ଓଡ଼ିଶାଲାଇଭ ପଲିଟିକାଲ ବ୍ୟୁରୋ

୨୦ ଜଣ ମନ୍ତ୍ରୀଙ୍କୁ ନେଇ ବୁଧବାର ସକାଳ ସାଢ଼େ ୧୦ଟାରେ ନବୀନ ପଟ୍ଟନାୟକ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି। ଏଥିପାଇଁ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ରାଜଭବନ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ ୧୧ ଜଣ କ୍ୟାବିନେଟ୍ ଏବଂ ୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କୁ ନେଇ ନବୀନ ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି।

କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ

୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ

୨.ବିକ୍ରମ କେଶରୀ ଆରୁଖ

୩. ପ୍ରଫୁଲ୍ଲ କୁମାର ମଲ୍ଲିକ

୪. ନିରଞ୍ଜନ ପୂଜାରୀ

୫. ପଦ୍ମନାଭ ବେହେରା

୬. ପ୍ରତାପ ଜେନା

୭. ଅରୁଣ କୁମାର ସାହୁ

୮. ସୁଦାମ ମାରାଣ୍ଡି

୯. ସୁଶାନ୍ତ ସିଂହ

୧୦. ନବକିଶୋର ଦାସ

୧୧. ଟୁକୁନି ସାହୁ

ରାଷ୍ଟ୍ରପାହ୍ୟା ମନ୍ତ୍ରୀ

୧. ଅଶୋକ ଚନ୍ଦ୍ର ପଣ୍ଡା

୨. ସମୀର ରଞ୍ଜନ ଦାସ

୩. ଜ୍ୟୋତି ପ୍ରକାଶ ପାଣିଗ୍ରାହୀ

୪. ଦିବ୍ୟଶଙ୍କର ମିଶ୍ର

୫. ପ୍ରେମାନନ୍ଦ ନାୟକ

୬. ରଘୁନନ୍ଦନ ଦାସ

୭. ପଦ୍ମିନୀ ଦିଆନ୍

୮. ତୁଷାରକାନ୍ତି ବେହେରା

୯. ଜଗନ୍ନାଥ ସାରକା

Comment