ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଯେତେବେଳେ ଲିଭର ଖରାପ ହୁଏ ଓ ଲିଭର କୌଣସି କାର୍ଯ୍ୟ କରିପାରେନି, ସେତେବେଳେ ଲିଭରକୁ ବଦଳାଇ ଗୋଟେ ସୁସ୍ଥ ଲିଭର ପ୍ରତ୍ୟାରୋପଣ କରିବାକୁ ପଡ଼େ। ତାହାକୁ ଲିଭର ଟ୍ରାନ୍ସପ୍ଲାଣ୍ଟ ବା ଯକୃତ ପ୍ରତ୍ୟାରୋପଣ କୁହାଯାଏ।

ତେବେ ଜଣେ ବ୍ୟକ୍ତିକୁ କେତେବେଳେ ଲିଭର ଟ୍ରାନ୍ସପ୍ଲାଣ୍ଟ ଦରକାର ପଡ଼େ? ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ କେତେ ସଫଳ ହୁଏ? ଏନେଇ ବିଶିଷ୍ଟ ହେପାଟୋଲୋଜିଷ୍ଟ ଡାକ୍ତର ଅଶୋକ ଚୌଧୁରୀ କ’ଣ କହୁଛନ୍ତି, ଆସନ୍ତୁ ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

Also Read

ସୁସ୍ଥ ଲିଭର ପାଇଁ କ’ଣ ଖାଇବେ ଓ କ’ଣ ଖାଇବେ ନାହିଁ?

ହେପାଟାଇଟିସକୁ କେମିତି ଚିହ୍ନିବା?

Tags: #Liver #WorldLiverDay #HealthyLiver #LiverDisease #LiverTransplant #OdiaHealthTips

Comment