କପି ରୋକିବାକୁ ଅଦ୍ଭୁତ ବ୍ୟବସ୍ଥା, ଛାତ୍ରଙ୍କ ମୁଣ୍ଡରେ କାଗଜ ପେଟି ପିନ୍ଧାଇଲେ କଲେଜ କର୍ତ୍ତୃପକ୍ଷ

ଓଡ଼ିଶାଲାଇଭ୍ ବ୍ୟୁରୋ ପରୀକ୍ଷାରେ କପି ରୋକିବାକୁ ଅଦ୍ଭୁତ ବ୍ୟବସ୍ଥା। ମୁଣ୍ଡରେ କାଗଜ ପେଟି ପିନ୍ଧି ପରୀକ୍ଷା ହଲରେ ବସିଲେ ପରୀକ୍ଷାର୍ଥୀ। ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଫଟୋ ଏବଂ...

ବାୟୋଟେକ୍ନୋଲୋଜିରେ ପିଏଚ୍‌ଡି ପାଇଁ ବିଜୁ ପଟ୍ଟନାୟକ ରିସର୍ଚ୍ଚ ଫେଲୋସିପ୍‌ ଆହ୍ୱାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ କିମ୍ବା ଓଡ଼ିଶାରେ ଥିବା କେନ୍ଦ୍ର ସରକାରଙ୍କ ଶିକ୍ଷାନୁଷ୍ଠାନରେ ଫୁଲ୍‌ ଟାଇମ୍‌ ପିଏଚ୍‌ଡି କରିବା ପାଇଁ ପ୍ରକାଶ ପାଇଲା ଫେଲୋସିପ୍‌। ଛାତ୍ରଛାତ୍ରୀମାନେ ୨୦୧୯-୨୦ ଶିକ୍ଷା ବର୍ଷରେ ପିଏଚ୍‌ଡି କରିବାକୁ...

ଟ୍ରେନର ଶେଷ ବଗିରେ କାହିଁକି ରହିଥାଏ X ଚିହ୍ନ?

ଓଡ଼ିଶାଲାଇଭ୍ ବ୍ୟୁରୋ ଆପଣ କେବେ ନା କେବେ ଟ୍ରେନରେ ବସିଥିବେ କିମ୍ବା ଟ୍ରେନକୁ ଲାଇନ ଉପରେ ଚାଲିଥିବା ଦେଖିଥିବେ। ଆପଣ କେବେ ଲକ୍ଷ୍ୟ ରଖିଛନ୍ତି କି, ପ୍ରତ୍ୟେକ ଟ୍ରେନର ଶେଷ ବଗିରେ ଇଂରାଜୀ ଅକ୍ଷରରେ X ଲେଖାଥିବା ଦେଖାଯାଇଥାଏ। ତେବେ ଏହାର...

ଗୁଣାତ୍ମକ ଶିକ୍ଷା ପାଇଁ ଶିକ୍ଷା ପଦ୍ଧତି ଓ ପାଠ୍ୟଖସଡ଼ାରେ ପରିବର୍ତ୍ତନ ଜରୁରୀ

ଡକ୍ଟର ହରିହର କାନୁନ୍‌ଗୋ ଉଚ୍ଚଶିକ୍ଷା ଓ ଶିକ୍ଷକର ଗୁଣାତ୍ମକ ମାନବୃଦ୍ଧି (ଭାଗ-୨) ସବୁ ବିଷୟ ସମସ୍ତଙ୍କ ପାଇଁ ଆବଶ୍ୟକ ନୁହେଁ। ପ୍ରୟୋଜନ ନଥିଲେ କେହି କୌଣସି ବିଷୟ ଶିଖିବାକୁ ଚାହେଁ ନାହିଁ। ତେଣୁ ପ୍ରଥମେ ବିଷୟ...

