ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତା ଡିସେମ୍ବର ୮ ତାରିଖରେ ରାଷ୍ଟ୍ରପତି କୋବିନ୍ଦ ଭୁବନେଶ୍ୱର ଆସିବେ। ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ପ୍ଲାଟିନମ ଜୁବୁଲି ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦେବାର କାର୍ଯ୍ୟକ୍ରମ...

ଲଞ୍ଚ୍‌ ହେଲା ଆଧାରର ନୂଆ ମୋବାଇଲ ଆପ୍‌ mAadhaar, ଜାଣନ୍ତୁ କ’ଣ ମିଳିବ ସୁବିଧା?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଧାର କାର୍ଡଧାରୀଙ୍କ ପାଇଁ ଏକ ନୂଆ ମୋବାଇଲ ଆପ୍‌ ଲଞ୍ଚ୍‌ କରାଯାଇଛି। ଏହି ଆପ୍‌ର ନାଁ 'mAadhaar'। ଏହି ଆପ୍‌ ଜରିଆରେ ଆପଣ ନିଜ ଆଧାରର ତଥ୍ୟ ନିଜ ମୋବାଇଲ ଫୋନ୍‌ରେ...

OMECLରେ ୧୬ଟି ପଦବୀ ପାଇଁ ନିଯୁକ୍ତି, ଡିସେମ୍ଵର ୧୬ ଯାଏଁ କରିପାରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ OMECLରେ ୧୬ ପଦବୀରେ ଚାକିରି ସୁଯୋଗ, ଇଚ୍ଛୁକ ପ୍ରାର୍ଥୀମାନେ କରିପାରିବେ ଆବେଦନ ଓଡ଼ିଶା ଖଣିଜ ଉତ୍ତୋଳନ ନିଗମ(ଓଏମ୍‌ଇସିଏଲ୍‌)ରେ ଖଣି, ଜିଓଲୋଜି, ଜଙ୍ଗଲ ଓ ପରିବେଶରେ ୧୬ଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ...

ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିରେ ନିଯୁକ୍ତି, ଡିସେମ୍ଵର ୩ରୁ ଓ୍ଵାକ୍‌-ଇନ୍‌-ଇଣ୍ଟରଭ୍ୟୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ। ଡିସେମ୍ଵର ୩ରୁ ୪ ତାରିଖ ପର୍ଯ୍ୟନ୍ତ ଇଣ୍ଟରଭ୍ୟୁ ହେବ। ଗଞ୍ଜାମ ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ...

ତୃତୀୟ ଜାତୀୟ ମିଡିଆ କନକ୍ଲେଭ ଉଦ୍‌ଯାପିତ – ଡିଜିଟାଲ ମିଡିଆର ପାଠ ଶିଖିଲେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ “ ଆଜିର ଦିନରେ ପୂର୍ବ ଅପେକ୍ଷା ପାଠକ ପାଠିକାମାନେ  ଖବରକାଗଜ ଓ ଟେଲିଭିଜନ  ଆଗ୍ରହ ଦେଖାଉନାହାନ୍ତି। ଆଜିର ସ୍ମାର୍ଟଫୋନ୍ ଯୁଗରେ ଲୋକମାନେ ସୋସିଆଲ ମିଡିଆ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ସ୍ମାର୍ଟ...

ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମିନି ମିଟ୍, ଯୋଗଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଆଲୁମିନି ମିଟ୍‌ର ଆୟୋଜନ କରାଯାଉଛି। ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ହଜାର ହଜାର ପୁରୁଣା ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟକୁ ନିମନ୍ତ୍ରଣ କରାଯାଇଛି। ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ...

OMECLରେ ମ୍ୟାନେଜର ପଦବୀ ପାଇଁ ନିଯୁକ୍ତି: ଜାଣନ୍ତୁ, କେମିତି କରିବେ ଆବେଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ଖଣିଜ ସର୍ବେକ୍ଷଣ ନିଗମ(ଓଏମ୍‌ଇସିଏଲ୍‌)ରେ ୬ଟି ମ୍ୟାନେଜର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୬ ଡିସେମ୍ଵର ପର୍ଯ୍ୟନ୍ତ ରହିଛି। ସିଭିଲ...

ଓଡ଼ିଶାରେ ୮୦୬ଟି ଫରେଷ୍ଟ ଗାର୍ଡ ଚାକିରି ପାଇଁ ବିଜ୍ଞପ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ OSSSCରେ ୮୦୬ ଫରେଷ୍ଟ ଗାର୍ଡ ପଦବୀ ପାଇଁ ନିଯୁକ୍ତି, ନଭେମ୍ଵର ୨୯ରୁ ଆରମ୍ଭ ହେବ ଆବେଦନ ପ୍ରକ୍ରିୟା।   ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ବିଭିନ୍ନ ଡିଭିଜନରେ ଖାଲି...

୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ – ପ୍ଲାଟିନମ୍ ଜୁବୁଲି ଉତ୍ସବକୁ ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ   "ଭାରତୀୟ ଶିକ୍ଷା ଇତିହାସରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। ଯାହା ପ୍ରତିବର୍ଷ ବିଜ୍ଞ, ଗୁଣୀ ଓ ଜ୍ଞାନୀ ବ୍ୟକ୍ତିମାନଙ୍କୁ ସମାଜକୁ ପ୍ରଦାନ କରିଥାଏ" , ଉତ୍କଳ ବିଶ୍ୱବିଦ୍ୟାଳୟର ୭୫...

ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲୀ, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜିଠୁ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ ଜୁବଲୀ। ବିଶ୍ୱବିଦ୍ୟାଳୟର ଗୌରବମୟ ସମୟକୁ ପାଳନ କରିବା ପାଇଁ ଆୟୋଜନ ହୋଇଛି ପ୍ଲାଟିନମ୍ ଜୁବୁଲି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...