ଉଜୁଡ଼ିଲା ଚାଷ: କୀଟନାଶକ ଖାଇ ଚାଷୀଙ୍କ ଆତ୍ମହତ୍ୟା

 ଓଡ଼ିଶାଲାଇଭ୍ ବ୍ୟୁରୋ କୋରାପୁଟ ଜିଲ୍ଲାରେ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଜୟପୁର ବିସିଂହପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗ୍ରାମର ଡୁମର ହରିଜନ(୬୦) କୀଟନାଶକ ଖାଇ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ...

ଆସନ୍ତାକାଲିଠୁ କଟକରେ ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ, ମୁଖ୍ୟମନ୍ତ୍ରୀଙ୍କୁ ଦିଆଗଲା ପ୍ରଥମ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ରବିବାରଠାରୁ କଟକର ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଅଲ୍ଟିମେଟ୍ ଖୋଖୋ ଲିଗର ଦ୍ଵିତୀୟ ସଂସ୍କରଣ। ଓଡ଼ିଶା ଜଗରନଟ୍ସ ସହ ରାଜସ୍ଥାନ ୱାରିୟର୍ସ ମଧ୍ୟରେ ଖେଳାଯିବ ଲିଗର ଉଦଘାଟନୀ...

ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଚାଲିଲା ଲକ୍ଷ୍ମୀ ବସ୍, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ବସ୍ ସେବା। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର, ବରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ...

ହାତୀ ଆକ୍ରମଣରେ ଜାମଦାପାଳ ଗ୍ରାମର ଯୁବକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ହାତୀ ଆକ୍ରମଣରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜାମଦାପାଳ ଗ୍ରାମରେ। ମୃତକ ହେଲେ ରଥ...

ସୋମାଲିଆ ଉପକୂଳରେ ଜଳଦସ୍ୟୁଙ୍କ କବଳରୁ ମୁକୁଳିଲା ଜାହାଜ, ୧୫ ଭାରତୀୟଙ୍କ ସହ ୨୨ ନାବିକଙ୍କୁ ଉଦ୍ଧାର କଲା ନୌସେନା

ଓଡ଼ିଶାଲାଇଭ୍ ବ୍ୟୁରୋ ସୋମାଲିଆ ଉପକୂଳବର୍ତ୍ତୀ ସମୁଦ୍ରରେ ଅପହରଣ (ହାଇଜାକ) ହୋଇଥିବା ଜାହାଜ ‘ଏମଭି ଲିଲା ନୋର୍ଫୋକ୍’କୁ ଜଳଦସ୍ୟୁଙ୍କ କବଳରୁ ମୁକ୍ତ କରିଛି ଭାରତୀୟ ନୌସେନା। ଏଥିରେ ଥିବା ୧୫ ଜଣ ଭାରତୀୟ ନାବିକଙ୍କ ସମେତ...

୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ: ଓଡ଼ିଶାର ଆଉ ୫ଟି ଜିଲ୍ଲାରେ ଲୋକାର୍ପିତ ହେଲା ୩୨୮ଟି ରୂପାନ୍ତରିତ ହାଇସ୍କୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନ ଅନ୍ତର୍ଗତ ୫ଟି ଜିଲ୍ଲାର ଆଉ ୩୨୮ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ଭିଡିଓ କନଫରେନ୍ସ ଜରିଆରେ ଏହି...

ଆସିଲା ଆଇପିଏଲ୍ ୨୦୨୪ ଖେଳସୂଚୀ, ଉଦଘାଟନୀ ମ୍ୟାଚରେ ଚେନ୍ନାଇ-ବେଙ୍ଗାଳୁରୁ ଟକ୍କର

ଓଡ଼ିଶାଲାଇଭ୍ ବ୍ୟୁରୋ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ର ଖେଳସୂଚୀ ଗୁରୁବାର ପ୍ରକାଶ ପାଇଛି। ମାର୍ଚ୍ଚ ୨୨ ତାରିଖରେ ଚେନ୍ନାଇର ଏମଏ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲର ୧୭ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଅନୁଷ୍ଠିତ ହେବ।...

ପୁଣେରେ ରଥଯାତ୍ରା ଅବସରରେ ‘ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ’ ପକ୍ଷରୁ ଭକ୍ତଙ୍କ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ପୁଣେରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଆନନ୍ଦ ଉତ୍ସାହର ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରବାସୀ ଓଡ଼ିଆ ସଂଗଠନ 'ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ' ତରଫରୁ ଭକ୍ତମାନଙ୍କ ବିଭିନ୍ନ ପ୍ରକାର ସେବା କରଯାଇଥିଲା।...

ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ‘ଡାକୋଟା’

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=feOyCCjbudg] ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ନୂଆ ରୂପରେ ଚମକୁଛି ବିଜୁବାବୁଙ୍କ ପ୍ରିୟ ‘ଡାକୋଟା’ ବିମାନ। ଲାଗୁଛି ସତେ ଯେମିତି ଶତ୍ରୁପକ୍ଷଙ୍କୁ ଏବେ ଏବେ ହରାଇ ଆକାଶ ମାର୍ଗରୁ ଓହ୍ଲାଇଛି...

ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରତିଷ୍ଠା ଦିବସ, ପିଟର ତିର୍କୀ ଓ ସ୍ଵସ୍ତି ସିଂହଙ୍କୁ କ୍ରୀଡ଼ା ପୁରସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶା ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ ଆସୋସିଏସନର (ଓସଜା) ପ୍ରତିଷ୍ଠା ଦିବସରେ ସଂଘ ପକ୍ଷରୁ ବାର୍ଷିକ କ୍ରୀଡ଼ା ପୁରସ୍କାର ଦିଆଯାଇଛି। ମଙ୍ଗଳବାର କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପୂର୍ବତନ ହକି...