ସାଓମି ଲଞ୍ଚ୍‌ କଲା ୬୦ ୱାଟ୍‌ର ଫାଷ୍ଟ୍‌ ଚାର୍ଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମି ଏକ ନୂଆ ଫାଷ୍ଟ ଚାର୍ଜର ଲଞ୍ଚ୍‌ କରିଛି। ଏହି ଚାର୍ଜରରେ ୬୦ ୱାଟ୍‌ର ପୋର୍ଟ ଦିଆଯାଇଛି। କମ୍ପାନି ପକ୍ଷରୁ ଦାବି କରାଯାଇଛି ଯେ, ଏହି...

୨୦୨୦ରେ ଲଞ୍ଚ୍‌ ହେବ Poco F2 ସ୍ମାର୍ଟଫୋନ୍‌!

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ସାଓମିର ଅନ୍ୟ ଏକ ବ୍ରାଣ୍ଡ୍‌ Poco ଆସନ୍ତା ବର୍ଷ ଏକ ନୂଆ ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବାକୁ ଯାଉଛି। ଏନେଇ ନିକଟରେ କମ୍ପାନିର ଗ୍ଲୋବାଲ୍‌ ହେଡ୍‌ ଅଲ୍‌ଭିନ୍‌...

ଗୁଗୁଲ ପେ’ରେ ନୂଆବର୍ଷ ଅଫର୍ – ଷ୍ଟାମ୍ପ ସଂଗ୍ରହ କରି ଜିତିପାରିବେ ୨୦୨୦ ଟଙ୍କା

ଓଡ଼ିଶାଲାଇଭ୍ ବ୍ୟୁରୋ ଗୁଗୁଲ ପେ’ ବ୍ୟବହାରକାରୀଙ୍କ ପାଇଁ ଖୁସିର ଖବର। ନୂଆବର୍ଷ ହେବା ପୂର୍ବରୁ ସେମାନେ ଗୁଗୁଲ ପେ’ରେ ୨୦୨୦ ଟଙ୍କା ଜିତିପାରିବେ। ଏଥିପାଇଁ ଗୁଗୁଲ ପେ’ ତରଫରୁ ଏକ ଅଫର୍ ଘୋଷଣା କରାଯାଇଛି। ତେବେ...

ଜିଓ ଆଣିଲା ‘୨୦୨୦ ହାପି ନ୍ୟୁ ଇଅର ଅଫର’ – ବର୍ଷ ସାରା ପାଇବେ ଅନ୍‌ଲିମିଟେଡ୍‌ କଲିଂ ଓ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ ପକ୍ଷରୁ ସୋମବାର ଏକ ନୂଆ ଅଫର ଲଞ୍ଚ୍‌ ହୋଇଛି। ଏହାର ନାଁ ହେଉଛି ୨୦୨୦ ହାପି ନ୍ୟୁ...

IndiGoର ନୂଆ ଅଫର – ୮୯୯ ଟଙ୍କାରେ କରିପାରିବେ ବିମାନ ଯାତ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୀତଛୁଟି କାଟିବା ପାଇଁ ବାହାରକୁ ଯିବାକୁ ପ୍ଲାନିଂ କରୁଛନ୍ତି କି? ଇଣ୍ଡିଗୋ ଏୟାରଲାଇନ୍ସ ଆଣିଛି ଆପଣଙ୍କ ପାଇଁ ଏକ ଶସ୍ତା ଅଫର। ଏହି ଅଫରର ନାଁ ହେଉଛି ଦ ବିଗ୍ ଫ୍ୟାଟ୍‌...

ଜାନୁଆରିରେ ଲଞ୍ଚ୍‌ ହୋଇପାରେ Vivo S1 Pro ସ୍ମାର୍ଟଫୋନ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଭିଭୋ ଚଳିତବର୍ଷ ମେ ମାସରେ ଚୀନ୍‌ ଲଞ୍ଚ୍‌ କରିଥିଲା Vivo S1 Pro ସ୍ମାର୍ଟଫୋନ୍‌। ବର୍ତ୍ତମାନ ଏହାକୁ ଭାରତୀୟ ବଜାରରେ ଛାଡ଼ିବା ପାଇଁ କମ୍ପାନି ପ୍ରସ୍ତୁତ ହେଉଛି।...

ଦିନେ ଥିଲେ ଆଇଏଏସ୍ ଅଫିସର, ଆଜି ଜଣେ ଜଣେ ସଫଳ ଉଦ୍ୟୋଗୀ- ଜାଣନ୍ତୁ ୭ଜଣ ସଫଳ ନାୟକଙ୍କ କାହାଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଇଏଏସ୍ ହେବା ପାଇଁ କିଏ ସ୍ୱପ୍ନ ନଦେଖେ, ସରକାରୀ ବାବୁ ସାଜି କାମ କରିବାକୁ ଆଜି ଲୋକମାନେ ଅନେକ ପରିଶ୍ରମ କରୁଛନ୍ତି। କିଛି ଲୋକ ଘଣ୍ଟା ଘଣ୍ଟା ପରିଶ୍ରମ କରିବା ଆଇଏଏସ୍...

ଏଣିକି ପଞ୍ଚାୟତ ଅଫିସରେ ଖୋଲିବ ବ୍ୟାଙ୍କ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ୟାଙ୍କ ସୁବିଧାକୁ ଘରେ ଘରେ ପହଞ୍ଚାଇବା ପାଇଁ ସରକାରଙ୍କ ଆଣିଛନ୍ତି ନୂଆ ଯୋଜନା। ରାଜ୍ୟରେ ଏଣିକି ପଞ୍ଚାୟତ ଅଫିସରେ ଖୋଲାଯିବ ବ୍ୟାଙ୍କ୍‌। ଖୁବ୍‌ଶୀଘ୍ର ରାଜ୍ୟର ୫୭୧ଟି ସ୍ଥାନରେ ବ୍ୟାଙ୍କ ସେବା ଯୋଗାଇ...

୨୦୧୯- ଡିଜିଟାଲ ଇଣ୍ଡିଆରେ ବିପ୍ଳବ ଆଣିଲା ଜିଓ, ଲଞ୍ଚ୍‌ ହେଲା ‘ଜିଓ ଗିଗା ଫାଇବର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ ଲଞ୍ଚ୍‌ ହୋଇଥିଲା ଜିଓ ଗିଗା ଫାଇବର। ଜିଓର ଜୟଯାତ୍ରା ବିଷୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ୍‌-୨୦୧୯’ ରିପୋର୍ଟରେ। ୨୦୧୯ ମସିହା ରିଲାଏନ୍ସ ଇଣ୍ଡଷ୍ଟ୍ରି ପାଇଁ ଥିଲା ଖାସ୍‌ ବର୍ଷ। ଚଳିତବର୍ଷ ରିଲାଏନ୍ସ...

ଭୋଡାଫୋନ୍‌ ଆଣିଲା ୪ଟି ନୂଆ ରିଚାର୍ଜ ପ୍ଲାନ୍‌, ୨୪ ଟଙ୍କାରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୋଡାଫୋନ ଭାରତରେ ୪ଟି ନୂଆ ରିଚାର୍ଜ ପ୍ଲାନ୍‌ ଜାରି କରିଛି। ଏହି ନୂଆ ପ୍ଲାନ୍‌ଗୁଡ଼ିକରେ ଗ୍ରାହକ ଅନ୍‌ଲିମିଟେଡ୍‌ କଲିଂ ଏବଂ ଡାଟାର ସୁବିଧା ପାଇପାରିବେ। ଏହାସହିତ ଭୋଡାଫୋନ ପ୍ଲେ ଏବଂ ଜି୫ର...