ବରମୁଣ୍ଡା ଟ୍ରିପଲ ମର୍ଡର ଘଟଣାରେ ୨୭ ବର୍ଷ ପରେ ଆସିଲା ରାୟ, ୩ ଦୋଷୀଙ୍କୁ ଆଜୀବନ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର ବରମୁଣ୍ଡାଠାରେ ଦୀର୍ଘ ୨୭ ବର୍ଷ ପୂର୍ବେ ଘଟିଥିବା ଟ୍ରିପଲ ମର୍ଡର ଘଟଣାର ରାୟ ପ୍ରକାଶ ପାଇଛି। ଭୁବନେଶ୍ଵର ଏଡିଜେ-୨ କୋର୍ଟ ଏହି ହତ୍ୟା ମାମଲାର ବିଚାର କରି ଶୁକ୍ରବାର ଦିନ...

ପାର୍ବଣ ସମୟରେ ଭୁବନେଶ୍ଵରବାସୀଙ୍କ ଘର ଉପରେ ନଜର ରଖିବ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ ପାର୍ବଣ ଋତୁ ଆସିଲେ ଭୁବନେଶ୍ଵରରେ ବଢ଼ିଯାଏ ଅପରାଧୀଙ୍କ ଦୌରାତ୍ମ୍ୟ। ଏବେ ପ୍ରତଦିନ ଚୋରି, ଡକାୟତି ଘଟଣା ସାମ୍ନାକୁ ଆସୁଥିବାରୁ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ରାଜଧାନୀରେ ଅପରାଧୀଙ୍କୁ...

ଆସନ୍ତାକାଲିଠାରୁ ବସ୍ ଧର୍ମଘଟ, ଅନିର୍ଦିଷ୍ଟ କାଳଯାଏଁ ଗଡ଼ିବନି ଘରୋଇ ବସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଶୁକ୍ରବାରଠାରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍। ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସ୍ ଧର୍ମଘଟ ଜାରି ରହିବ ବୋଲି ସୂଚନା ଦେଇଛି ଘରୋଇ ବସ ମାଲିକ ସଂଘ। ‘ଲକ୍ଷ୍ମୀ’ ଯୋଜନା ବସ୍ ବ୍ଲକ ମୁଖ୍ୟାଳୟରୁ...

ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ ରଖଯାଇଛି। ଆସନ୍ତା ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ...

ଦଶହରା ପାଇଁ ଭୁବନେଶ୍ଵର ହେବ ପୋଲିସ ଛାଉଣୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୨୦ରୁ ୨୫ ପର୍ଯ୍ୟନ୍ତ ରାଜଧାନୀ ହେବ ପୋଲିସ ଛାଉଣୀ ସୁରକ୍ଷା ପାଇଁ ନିୟୋଜିତ ହେବେ ୩୧ ପ୍ଲାଟୁନ ପୋଲିସ ଫୋର୍ସ ଦାୟିତ୍ଵରେ ରହିବେ ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି...

“ପରିବର୍ତ୍ତିତ ଜୀବନଶୈଳୀ ‘ଷ୍ଟ୍ରୋକ’ ନିୟନ୍ତ୍ରଣ ଲାଗି ଏକ ବଡ଼ ଅସ୍ତ୍ର ହୋଇପାରିବ”

ଶୁଭଲକ୍ଷ୍ମୀ ବଳ ଓ ଅଭିଷେକ ରାୟ ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ‘ଷ୍ଟ୍ରୋକର ପ୍ରତିଷେଧକ ଓ ପରିଚାଳନା’ ସଂପର୍କିତ ରାଜ୍ୟସ୍ତରୀୟ ମିଡିଆ ସଚେତନତା କର୍ମଶାଳା। (ଭୁବନେଶ୍ୱର): ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ ବା...

ଲୋକସେବା ଭବନରେ ପୁଣି ନିଆଁ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରସ୍ଥିତ ଲୋକସେବା ଭବନରେ ପୁଣି ଅଗ୍ନିକାଣ୍ଡ। ବୁଧବାର ଦିନ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଠାରେ ନିଆଁ ଲାଗିଯାଇଥିବାବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଛନ୍ତି। ଏସି କମ୍ପ୍ରେସରରେ ନିଆଁ...

ବିଶ୍ୱ ଦକ୍ଷତା କେନ୍ଦ୍ରର ୨୪ ଜଣ ଛାତ୍ରଛାତ୍ରୀ ୬ ମାସିଆ ପେଡ୍ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମରେ ଗଲେ ସିଙ୍ଗାପୁର

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ପ୍ରତିବର୍ଷ ୨୪ ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଇଣ୍ଟର୍ଣ୍ଣସିପ୍’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି। ଏହି କ୍ରମରେ ୨୦୨୨-୨୩...

କାହାକୁ ହୋଇପାରେ ବ୍ରେନ୍ ଷ୍ଟ୍ରୋକ୍?

ଓଡ଼ିଶାଲାଇଭ୍ ବ୍ୟୁରୋ https://youtu.be/TC2nHBJKwE4?si=y599ndRSHt1_PpyY ମଣିଷ ଶରୀରର ସମସ୍ତ କାର୍ଯ୍ୟକଳାପ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ମସ୍ତିଷ୍କ ତା’ର କାର୍ଯ୍ୟ କରିବା ପାଇଁ ନିଜ କୋଷିକାଗୁଡ଼ିକ ଉପରେ ନିର୍ଭର କରିଥାଏ। ଏହି କୋଷିକାଗୁଡ଼ିକ କାମ କରିବା ପାଇଁ...

ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀକୁ ଦୈନିକ ବିମାନସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆସାମର ଗୌହାଟୀକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା। ଅକ୍ଟୋବର ୨୯ ତାରିଖରୁ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ରୁଟରେ ଦୈନିକ ବିମାନ ଚଳାଚଳ...