ଡିଏନ ଗ୍ରୁପ୍ ଉପରେ ଆୟକର ଚଢ଼ାଉ, କର୍ମଚାରୀଙ୍କ ଘରୁ ୩୦ କୋଟି ଟଙ୍କା ଜବତ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରର ପ୍ରମୁଖ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ ଗ୍ରୁପ୍ ଉପରେ ବୁଧବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଟିକସ ଫାଙ୍କିବା ଅଭିଯୋଗରେ ଡିଏନ ଗ୍ରୁପର ଭୁବନେଶ୍ଵର ସମେତ ୨୦ରୁ ଅଧିକ ସ୍ଥାନରେ...

ଡିଏନ୍ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ଆଗକୁ ତଦନ୍ତ କରିବ ଇଡି

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଗୁରୁବାର ମଧ୍ୟ ଜାରି ରହିଛି। ଦ୍ଵିତୀୟ ଦିନରେ ଗ୍ରୁପର ବିଭିନ୍ନ କାର୍ଯ୍ୟାଳୟ ଓ ଅଧିକାରୀଙ୍କ ଘରେ ରେଡ କରାଯାଇଛି। ଏଥିରେ...

ଚତୁର୍ଥ ଦିନରେ ଡିଏନ ଗ୍ରୁପ୍ ଉପରେ ଆୟକର ରେଡ୍ ଜାରି, ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କୁ ଜେରା

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରମୁଖ ବ୍ୟବସାୟିକ ସଂସ୍ଥା ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ ଶେଷ ହେବାର ନାଁ ଧରୁନି। ଶନିବାର ଲଗାତର ଚତୁର୍ଥ ଦିନରେ ପହଞ୍ଚିଛି ଆୟକର ବିଭାଗର ରେଡ୍। ଆୟକର ଅଧିକାରୀମାନେ...

ଜିଏସଟି ପରିଷଦର ୫୦ତମ ବୈଠକ: କ୍ୟାନସର ଏବଂ ଅନ୍ୟ ବିରଳ ରୋଗର ଔଷଧ ହେଲା ଟିକସମୁକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ନୂଆଦିଲ୍ଲୀରେ ଜିଏସଟି ପରିଷଦର ୫୦ ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ବସିଥିବା ଏହି ବୈଠକରେ କ୍ୟାନସର, କେତେକ ବିରଳ ରୋଗର ଔଷଧ ଓ ଅନ୍ୟ କିଛି ଜିନିଷ ଉପରୁ ଜିଏସଟି...

ଓଡ଼ିଶା ବଜାରରେ ପ୍ରବେଶ କଲା ଡାଲ୍‌ମିଆ ଇଭିର ଇଲେକ୍ଟ୍ରିକ୍ ଗାଡ଼ି

ଓଡ଼ିଶାଲାଇଭ୍ ବିଜିନେସ୍ ବ୍ୟୁରୋ ଓଡ଼ିଶା ବଜାରରେ ପ୍ରବେଶ କରିଛି ନୂଆ ଇଲେକ୍ଟ୍ରିକ୍ ଯାନ ବା ଇଭି। ବ୍ୟବସାୟିକ ପ୍ରତିଷ୍ଠାନ ଡାଲ୍‌ମିଆ ଗ୍ରୁପ ଅଫ କମ୍ପାନିଜ୍ ପକ୍ଷରୁ ଓଡ଼ିଶାରେ ଡାଲ୍‌ମିଆ ଇଭିର ନୂଆ ଇ-ବାଇକ୍, ଇ-ସ୍କୁଟର,...

ବିଶ୍ଵ ଦକ୍ଷତା କେନ୍ଦ୍ରର ବିଭିନ୍ନ ପାଠ୍ୟକ୍ରମ ଓ ସୁବିଧା ସମ୍ପର୍କରେ ଆଲୋଚନା, ଦେଖନ୍ତୁ ଓଡ଼ିଶାଲାଇଭ୍ ୟୁଟ୍ୟୁବରେ

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରେ ଥିବା ଓ୍ଵାର୍ଲ୍ଡ ସ୍କିଲ୍ ସେଣ୍ଟର ବା ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଉଭୟ ସରକାରୀ ଏବଂ ବେସରକାରୀ ଆଇଟିଆଇରୁ ୨ ବର୍ଷିଆ...

ବରିଷ୍ଠ ନାଗରିକଙ୍କ ପାଇଁ ଏସବିଆଇର ସ୍ୱତନ୍ତ୍ର ଏଫଡି ସ୍କିମ୍: ଚଳିତ ମାସରେ ଶେଷ ହେବ ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ଏସବିଆଇ 'ୱିକେୟାର ଡିପୋଜିଟ ସ୍କିମ'ରେ ଟଙ୍କା ରଖିଲେ ମିଳିବ ଅଧିକ ସୁଧହାର ବରିଷ୍ଠ ନାଗରିକଙ୍କ ଆର୍ଥିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ସଞ୍ଚୟ ଯୋଜନା ପ୍ରଦାନ କରାଯାଉଛି, ଯାହାର...

ପୋଷାକ ସିଲେଇ ଦେଇଛି ରୋଜଗାର: ସ୍ୱାବଲମ୍ବୀ ହେଉଛନ୍ତି ବୌଦ୍ଧ ଜିଲ୍ଲା ଚାରିଛକ ଗାଁର ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ ପୋଷାକ ସିଲେଇ କରି ଏବେ ରୋଜଗାରକ୍ଷମ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଚାରିଛକ ଗାଁର ମହିଳା। (ବୌଦ୍ଧରୁ ଦେବବ୍ରତ ଦାଶ): ସଶକ୍ତ ହେଉଛନ୍ତି ମହିଳା। ଆତ୍ମନିର୍ଭରଶୀଳ କରୁଛି ମିଶନ...

କାଲିଠୁ ଅଚଳ ହେବ ୨ ହଜାର ଟଙ୍କିଆ ନୋଟ

ଓଡ଼ିଶାଲାଇଭ୍ ବ୍ୟୁରୋ ଆରବିଆଇର ପୂର୍ବ ନିଷ୍ପତ୍ତି ଅନୁସାରେ ସେପ୍ଟେମ୍ବର ୩୦ ଅର୍ଥାତ ଆଜି ଦିନକ ପରେ ଆଉ ବଜାରରେ ଚଳିବ ନାହିଁ ୨ ହଜାର ଟଙ୍କିଆ ନୋଟ କାଲିଠୁ ଆଉ ଚଳିବନି ୨ ହଜାର ଟଙ୍କିଆ...

ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି

ଓଡ଼ିଶାଲାଇଭ୍ ବ୍ୟୁରୋ ୨ ହଜାର ଟଙ୍କିଆ ନୋଟର ବଦଳ ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆରବିଆଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବା ଆରବିଆଇ ପକ୍ଷରୁ ଚଳିତବର୍ଷ ମେ’ ୧୯ରେ ୨୦୦୦ ଟଙ୍କିଆ...