ମାର୍ଚ୍ଚ ୧୦ରୁ ୧୭ ମାଟ୍ରିକ ପରୀକ୍ଷା

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟରେ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। କପି ରୋକିବାକୁ ଗଠନ ହେବ ସ୍ଵତନ୍ତ୍ର ସ୍କାର୍ଡ। ଏ ନେଇ ସୂଚନା...

ଆଜିଠାରୁ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା, ପ୍ରଥମ ଦିନ ପରୀକ୍ଷା ଦେଲେ ୯୩ ହଜାର ବିଜ୍ଞାନ ପରୀକ୍ଷାର୍ଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହୋଇଛି ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ଯୁକ୍ତ ୨ ବିଜ୍ଞାନ ବିଭାଗର ମାତୃଭାଷା ପରୀକ୍ଷା ହୋଇଛି। ବୁଧବାର ସକାଳ ୧୦ଟାରୁ ଅପରାହ୍ଣ ୧ଟା ଯାଏଁ ପରୀକ୍ଷା ହୋଇଥିଲା।...

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ

ଓଡ଼ିଶାଲାଇଭ୍ ବ୍ୟୁରୋ ବୁଧବାରଠାରୁ ଆରମ୍ଭ ଓଡ଼ିଶାରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ତେବେ ସରକାରଙ୍କ ସାମନାରେ ଏହି ପରୀକ୍ଷା ପରିଚାଳନା କରିବା ପାଇଁ ଦେଖା ଦେଇଥିବା ସମସ୍ୟା ଏବେ ଦୂର ହୋଇଛି। ଧାରଣାରେ...

ମେ’ ଦ୍ଵିତୀୟ ସପ୍ତାହରେ ଓଜେଇଇ ପରୀକ୍ଷା, ମାର୍ଚ୍ଚ ୨୦ ଯାଏଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ୨୦୨୩ ମେ' ମାସ ଦ୍ଵିତୀୟ ସପ୍ତାହରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଏଥିଲାଗି ମେ’ ୮, ୯, ୧୦, ୧୧ ଓ ୧୨ ତାରିଖରେ ପ୍ରବେଶିକା ପରୀକ୍ଷା...

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପାଇଁ ୯୮୬ କୋଟି ଟଙ୍କାର ବ୍ୟୟବରାଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ଆର୍ଥିକ ବଜେଟ ୨୦୨୩-୨୪ରେ ଯୁବ ବର୍ଗଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ଉପରେ ଗୁରୁତ୍ଵ ଦିଆଯାଇଛି। ଏହି ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଇଁ...

ମାର୍ଚ୍ଚ ପହିଲାରୁ ଯୁକ୍ତ ୨ ଥିଓରି ପରୀକ୍ଷା, ବୁଧବାରଠାରୁ ହବକୁ ଯିବ ପ୍ରଶ୍ନପତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ। ଫେବ୍ରୁଆରି ୨୭...

ଜୟପୁର ବିକ୍ରମଦେବ ମହାବିଦ୍ୟାଳୟରେ ଅତ୍ୟାଧୁନିକ ଅଡିଟୋରିୟମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟପୁର ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେଜରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିୟମ ପାଇଁ ଖର୍ଚ୍ଚ ହେବ ୮ କୋଟି ଟଙ୍କା ...

ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ବିକ୍ରମ ଦେବ ମହାବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯାଇଛି। ଫେବ୍ରୁଆରି ୩ ତାରିଖରେ ବିକ୍ରମ ଦେବ ମହାବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ...

ବୈପାରୀଗୁଡ଼ା: ଖାଇବା ନପାଇ ହଷ୍ଟେଲ ଛାଡ଼ିଲେ ୧୪ ଜଣ ଛାତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ (ଜୟପୁର): ଖାଇବାକୁ ନପାଇ ହଷ୍ଟେଲ ଛାଡ଼ିଲେ ୧୪ ଜଣ ଛାତ୍ର। ଏହିଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗାଡ଼ାରେ। ବୈପାରୀଗୁଡ଼ା ସଦର ମହକୁମା ସ୍ଥିତ ୪୦ ଶଯ୍ୟା ବିଶିଷ୍ଟ ହଷ୍ଟେଲର...

ସୋଆ-ସିଆଇଆଇର ‘ୱିୱେର’କୁ ଇନୋଭେଟିଭ୍ ଷ୍ଟାର୍ଟଅପ୍ ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ଦ୍ଵାରା ପରିଚାଳିତ ସେଣ୍ଟର ଫର ଇନୋଭେସନ ଆଣ୍ଡ ଇନକ୍ୟୁବେସନ (ସିଆଇଆଇ) ଅଧୀନସ୍ଥ ଷ୍ଟାର୍ଟଅପ 'ୱିୱେର'କୁ ଇନୋଭେଟିଭ ଷ୍ଟାର୍ଟଅପ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଷ୍ଟାର୍ଟଅପ ଦିବସ ଅବସରରେ ...