନେଇ ଉଦବେଗ ପ୍ରକାଶ କରିଛନ୍ତି ପରିବେଶବିତ୍ ତଥା କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧି। ହାତୀ ମୃତ୍ୟୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ...
ନିର୍ବାଚନ କମିଶନଙ୍କ ନୂତନ ୱେବସାଇଟ ଉନ୍ମୋଚିତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତର ନିର୍ବାଚନ କମିଶନ ସୋମବାର ନୂତନ ଭାବେ ପ୍ରସ୍ତୁତ ହୋଇଥିବା ୱେବସାଇଟ https://eci.gov.in ଉନ୍ମୋଚନ କରିଛନ୍ତି। ଏହି ନୂଆ ୱେବସାଇଟକୁ ସହଜରେ ବ୍ୟବହାର କରାଯାଇପାରିବ। ଏହି ୱେବସାଇଟ ମାଧ୍ୟମରେ ନିର୍ବାଚନ କମିଶନଙ୍କ...
‘ମେକ୍ ଇନ୍ ଓଡ଼ିଶା’ – ‘ମିଡିଆ ଓ ଏଣ୍ଟରଟେନମେଣ୍ଟ’ ଅଧିବେଶନରେ ଯୋଗ ଦେବେ ଅକ୍ଷୟ ପରିଜା
ଓଡ଼ିଶାଲାଇଭ୍ ବ୍ୟୁରୋ
‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍’ର ‘ମିଡ଼ିଆ ଓ ଏଣ୍ଟରଟେନମେଣ୍ଟ’ ପର୍ଯ୍ୟାୟରେ ଓଡ଼ିଶାର ବିଶିଷ୍ଟ ଫିଲ୍ମ ନିର୍ମାତା ଅକ୍ଷୟ ପରିଜା ଯୋଗ ଦେବେ।
ଭୁବନେଶ୍ୱରର ଜନତା ମଇଦାନରେ ରବିବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ‘ମେକ୍...
ଶ୍ରୀହରିକୋଟାରୁ ଜିସାଟ-୨୯ର ସଫଳ ଉତ୍କ୍ଷେପଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଇସ୍ରୋ ଜିସାଟ-୨୯ ଉତ୍କ୍ଷେପଣ କରାଯାଇଛି। ଏହି ଜିସାଟ-୨୯ ବୁଧବାର ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯାଇଛି।
ଏହି ଉପଗ୍ରହ ଜରିଆରେ ସୀମାନ୍ତ ଅଞ୍ଚଳର ତଥ୍ୟ ସହଜରେ ପାଇହେବ।...
ଯୁବତୀକୁ ପାଇବା ପାଇଁ ପେଚା ବଳି, ମରିଗଲେ ବାପା
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ। ଗୁଣି ଗାରେଡ଼ି ଉପରେ ଆଜି ବି ଲୋକେ ବିଶ୍ୱାସ କରୁଛନ୍ତି। କେତେବେଳେ କିଏ ପିଲାବଳି ଦେଲାଣି ତ ଆଉ...
୭୮ ଦିନ ପରେ ଆନ୍ଦୋଳନରୁ ଓହରିଲେ ଆଇନଜୀବୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁରୁବାରଠାରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ।
୭୮ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଆଇନଜୀବୀ। କଟକ ନୂଆବଜାରରେ ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୋଲିସ କର୍ମଚାରୀ ହାଇକୋର୍ଟରେ ହାଜର ହୋଇ କ୍ଷମା...





















