ଦେଖନ୍ତୁ ଭାରତର ନୂଆ ମ୍ୟାପ୍ – ଏଣିକି ୨୮ ରାଜ୍ୟ, ୯ କେନ୍ଦ୍ରଶାସିତ ଅଞ୍ଚଳ

 ଓଡ଼ିଶାଲାଇଭ୍ ବ୍ୟୁରୋ ଅକ୍ଟୋବର ୩୧ ତାରିଖରୁ ଜମ୍ମୁ କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାସହ ଭାରତରେ ରାଜ୍ୟମାନଙ୍କର ସଂଖ୍ୟା ୨୮କୁ କମିଆସିବା ସହ କେନ୍ଦ୍ରଶାସିତ ଅଞ୍ଚଳର ସଂଖ୍ୟା...

ଜାଣନ୍ତୁ, କାହିଁକି କମ୍ପ୍ୟୁଟର କିମ୍ବା ମୋବାଇଲ୍ ‘କି ବୋର୍ଡ’ରେ ଅକ୍ଷର ସଜେଇ ହୋଇ ରହିନଥାଏ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ ସବୁବେଳେ କମ୍ପ୍ୟୁଟର ଏବଂ ମୋବାଇଲର ବ୍ୟବହାର କରୁଥିବେ। ଆପଣଙ୍କ ଆଙ୍ଗୁଠି ‘କି ବୋର୍ଡ’ ଉପରେ ଯେତେ ଜଲଦି କ୍ଲିକ୍‌ ହେଉଥିବ, କମ୍ପ୍ୟୁଟର ମଧ୍ୟ ସେହି ଅନୁସାରେ ନିଜର କାମ କରିବ। ତେବେ...

ବର୍ତ୍ତମାନର ଶିକ୍ଷା ଜୀବିକାର୍ଜନର ଶିକ୍ଷା ହେଉ

ଡକ୍ଟର ହରିହର କାନୁନ୍‌ଗୋ  ଉଚ୍ଚଶିକ୍ଷା ଓ ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୩) ପୁରାତନ ଛାତ୍ରସଂସଦ ମାଧ୍ୟମରେ କିମ୍ବା କଲେଜର ଅଧ୍ୟକ୍ଷ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କର ସରକାରୀ-ବେସରକାରୀ-ବିଭିନ୍ନ କମ୍ପାନିରେ ନିଯୁକ୍ତି ବା ଆତ୍ମନିଯୁକ୍ତି ସମ୍ବନ୍ଧୀୟ ତଥ୍ୟର ସଠିକ୍...

ଫେସବୁକରେ ମିଳବ ଟଙ୍କା, ଆସୁଛି ନୂଆ ଫିଚର

ଓଡ଼ିଶାଲାଇଭ୍ ବ୍ୟୁରୋ ଫେସବୁକ୍ ତାର ବ୍ୟବହାରକାରୀମାନଙ୍କ ପାଇଁ ଗୋଟିଏ ନୂଆ ଫିଚର ଆଣୁଛି। ଯାହାର ନାଁ ହେଉଛି ନ୍ୟୁଜ୍। ଏହି ଫିଚରରେ କ୍ଲିକ୍ କରିବା ମାତ୍ରେ ବ୍ୟବହାରକାରୀମାନେ ବିଭିନ୍ନ ପ୍ରକାରର ଖବର ଜାଣିପାରିବେ। ତେବେ ଏହି...

ଜାଣନ୍ତୁ, କେମିତି କରିବେ ଆଧାରକାର୍ଡରେ ଫଟୋ ଅପଡେଟ୍?

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧାରକାର୍ଡରେ ଥିବା ପୁରୁଣା ଫଟୋକୁ ନେଇ ଚିନ୍ତିତ କି?  ଅତି ସହଜ ଉପାୟରେ ଆପଣ ନିଜ ନୂଆ ଫଟୋ ଅଧାରକାର୍ଡରେ ଅପ୍‌ଡେଟ୍‌ କରିପାରିବେ। ଆପଣ ବିନା କୌଣସି କଷ୍ଟରେ ଆପଣଙ୍କ ଆଧାରକାର୍ଡ ଫଟୋକୁ ବଦଳାଇପାରିବେ।...

ସୋଆ ବର୍ଣ୍ଣ ସେଣ୍ଟର ପକ୍ଷରୁ ଦୀପାବଳି ପାଇଁ ୨୪ ଘଣ୍ଟିଆ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ। ଲୋକମାନେ ବିଭିନ୍ନ ରକମର ଆତସବାଜି ଫୁଟାଇବା ସହ ଦୀପ ଏବଂ କ୍ୟାଣ୍ଡେଲ୍‌ରେ ଘରକୁ ସଜ୍ଜିତ କରିଥା’ନ୍ତି। ତେବେ ଦୀପାବଳିରେ ଆତସବାଜି...

ନଭେମ୍ବର ୧ରୁ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ

ଓଡ଼ିଶାଲାଇଭ୍ ବ୍ୟୁରୋ   ନଭେମ୍ବର ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଲାଗି ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ...

ଶୁକ୍ରବାର ବନ୍ଦ ରହିବ ୫ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ରାତିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷାରେ ବିଭିନ୍ନ ସହରର ଅବସ୍ଥା ବେହାଲ ହୋଇଯାଇଛି। ଆସନ୍ତା ୪୮ ଘଣ୍ଟା ଯାଏଁ ଆହୁରି ବର୍ଷା...

ଏଣିକି ଏମ୍ସରେ ଚିକିତ୍ସା ପାଇଁ କରନ୍ତୁ ଅନଲାଇନ୍ ରେଜିଷ୍ଟ୍ରେସନ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ଏମ୍‌ସ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାକରିବା ପାଇଁ ଆପଣଙ୍କୁ ଲମ୍ବା ଲାଇନରେ ରହି ଟିକେଟ୍ କରିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଡାକ୍ତରଙ୍କଠାରୁ ଆପୋଏଣ୍ଟମେଣ୍ଟ ଆଣିପାରିବେ। ଅନଲାଇନ୍ ଜରିଆରେ ଆପଣ ଘରେ...

ଏଣିକି ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏକକ ପରୀକ୍ଷା ବ୍ୟବସ୍ଥା

ଓଡ଼ିଶାଲାଇଭ୍ ବ୍ୟୁରୋ ଏଣିକି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏକକ ପରୀକ୍ଷା ବ୍ୟବସ୍ଥା ଲାଗୁ ହୋଇଛି। ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଏହି...