ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିରାଶ ହେଲେ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ। ଫ୍ଲାଇଙ୍ଗ୍‌ ସ୍କ୍ୱାର୍ଡ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରିବା ମାମଲାରେ ମହାରଥୀଙ୍କ ଜାମିନ୍‌ ଆବେଦନର ଶୁଣାଣି ଘୁଞ୍ଚିଛି। ଆସନ୍ତା ୨୭ ତାରିଖରେ ଏହାର ଶୁଣାଣି ହେବ ବୋଲି ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

କେସ୍‌ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ଜାମିନ ଆବେଦନର ଶୁଣାଣି ତାରିଖ ଘୁଞ୍ଚିଛି।

Comment