ରାୟଗଡ଼ା: ନାଗାବଳୀ ନଦୀରେ ଫସିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଓଡ଼ିଶାଲାଇଭ୍ ବ୍ୟୁରୋ (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ଉପଖଣ୍ଡ ଝୁଲାବ୍ରିଜ ନିକଟ ନାଗାବଳୀ ନଦୀ ମଝିରେ ଫସି ରହିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇଛି। ରବିବାର ଦିନ ଦୁଇ ଜଣ ଯୁବକ...

ମାନିଲେନି ହାଇକମାଣ୍ଡଙ୍କ ନିର୍ଦ୍ଦେଶ: ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଗ୍ରହଣ ଚାଲିଥିବାବେଳେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଏବଂ ଦଳୀୟ ନିଷ୍ପତ୍ତି ବିରୋଧରେ...

ରାଷ୍ଟ୍ରପତି ନିର୍ବାଚନ ଲାଗି ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ ଲାଗି ସଂସଦ...

ଆଜି ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଜାରି ରହିଛି ଭୋଟ ଗ୍ରହଣ। ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ ଭବନ...

ଆଜି ରାଷ୍ଟ୍ରପତି ନିର୍ବାଚନ: ଚାଲିଛି ମତଦାନ

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ। ସକାଳ ୧୦ଟାରୁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସନ୍ତା ୨୧ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ...

କୋରାପୁଟ: ସ୍କୁଲ ଭିତରେ ବର୍ଷା ପାଣି, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଶ୍ରେଣୀ ଗୃହରେ ବର୍ଷା ପାଣି ଜମିବାରୁ ସ୍କୁଲ ବାରଣ୍ଡାରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର...

ନୟାଗଡ଼: ଡାକଡୋଲ ନୂଆସାହି ଗ୍ରାମରେ ପାନୀୟ ଜଳ ସମସ୍ୟା, ଗରା ବାଲ୍ଟି ଧରି ରାସ୍ତାକୁ ଓହ୍ଲାଇଲେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ବଞ୍ଚିବା ଅସମ୍ଭବ। କିନ୍ତୁ ଏମିତି ଅନେକ ସ୍ଥାନ ରହିଛି ଯେଉଁଠି ପାନୀୟ ଜଳ ପାଇଁ ଲୋକଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ...

ଭାରତରେ ରାଷ୍ଟ୍ରପତି ନିର୍ବାଚନ କେମିତି ହୁଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଦେଶର ଆଗାମୀ ରାଷ୍ଟ୍ରପତି ପଦ ଲାଗି କାଲି ଭୋଟ୍ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ତେବେ ଭାରତର ରାଷ୍ଟ୍ରପତି କିଭଳି ନିର୍ବାଚିତ ହୋଇଥାନ୍ତି ତାହାକୁ ନେଇ ଏବେ ବି...

ଦୁଇ ଓଡ଼ିଆ ପୁଅଙ୍କ କମାଲ୍ – ସମୁଦ୍ର ଭିତରେ ଅନୁସନ୍ଧାନ କାମ ପାଇଁ ତିଆରି କଲେ ଅତ୍ୟାଧୁନିକ ରୋବୋଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=ytJdaIvrBcY] ଏଣିକି ସମୁଦ୍ରର ଗଭୀର ପାଣି ଭିତରୁ କୌଣସି ସୂକ୍ଷ୍ମ ତଥ୍ୟ ସଂଗ୍ରହ, ଅନୁସନ୍ଧାନ କାର୍ଯ୍ୟ, ଥ୍ରୀଡି ଫଟୋ ଉତ୍ତୋଳନ ଆଦି ସହଜ ହୋଇଯିବ। ଖୁବ୍ କମ୍ ସମୟ ମଧ୍ୟରେ ପାଣି...

ସୁନ୍ଦରଗଡ଼ ଥାନା ଆଇଆଇସି ସ୍ନିଗ୍ଧାରାଣୀ ସୁନା ନିଲମ୍ବିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଶେଷରେ ନିଲମ୍ବିତ ହେଲେ ବିବାଦୀୟ ସୁନ୍ଦରଗଡ଼ ଆଇଆଇସି ସ୍ନିଗ୍ଧାରାଣୀ ସୁନା। ସ୍ନିଗ୍ଧାରାଣୀ ସୁନାଙ୍କ ନିଲମ୍ବନ ନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୧୨ ତାରିଖରେ ସ୍ନିଗ୍ଧାରାଣୀ ସୁନାଙ୍କ କାର୍ ଧକ୍କାରେ ସୋନପୁର-ବଲାଙ୍ଗୀର...