National

କରୋନାରୁ ସୁସ୍ଥ ହେଲେ ଶାହ, ହୋମ୍ ଆଇସୋଲେସନରେ ରହିବେ ଆଉ କିଛି ଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୨ ଦିନ ପରେ କରୋନାରୁ ସୁସ୍ଥ ହୋଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। ଏବେ ସେ...

ପାକିସ୍ତାନ ୧୪ ଅଗଷ୍ଟରେ କାହିଁକି ପାଳନ କରେ ସ୍ୱାଧୀନତା ଦିବସ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତ ଓ ପାକିସ୍ତାନରେ କାହିଁକି ଅଲଗା ଅଲଗା ଦିନରେ ସ୍ୱାଧୀନତା ଦିବସ ପାଳନ କରାଯାଏ। ଆସନ୍ତୁ ଜାଣିବା। ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖର ମଧ୍ୟରାତ୍ରିରେ ଇଂରେଜ କବଳରୁ ମୁକ୍ତ ହୋଇ...

ଆମେରିକାର ଉପରାଷ୍ଟ୍ରପତି ରେସରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ

ଓଡିଶାଲାଇଭ୍ ବ୍ୟୁରୋ “ସମସ୍ୟା ସମୟରେ ହାତ ବାନ୍ଧି କେବଳ ଅଭିଯୋଗ କରିବା ପରିବର୍ତ୍ତେ ପରିସ୍ଥିତିକୁ ସୁଧାରିବା ପାଇଁ ଉଦ୍ୟମ କରିବା ଦରକାର ”। ନିଜ ମାଆଙ୍କର ଏହି କଥାକୁ ଜୀବନ ଆଦର୍ଶ ଭାବୁଥିବା କମଳା ହ୍ୟାରିସ...
Prasahnt Bhusan_Lawer

ଅକଳରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ

ଓଡିଶାଲାଇଭ୍ ବ୍ୟୁରୋ କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରି ପ୍ରଶାନ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପ୍ରଶାନ୍ତ ନିଜ ଟ୍ୱିଟର ହାଣ୍ଡେଲରେ...
corona case-2

ଦେଶରେ ୪୮ ହଜାର ପାର୍ କଲା କରୋନା ମୃତ୍ୟୁସଂଖ୍ୟା, ଦିନକରେ ୧୦୦୭ ମୃତ

ଓଡିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୬୪,୫୫୩ ଆକ୍ରାନ୍ତ, ୧୦୦୭ ମୃତ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪,୬୧,୧୯୧କୁ ବୃଦ୍ଧି କରୋନାଜନିତ ମୃତ୍ୟୁସଂଖ୍ୟା ୪୮,୦୪୦କୁ ବୃଦ୍ଧି ଦେଶରେ କରୋନା ସଂକ୍ରମଣ କମିବାର ନାଁ ଧରୁନି। ଦିନକୁ...

୧୧ ବର୍ଷ ବୟସରୁ ଫିଲ୍ମରେ ଗୀତ ଗାଇବା ଆରମ୍ଭ କରିଥିଲେ ସୁନିଧି ଚୌହାନ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଆଜିର  ଦିନରେ ବଲିଉଡରେ ଜଣେ ସଫଳ ଗାୟିକା ହେଲେ ସୁନିଧି ଚୌହାନ। ମାତ୍ର ୧୧ ବର୍ଷ ବୟସରୁ ଫିଲ୍ମରେ ଗୀତ ଗାଇ କ୍ୟାରିୟର ଆରମ୍ଭ କରିଥିବା ସୁନିଧିଙ୍କର ଆଜି ହେଉଛନ୍ତି...

ଦିନକ ପରେ ସ୍ୱାଧୀନତା ଦିବସ – ବର୍ଷା ସତ୍ତ୍ୱେ ଲାଲକିଲ୍ଲାରେ ୩ ସେନାର ପରେଡ ଅଭ୍ୟାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିନକ ପରେ ଦେଶ ପାଳନ କରିବ ୭୪ତମ ସ୍ୱାଧୀନତା ଦିବସ। ଏହା ପୂର୍ବରୁ ଆଜି ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ପରେଡ ଅଭ୍ୟାସ ହୋଇଛି। ବର୍ଷା ସତ୍ତ୍ୱେ ସ୍ଥଳସେନା, ବାୟୁସେନା ଓ ନୌସେନା,...

ଓଡ଼ିଆ ଭାଷା – “ବର୍ଣ୍ଣର ଉତ୍ପତ୍ତି”

ବିଜୟମୋହନ ମିଶ୍ର ‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ...
Vivek Bindra

ବଡ଼ ବ୍ୟବସାୟର ବଡ଼ ଗୁରୁ ବିବେକ ବିନ୍ଦ୍ରା

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=o6UCmAoJi98] ଦିନ ଥିଲା ଡିକ୍ସିନାରୀ ବିକ୍ରି କରି ପଢ଼ା ଖର୍ଚ୍ଚ ଉଠାଇଥିଲେ। ହେଲେ ଆଜି ତାଙ୍କର ପରାମର୍ଶରେ ବିଜନେସ ଟାଇକୁନ ସେମାନଙ୍କ ବ୍ୟବସାୟ ପରିଚାଳନା କରୁଛନ୍ତି। ଖାଲି ସେତିକି ନୁହେଁ, ଏମିତି...

ଲୋକାର୍ପିତ ହେଲା ‘ଟ୍ୟାକ୍ସେସନ- ଅନରିଂ ଦି ଅନେଷ୍ଟ’ ବ୍ୟବସ୍ଥା, ଆଜିଠୁ ଫେସ୍‌ଲେସ୍ ଟ୍ୟାକ୍ସ ସିଷ୍ଟମ୍‌ ଆରମ୍ଭ

ଓଡିଶାଲାଇଭ୍ ବ୍ୟୁରୋ ଦେଶରେ ସଚ୍ଚୋଟ କରଦାତାଙ୍କ ପାଇଁ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଆଜି ‘ଟ୍ରାନ୍ସପରେଣ୍ଟ ଟ୍ୟାକ୍ସେସନ- ଅନରିଂ ଦି ଅନେଷ୍ଟ’ ବ୍ୟବସ୍ଥାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକାର୍ପଣ କରିଛନ୍ତି। ଆଜିଠୁ...