ଜାଣନ୍ତୁ ଜମ୍ମୁ-କଶ୍ମୀର ପାଇଁ କେବେ, କାହିଁକି ଓ କେମିତି ଲାଗୁ ହେଲା ଧାରା ୩୭୦

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା ଧାରା ୩୭୦ରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ପାଇଁ ଏହା ଏକ ଐତିହାସିକ ବିଷୟ। ଜାଣନ୍ତୁ ଧାରା ୩୭୦ କ’ଣ? କେବେ, କାହିଁକି ଓ କେମିତି ଲାଗୁ...

ଆସନ୍ତାକାଲି କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ

ଓଡ଼ିଶାଲାଇଭ୍ ବ୍ୟୁରୋ ସେପ୍ଟେମ୍ବର ୧୬ ତାରିଖ, ଶନିବାର ଦିନ କଟକଠାରେ ଉଦଘାଟିତ ହେବ ନେତାଜୀ ବସ୍ ଟର୍ମିନାଲ। ଖାନନଗରସ୍ଥିତ ଏହି ନୂତନ ବସ୍ ଟର୍ମିନାଲକୁ ଅପରାହ୍ଣ ୪ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଭାରତୀୟ ସେନାକୁ ସଶକ୍ତ କରିବେ ‘ଅଗ୍ନିବୀର’

ଓଡ଼ିଶାଲାଇଭ୍ ବ୍ୟୁରୋ ଏବେ ଆହୁରି ସଶକ୍ତ ହେବ ଭାରତୀୟ ସେନା। ଭାରତୀୟ ସେନାକୁ ସଶକ୍ତ କରିବେ ‘ଅଗ୍ନିବୀର’। ଯୁବ ବର୍ଗଙ୍କୁ ସେନାରେ ସାମିଲ କରିବା ନିମନ୍ତେ ଭାରତ ସରକାର ଏବେ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ...

ବିଧାନସଭାରେ ଆଦିବାସୀ ମହିଳାଙ୍କୁ ଚିତ୍ରକୋଣ୍ଡା ଏସଡିପିଓଙ୍କ ମାଡ଼ ପ୍ରସଙ୍ଗ: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଦିବାସୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ୱିବେଦୀ ମାଡ଼ ମାରିବା ଏବଂ ନିର୍ଯାତନା ଦେବା ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଏ ନେଇ ବିଧାସଭାରେ ସୂଚନା ଦେଇଛନ୍ତି ଗୃହ...

ହିଂସାତ୍ମକ ହେଉଛି କୃଷକମାନଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ, ପଞ୍ଜାବ-ହରିଆଣା ସୀମାରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଭିନ୍ନ ଦାବି ନେଇ ଏକାଧିକ କୃଷକ ସଂଗଠନ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ ହିଂସାତ୍ମକ ହେବାରେ ଲାଗିଛି। ଏଥିରେ ହରିଆଣା ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଛନ୍ତି। ଫଳରେ ଜଣେ...

ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ରାଷ୍ଟ୍ରପତି ନିର୍ବାଚନ ଲାଗି ବୁଧବାର, ଜୁନ ୧୫ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ଜୁଲାଇ ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏ ନେଇ ଓଡ଼ିଶା...

ଜାତୀୟ ମିନି ଗଲ୍ଫ ଚାମ୍ପିୟନସିପ: ଓଡ଼ିଶା ଦଳରେ ସୋଆ ବିଶ୍ଵବିଦ୍ୟାଳୟର ୬ ଜଣ ଛାତ୍ରଛାତ୍ରୀ ଓ ଜଣେ ଅଧ୍ୟାପକ...

ଓଡ଼ିଶାଲାଇଭ୍ ବ୍ୟୁରୋ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର (ସୋଆ) ୬ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଅଧ୍ୟାପକ ଓଡ଼ିଶା ମିନି ଗଲ୍ଫ ଦଳରେ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ...

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଗାଦିରେ ବସିଲେ ପୁଷ୍କର ସିଂହ ଧାମି

ଓଡ଼ିଶାଲାଇଭ୍ ବ୍ୟୁରୋ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ପୁଷ୍କର ସିଂହ ଧାମି। ଡେରାଡୁନର ପରେଡ୍ ଗ୍ରାଉଣ୍ଡରେ ଆୟୋଜିତ କାର୍ଯ୍ୟକ୍ରମରେ ଧାମି ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଉତ୍ତରାଖଣ୍ଡର ବିକାଶ ପାଇଁ...

ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଶାଲାଇଭ୍ ବ୍ୟୁରୋ ପୁରୀରେ ହକି ବିଶ୍ଵକପ୍ ଟ୍ରଫିକୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା। ସ୍ୱର୍ଣ୍ଣାଭ ବେଳାଭୂମିରେ ଟ୍ରଫି ରଖି ପ୍ରଦର୍ଶିତ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଜିଲ୍ଲା...

ଗାଡ଼ି ଯାଞ୍ଚ ବେଳେ ୨୯ କେଜି ଗଞ୍ଜେଇ ସହ ୧୨ ଲକ୍ଷ ଟଙ୍କା ଜବତ କଲା ମୟୂରଭଞ୍ଜ ପୋଲିସ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପୋଲିସ ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଗାଡ଼ି ଯାଞ୍ଚ କରୁଥିବାବେଳେ ଗୋଟିଏ ଗାଡ଼ିରୁ ୨୯ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହା ସହ ସମ୍ପୃକ୍ତ...