ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମୁଖ୍ୟମନ୍ତ୍ରୀଙ୍କର ରାୟଗଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ଥିଲା। ମାତ୍ର ରାୟଗଡା ଯାଉଥିବା ବେଳେ ଜୟପୁର ଏୟାରଷ୍ଟ୍ରୀପ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ବିମାନ ଜରୁରୀ ଅବତରଣ କରିଛି।

ଲାଞ୍ଜିଗଡ଼ ଜିବା ପରିବର୍ତ୍ତେ ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଜରୁରୀ ଅବତରଣ କରିଛନ୍ତି। ଲାଞ୍ଜିଗଡ଼ ଓହ୍ଲାଇଥାନ୍ତେ ନବୀନ ସେହିଠୁ ହେଲିକପ୍ଟର ମାଧ୍ୟମରେ ରାୟଗଡ଼ା ଯାଇଥାନ୍ତେ।

ତେବେ କେଉଁ କାରଣ ପାଇଁ ଜୟପୁର ଏୟାରଷ୍ଟ୍ରୀପ୍‌ରେ ବିମାନକୁ ଅବତରଣ କରାଯାଇଛି ତାହାର କାରଣ ଅସ୍ପଷ୍ଟ ରହିଛି। ଅନ୍ୟପଟେ ଘଟଣାସ୍ଥଳରେ ପୋଲିସ ଜିଲ୍ଲାପାଳ ଆସି ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Comment