ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୨୦ ଜାନୁଆରୀ ୫ରେ ନିଟ୍‌ ପରୀକ୍ଷା। ନଭେମ୍ଵର ୨୧ ଯାଏଁ କରିବେ ଆବେଦନ।

ନ୍ୟାସନାଲ ଏଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପ୍ରବେଶିକା ପରୀକ୍ଷା ପାଇଁ ଇଚ୍ଛୁକ ପ୍ରାର୍ଥୀ ନଭେମ୍ଵର ୨୧ ମଧ୍ୟରେ ଆବେଦନ କରିପାରିବେ। ଏହି ପରୀକ୍ଷା କମ୍ପ୍ୟୁଟର ମାଧ୍ୟମରେ କରାଯିବ।

ଶିକ୍ଷାଗତ ଯୋଗ୍ୟତା

ପ୍ରାର୍ଥୀ ଏମ୍‌ବିବିଏସ୍‌ରେ ଡିଗ୍ରୀ ହାସଲ କରିଥିବା ଦରକାର। ଏହାସହ କୌଣସି ମେଡିକାଲ କଲେଜର ଏମ୍‌ବିବିଏସ୍‌ ସାର୍ଟିଫିକେଟ ଥିବା ଦରକାର।

ଆବେଦନ ପ୍ରକ୍ରିୟା

  • ଓ୍ଵେବସାଇଟ nbe.edu.in କୁ ଯାଇ ସେଠାରେ ଅନଲାଇଲରେ ଆବେଦନ କରିପାରିବେ
  • ୧ ନଭେମ୍ଵର ୨୦୧୯ରୁ ୨୧ ନଭେମ୍ଵର ୨୦୧୯ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଅନଲାଇନ ଆବେଦନ କରିବେ।

ପରୀକ୍ଷା ଫିସ୍‌

ସାଧାରଣ ବର୍ଗ ଓ ଓବିସି – ୩,୭୫୦/-

ଏସସି, ଏସଟି/ପିଡବ୍ଲୁଡି – ୨,୭୫୦/-

ଗୁରୁତ୍ଵପୂର୍ଣ୍ଣ ତାରିଖ

ଆବେଦନ ତାରିଖ – ୧ ନଭେମ୍ଵରରୁ ୨୧ ନଭେମ୍ଵର ୨୦୧୯

ପରୀକ୍ଷା ତାରିଖ – ୫ ଜନୁଆରୀ ୨୦୨୦

ପରୀକ୍ଷା ଫଳ – ୩୧ ଜାନୁଆରୀ ୨୦୨୦

Comment