ସୈନିକ ସ୍କୁଲରେ ନାମଲେଖା ପାଇଁ ଅକ୍ଟୋବର ୩୧ ଯାଏଁ କରିପାରିବେ ଅନ୍‌ଲାଇନ ପଞ୍ଜିକରଣ

ଓଡ଼ିଶାଲାଇଭ ବ୍ୟୁରୋ ସୈନିକ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷରେ ନାମ ଲେଖାଇବା ପାଇଁ ଅନଲାଇନ ପଞ୍ଜିକରଣର ଶେଷ ତାରିଖକୁ ଘୁଞ୍ଚାଯାଇଛି। ଅକ୍ଟୋବର ୩୧ ତାରିଖ ଯାଏଁ ପଞ୍ଜିକରଣ କରିପାରିବେ। ଭୁବନେଶ୍ଵର ଓ ସମ୍ଵଲପୁରରେ ଥିବା ସୈନିକ...

ରେଲୱେ ଷ୍ଟେସନ ବୋର୍ଡରେ କ’ଣ ପାଇଁ ଲେଖା ହୋଇଥାଏ ସମୁଦ୍ରପତ୍ତନର ଉଚ୍ଚତା? 

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ସମସ୍ତ ରେଳ ଷ୍ଟେସନରେ ଆପଣ ହଳଦିଆ ରଙ୍ଗର ବୋର୍ଡ ଦେଖିଥିବେ। ଯେଉଁଥିରେ ରେଳଷ୍ଟେସନ ଥିବା ସ୍ଥାନ ଲେଖାହୋଇଥାଏ। ତେବେ ଏହି ବୋର୍ଡର ତଳେ ଲେଖାଥିବ କିଛି ଛୋଟ ଅକ୍ଷରକୁ ଆପଣ...

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୮ ଓ ୨୦୧୯ ବର୍ଷ ପାଇଁ ସାହିତ୍ୟରେ ଘୋଷଣା ହେଲା ନୋବେଲ ପୁରସ୍କାର। ମେଡିସିନ୍‌, ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା ପରେ ବର୍ତ୍ତମାନ ସାହିତ୍ୟ...

ରସାୟନ ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ମିଳିବ ନୋବେଲ ପୁରସ୍କାର

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେଡିସିନ୍‌ ଏବଂ ପଦାର୍ଥ ବିଜ୍ଞାନ ପରେ ଏବେ ରସାୟନ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରସାୟନ ବିଜ୍ଞାନ କ୍ଷେତ୍ରରେ ଚଳିତ ବର୍ଷ ୩ଜଣ ବୈଜ୍ଞାନିକଙ୍କୁ ମିଳିତ ଭାବେ ନୋବେଲ...

ଦିଲ୍ଲୀ ପୋଲିସର ୫୫୪ ହେଡ୍‌ କନଷ୍ଟେବଲ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞପ୍ତି

ଓଡ଼ିଶାଲାଇଭ ବ୍ୟୁରୋ ଦିଲ୍ଲୀ ପୋଲିସରେ ହେଡ୍‌ କନଷ୍ଟେବଲ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଭାରତର ଯେକୌଣସି ରାଜ୍ୟର ମହିଳା ଓ ପୁରୁଷ ଆବେଦନ କରିପାରିବେ। ଆବେଦନ ପାଇଁ ସେମାନେ...

କାହିଁକି କରାଯାଏ ରକ୍ତ ପରୀକ୍ଷା?

ଓଡ଼ିଶାଲାଇଭ୍ ବ୍ୟୁରୋ ରୋଗ ଚିହ୍ନଟର ପ୍ରଥମ ମାର୍ଗ ହେଲା ରକ୍ତ ପରୀକ୍ଷା। ଶରୀରର ସମସ୍ତ ଅଙ୍ଗ ସୁସ୍ଥ କି ନାହିଁ, ଗ୍ଲୁକୋଜ୍, ପ୍ଲେଟଲେଟ୍, ଶ୍ୱେତରକ୍ତ କଣିକା ଏବଂ ପ୍ଲାଜ୍ମା କେତେ ପରିମାଣରେ ରହିଛି କେବଳ...