ଶସ୍ତା ହେଲା Asusର ୩ଟି ସ୍ମାର୍ଟଫୋନ୍‌, ୫୯୯୯ ଟଙ୍କାରୁ ଆରମ୍ଭ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଆସସ୍‌ ଭାରତରେ ଏହାର ୩ଟି ସ୍ମାର୍ଟଫୋନର ଦାମ୍‌ କମ୍‌ କରିଦେଇଛି। ମ୍ୟାକ୍ସ୍‌ ପ୍ରୋ ଏମ୍‌୧, ମ୍ୟାକ୍ସ ଏମ୍‌୨, ମ୍ୟାକ୍ସ ଏମ୍‌ ୧ ସ୍ମାର୍ଟଫୋନର ଦାମ୍‌ ଶସ୍ତା ହୋଇଛି।...

ଏଣିକି Windows କମ୍ପ୍ୟୁଟରରେ ମିଳିବ କଲିଂ ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ  ମାଇକ୍ରୋସଫ୍ଟ ଲଞ୍ଚ୍‌ କରିଛି ଏକ ନୂଆ ଆପ୍‌। Windows Insider ପ୍ରୋଗ୍ରାମ ଜରିଆରେ ବର୍ତ୍ତମାନ ଏହି ଆପ୍‌ର ଟେଷ୍ଟିଂ ଚାଲିଛି। ଏହି ଆପ୍‌ ଜରିଆରେ ଏଣିକି Windows କମ୍ପ୍ୟୁଟରରେ ଫୋନ୍‌ ଭଳି...

ସାମସଙ୍ଗ Galaxy M40 ସ୍ମାର୍ଟଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର ଛାଡ଼

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାମସଙ୍ଗ Galaxy M40 ସ୍ମାର୍ଟଫୋନ ଉପରେ ମିଳୁଛି ୨ ହଜାର ଟଙ୍କାର ରିହାତି। ଏହି ଫୋନ୍‌ ଭାରତରେ ୧୯,୯୯୯ ଟଙ୍କାରେ ଲଞ୍ଚ୍‌ ହୋଇଥିଲା। ବର୍ତ୍ତମାନ ଏହା ୧୭,୯୯୯ ଟଙ୍କାରେ ଇ-କମର୍ସ ସାଇଟ୍‌...

ମିଶନ ଶକ୍ତି ମେଳା ବୁଲିଲେ ମୁଖ୍ୟମନ୍ତ୍ରୀ, ମାଣ୍ଡିଆ ଜାତୀୟ ଖାଦ୍ୟକୁ କଲେ ପ୍ରଶଂସା

ଓଡ଼ିଶାଲାଇଭ୍ ବ୍ୟୁରୋ ମିଶନ ଶକ୍ତି ମେଳାକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମେଳାକୁ ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି। ଡିସେମ୍ବର ୫...

ନୂଆବର୍ଷରୁ ମହଙ୍ଗା ହେବ ନିସାନ କାର୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ କିଛି ଦିନ ଧରି ଅଟୋମୋବାଲ କମ୍ପାନିଗୁଡ଼ିକ ନିଜ ଗାଡ଼ିର ଦାମ୍‌ ବଢ଼ାଇବା ନେଇ ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ଏଥିରେ ସାମିଲ ହୋଇଛି ନିସାନ ମୋଟର ଇଣ୍ଡିଆ। ଆସନ୍ତା ନୂଆ...

ଓଡ଼ିଶାରେ ଶିଳ୍ପ ବିକାଶଧାରାକୁ ଆଗକୁ ନେବା ପାଇଁ ଏମ୍ଏସ୍ଏମ୍ଇ ମନ୍ତ୍ରୀଙ୍କୁ ଭେଟିଲେ ଫିକିର ଉପ-ମହାସଚିବ ଅରୁଣ ଚାୱଲା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ଶିଳ୍ପର ବିକାଶଧାରାକୁ ଆଗକୁ ନେବା ପାଇଁ ଫିକି (ଏଫ୍ଆଇସିସିଆଇ)ର ଉପ-ମହାସଚିବ ଅରୁଣ ଚାୱଲା ବୁଧବାର ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କୁ...

ନୂଆ ବର୍ଷରୁ ଏହି ସବୁ ସ୍ମାର୍ଟଫୋନରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ମାସ ଅର୍ଥାତ୍‌ ନୂଆ ବର୍ଷରୁ ଅନେକ ସ୍ମାର୍ଟଫୋନରେ ଆଉ ହ୍ୱାଟ୍ସଆପ୍‌ ଚାଲିବନି। ଫେସ୍‌ବୁକ୍‌ର ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ୱାଟ୍ସଆପ୍‌ର ସପୋର୍ଟ ପେଜ୍‌ରେ ଏନେଇ ସୂଚନା ଦିଆଯାଇଛି। ହ୍ୱାଟ୍ସଆପ୍‌ କହିଛି, "ଆସନ୍ତା...

ଜିଓ ଫୋନ୍‌ ଗ୍ରାହକଙ୍କୁ ଝଟ୍‌କା – କମ୍ପାନି ବନ୍ଦ କଲା ସବୁଠୁ ଶସ୍ତା ପ୍ଲାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ଡିସେମ୍ବର ୬ ତାରିଖରୁ ରିଲାଏନ୍ସ ଜିଓ ଏହାର ପ୍ରିପେଡ୍‌ ଟାରିଫ୍‌ ପ୍ଲାନ୍‌କୁ ବଦଳାଇଥିଲା। ତେବେ ଏଥିରେ ଜିଓ ଫୋନ୍‌ର ପ୍ଲାନ୍‌କୁ ନେଇ କୌଣସି ଦାମ୍‌ ବଢ଼ାଯାଇନଥିଲା। ବର୍ତ୍ତମାନ ଜିଓ ଫୋନ୍‌...

ସାଓମି ଲଞ୍ଚ୍‌ କଲା ସ୍ମାର୍ଟ ସ୍ପିକର Redmi XiaoAI

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚୀନ୍‌ ସ୍ମାର୍ଟଫୋନ କମ୍ପାନି ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Redmi K30 ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। ଏହି ସ୍ମାର୍ଟଫୋନ ସହ କମ୍ପାନି ବିଭିନ୍ନ ଏମ୍‌ଆଇ ପ୍ରଡକ୍ଟ୍‌ସ ମଧ୍ୟ ଲଞ୍ଚ୍‌ କରିଥିଲା। ଏହି...

ସତରେ କ’ଣ ନୂଆ ବର୍ଷରୁ ବନ୍ଦ ହୋଇଯିବ ୨ ହଜାର ଟଙ୍କିଆ ନୋଟ୍‌?

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଆସନ୍ତା ଡିସେମ୍ବର ୩୧ ପରଠୁ ଦେଶରେ ୨ ହଜାର ଟଙ୍କିଆ ନୋଟ୍‌ ବନ୍ଦ ହେଇଯିବ। ଏଭଳି ଖବର ଶୁଣିବା ପରେ ଲୋକମାନଙ୍କ ଛାତିରେ ପୁଣି ଛନକା...