ସାବଧାନ! ବସ୍‌ରେ ମହିଳାଙ୍କ ସିଟ୍‌ରେ ବସନ୍ତୁ ନାହିଁ, ନହେଲେ ଗଣିବେ ତଣ୍ଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଣିକି ବସ୍‌ରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍‌ରେ ପୁରୁଷ ବସିଲେ ଗଣିବାକୁ ପଡ଼ିବ ତଣ୍ଡ। ଘରୋଇ ଓ ସରକାରୀ ବସ୍‌ରେ ମହିଳା ଯାତ୍ରୀମାନେ ଯେପରି ସୁରକ୍ଷିତ ଯାତ୍ରା କରିବେ, ସେନେଇ କମିସନରେଟ୍‌...

କ୍ଷୁଧା ମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଉତ୍କଳ ଗ୍ୟାଲେରିଆ ପକ୍ଷରୁ ଓ୍ଵାକାଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୧ ତମ ଗଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶାର ପ୍ରମୁଖ ସପିଂ ମଲ୍ ଉତ୍କଳ ଗ୍ୟାଲେରିଆରେ ଏକ ୫ କିଲୋମିଟର ଲମ୍ବ ମାରାଥନ-ୟୁନିଟ ଓ୍ଵାକାଥନ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉତ୍କଳ ଗ୍ୟାଲେରିଆ, ସୋ...

ସ୍ମୃତିରେ ସୁନନ୍ଦା ପଟ୍ଟନାୟକ – ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ହେବ ‘ସୁନନ୍ଦା ଚେୟାର’

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟିକା ସୁନନ୍ଦା ପଟ୍ଟନାୟକଙ୍କୁ ସମ୍ମାନ ଜଣାଇବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଛନ୍ତି। ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରେ ‘ସୁନନ୍ଦା ଚେୟାର’ ପ୍ରତିଷ୍ଠା କରାଯିବ ବୋଲି...

ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଭୟ – ମରାଗଲା କୁକୁଡ଼ା, ଚିଲିକାରୁ ସଂଗ୍ରହ ହେଲା ନମୁନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓୟୁଏଟି ଫାର୍ମରୁ ମରାଗଲା ସବୁ କୁକୁଡ଼ା ୧ କିଲୋମିଟର ବ୍ୟାସାର୍ଦ୍ଧ ଭିତରେ ମରାଗଲା କୁକୁଡ଼ା ଗଭୀର ଗାତ ଖୋଳି କୁକୁଡ଼ା ପୋତାଗଲା ଚିଲିକାରୁ ସଂଗ୍ରହ ହେଲା ନମୂନା ନନ୍ଦନକାନନ ପକ୍ଷୀ...

ଗଠନ ହେବ ଓଡ଼ିଶା ବିଧାନ ପରିଷଦ, ନେତା ହେବେ ଥଇଥାନ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ୨୦୧୪ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଧାନ ପରିଷଦ ଗଠନକୁ ନେଇ ଯେଉଁ ଉଠାପକା ରାଜନୀତି ଚାଲିଛି ତାହା ୨୦୨୦ରେ ସଫଳ ହେବ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର୍। ଓଡ଼ିଶା...

ବୁଧବାର ଭୁବନେଶ୍ୱର ଓ କଟକରେ ହେବ ବିଦ୍ୟୁତ୍ କାଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱର ଗ୍ରାମାଞ୍ଚଳ ଓ କଟକର କିଛି ଅଞ୍ଚଳରେ ବୁଧବାର ବିଦ୍ୟୁତ ସେବା ବନ୍ଦ ରହିବ। ବିଦ୍ୟୁତ ଜନିତ ମରାମତି କାମ ପାଇଁ ସେସୁ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେସୁର ସୂଚନା ଅନୁଯାୟୀ...

ସରକାରୀ କର୍ମଚାରୀଙ୍କ ପାଇଁ ଆରମ୍ଭ ହେଲା ପଦୋନ୍ନତି ଅଦାଲତ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ତରଫରୁ ଆରମ୍ଭ ହେଲା ପଦୋନ୍ନତି ଅଦାଲତ। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଅଦାଲତ ଆରମ୍ଭ ହୋଇଛି। ଏହି ଅଦାଲତରେ ଯେଉଁ...

୩୧ରୁ ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ

 ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାନୁଆରି ୩୧ରୁ ଭୁବନେଶ୍ୱର ବିମାନବନ୍ଦରରୁ ବାରଣାସୀକୁ ସିଧାସଳଖ ବିମାନ ଉଡିବ। ଆଲିଆନ୍ସ ଏୟାର ଏକ ୭୦ସିଟ୍ ବିଶିଷ୍ଟ ବିମାନ ପ୍ରତିଦିନ ଭୁବନେଶ୍ୱରରୁ ବାରଣାସୀ ଯିବ। ଏଥିପାଇଁ ଯାତ୍ରୀଙ୍କୁ ୩,୪୭୦ ଟଙ୍କା ଖର୍ଚ୍ଚ କରିବାକୁ...

ରାଜଧାନୀରେ ବାର୍ଡ ଫ୍ଲୁ –  ଓୟୁଏଟିରେ ଆରମ୍ଭ ହେଲା କୁକୁଡ଼ା ମରା ଅଭିଯାନ

 ଓଡ଼ିଶାଲାଇଭ୍‌ ବ୍ୟୁରୋ କୋରୋନା ଭାଇରସ ପାଇଁ ରାଜ୍ୟ ସରକାର ଚିନ୍ତାରେ ଥିବା ବେଳେ ଏବେ ରାଜଧାନୀରେ ଭୁବନେଶ୍ଵରରେ ବାର୍ଡ ଫ୍ଲୁ ଆତଙ୍କ ଦେଖାଦେଇଛି। ଓୟୁଏଟି କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି।...

ଡରେଇଲା ବାର୍ଡ ଫ୍ଲୁ – କୁକୁଡ଼ା ମାରିବା ପାଇଁ ୧୨ଟି ଟିମ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ ବାର୍ଡ ଫ୍ଲୁ ଆତଙ୍କ। ଓୟୁଏଟି ଫାର୍ମ ଏହାର କେନ୍ଦ୍ରସ୍ଥଳ ହୋଇଥିବାରୁ ମଙ୍ଗଳବାରଠାରୁ କୁକୁଡ଼ାମରା ଅଭିଯାନ ଆରମ୍ଭ ହେବ। ଓୟୁଏଟିଠାରୁ ୧ କିଲୋମିଟର ପରିଧି ଭିତରେ ଯେତେ କୁକୁଡ଼ା ଅଛନ୍ତି...