ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ଫଳାଫଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାତି ପାହିଲେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳା କିଏ ହେବେ ଦେଶର ପ୍ରଥମ ନାଗରିକ, ସର୍ବୋଚ୍ଚ ପଦବୀର ଅଧିକାରୀ ଏଥିପାଇଁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଗୁରୁବାର ସକାଳୁ ଭୋଗ ଗଣତି...

ଓଡ଼ିଆ ଦର୍ଶକଙ୍କୁ ସିନେମା ହଲ୍‌କୁ ଟାଣିବ କି ବାବୁସାନଙ୍କ ‘ଦମନ’?

ଓଡ଼ିଶାଲାଇଭ୍‌ ଏଣ୍ଟରଟନମେଣ୍ଟ ବ୍ୟୁରୋ ଏଠି କମେଡିର ଛୁଙ୍କ ନାହିଁ, ଅଛି ବାସ୍ତବବାଦୀ ଡାଇଲଗ୍‌। ଏଠି ଚକାଚକ୍‌ ପୋଷାକ କି ଗାଡ଼ି ନାହିଁ, କେବଳ ଅଛି ଅଭିନୟ। ଏମିତି ଏକ ନିଆରା ଅବତାରରେ ଖୁବଶୀଘ୍ର ଆପଣଙ୍କ...

‘ସହରୀ ବାଘ’ଙ୍କୁ ଝୁରୁଛି ଓଲିଉଡ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କିମ୍ଵଦନ୍ତୀ କଳାକାର ସ୍ଵର୍ଗତ ବିଜୟ ମହାନ୍ତିଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀରେ ଓଡ଼ିଶାଲାଇଭ୍ ପରିବାର ପକ୍ଷରୁ ଶ୍ରଦ୍ଧାଞ୍ଜଳି। ନାୟକ, ଖଳନାୟକ, ହାସ୍ୟ ଅଭିନେତା ସବୁପ୍ରକାର ଭୂମିକାରେ ଫିଟ୍ ହୋଇପାରୁଥିବା ଅଭିନେତା ଥିଲେ ବିଜୟ ମହାନ୍ତି।...

ନୟାଗଡ଼: ରାସ୍ତା ନଥିବାରୁ ଖଟିଆରେ ବୁହାହେଲେ ରୋଗୀ

ଓଡ଼ିଶାଲାଇଭ୍ ବ୍ୟୁରୋ  (ନୟାଗଡ଼ରୁ ନିଶିକାନ୍ତ ରଥ): ରାସ୍ତା ନଥିବାରୁ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଚଢ଼େୟାପଲ୍ଲୀ ନିକ ଅଞ୍ଚଳ ମୁଜୁରୁବାଡ଼ି ଗାଁର ଜଣେ ଅସୁସ୍ଥ ମହିଳାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନିଆଯିବାର ଚିତ୍ର ସରକାରୀ ଯୋଜନା...

ଶିକ୍ଷା ଓ ଅନୁସନ୍ଧାନ: ଶିକ୍ଷା ଏବଂ ଗବେଷଣା କ୍ଷେତ୍ରରେ ପୂର୍ବ ଭାରତର ଉଜ୍ଜ୍ଵଳ ଉଚ୍ଚଶିକ୍ଷା କେନ୍ଦ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ପଚିଶ ବର୍ଷ ପୂର୍ବେ ଭୁବନେଶ୍ୱରରେ ଜନ୍ମ ନେଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ଡିମ୍ଡ ଟୁ ବି ୟୁନିଭର୍ସିଟି) ଆଜି ପୂର୍ବ ଭାରତରେ ଏକ ଉଜ୍ଜ୍ଵଳ ଉଚ୍ଚଶିକ୍ଷା କେନ୍ଦ୍ର ହୋଇପାରିଛି। ସୋଆରୁ...

ରାନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କା ରାଷ୍ଟ୍ରପତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାନିଲ ବିକ୍ରମସିଙ୍ଘେ ହେବେ ଶ୍ରୀଲଙ୍କା ରାଷ୍ଟ୍ରପତି। ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ ହୋଇଥିବାବେଳେ ସଂସଦରେ ସର୍ବାଧିକ ୧୩୪ଟି ଭୋଟ ପାଇଛନ୍ତି କାମଚଳା ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ। ସେ ପ୍ରଥମେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ...

ଆଜି ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ଶ୍ରୀଲଙ୍କାରେ ହେବ ରାଷ୍ଟ୍ରପତି ନିର୍ବାଚନ। ପ୍ରଥମଥର ଲାଗି ଶ୍ରୀଲଙ୍କାରେ ପରୋକ୍ଷରେ ହୋଇଛି ରାଷ୍ଟ୍ରପତି ନିର୍ବାଚନ। ସିକ୍ରେଟ ବାଲଟ ମାଧ୍ୟମରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରପତି ପଦବୀ ପାଇଁ ଏଥର ତ୍ରିମୁଖୀ...

ଆଜିଠାରୁ ଯୁକ୍ତ ୨ ନାମ ଲେଖା ପାଇଁ ଆବେଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାର ଦିନଠାରୁ ଯୁକ୍ତ ୨ ନାମଲେଖା ପାଇଁ ଆବେଦନ କରାଯିବ। ଅଗଷ୍ଟ ୧୭ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ। ଆସନ୍ତା ଅଗଷ୍ଟ ୧୯ ତାରିଖରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।...

ଲେନ୍ସକାର୍ଟର ପ୍ରତିଷ୍ଠାତା ପୀୟୁଷ ବନ୍‌ସଲ୍ – ନିଜର ଉଦ୍ୟୋଗ ଗଢ଼ିବା ପାଇଁ ଛାଡ଼ିଥିଲେ ମାଇକ୍ରୋସଫ୍ଟ ଚାକିରି

ଓଡ଼ିଶାଲାଇଭ୍ ବ୍ୟୁରୋ ଆରାମ ସମସ୍ତଙ୍କୁ ଭଲ ଲାଗେନି। ଆରାମଦାୟକ ଚାକିରି ବି ସୁଖ ଲାଗେନି। ଏମିତି ଅନେକ ଉଦାହରଣ ଅଛି ଯେଉଁମାନେ ଲକ୍ଷ ଲକ୍ଷ ଟଙ୍କାର ସୁଖଦ ଚାକରି ଛାଡ଼ି କଷ୍ଟକର ବାଟ ବାଛନ୍ତି।...

ଆଇଏଲଏସ ନିର୍ଦ୍ଦେଶକ ପଦ୍ମଶ୍ରୀ ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ସମ୍ପନ୍ନ ହେବ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଇନଷ୍ଟିଚ୍ୟୁଟ ଅଫ୍ ଲାଇଫ ସାଇନ୍ସ) ଭୁବନେଶ୍ଵରର ନିର୍ଦ୍ଦେଶକ ପଦ୍ମଶ୍ରୀ ଡକ୍ଟର ଅଜୟ ପରିଡ଼ାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...