ବଲାଙ୍ଗିରରେ ଅନୁଷ୍ଠିତ ହେଲା ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗିରଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ କହିଛନ୍ତି, କୃଷକମାନଙ୍କୁ...

ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ ଜେଲ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଦୀର୍ଘ ୭ ବର୍ଷ ପରେ ଆସିଲା ବଡ଼ ରାୟ। ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ।...

ବଲାଙ୍ଗିର: ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ, ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ଶୁଲିଆ ପୀଠ ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଛି। ବଳିପ୍ରଥା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା...

ବଲାଙ୍ଗିର: ୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିରରେ ଏକାଧିକ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ଶନିବାର ବଲାଙ୍ଗିର ଗସ୍ତ କରି ୮୯୦ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି...

ତନ୍ତ୍ର ନାଁରେ ଯନ୍ତ୍ରଣା: ଯୁବତୀଙ୍କ ମୁଣ୍ଡରେ ଫୋଡ଼ି ଦେଲେ ୭୭ ଛୁଞ୍ଚି

ଓଡ଼ିଶାଲାଇଭ୍ ବ୍ୟୁରୋ ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ବି ଲୁଚି ରହିଛି ଅନ୍ଧବିଶ୍ଵାସ। କିଛି ଲୋକ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ଉପରେ ଭରସା ନକରି ତାନ୍ତ୍ରିକର ସହାୟତା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନେ...

ବଲାଙ୍ଗିରରେ ରାଜନୈତିକ ହିଂସା: ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କୁ ଆକ୍ରମଣ

ଓଡ଼ିଶାଲାଇଭ୍ ବ୍ୟୁରୋ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। ସଇଁତଳା ଥାନା ତେଣ୍ଡିପାଲି ଗାଁରେ ଗୁରୁବାର ରାତିରେ ଟିଟିଲାଗଡ଼ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ସହଯୋଗୀଙ୍କ ଉପରେ ଆକ୍ରମଣ ହୋଇଛି।...

ଭାରତରେ ଜୁନ ୪ରେ ହେବ ଇଣ୍ଡି ମେଣ୍ଟ ସରକାର – ରାହୁଲ ଗାନ୍ଧୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତରେ ଆସନ୍ତା ଜୁନ ୪ ତାରିଖରେ ଗଢ଼ିବ ଇଣ୍ଡି ମେଣ୍ଟ ସରକାର। ବଲାଙ୍ଗିରଠାରେ ଆୟୋଜିତ ଜନ ଆଶୀର୍ବାଦ ସଭାରେ ଏଭଳି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର...

ଓଡ଼ିଶା ଆସିଲେ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ଗତକାଲି ଭୁବନେଶ୍ଵରରେ ବିଶାଳ ରୋଡ ସୋ’ କଲେ, ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ଠାରେ ଆୟୋଜିତ ଦଳୀୟ ସମାବେଶରେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁଇ...

ଆଜି କଣ୍ଟାବାଞ୍ଜି ବିଧାନସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍ ବ୍ୟୁରୋ କଣ୍ଟାବାଞ୍ଜି ବିଧାନସଭା ଆସନରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଟିଟଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିବେ। ଏହାପୂର୍ବରୁ ସେ ସେଠାରେ ଶୋଭଯାତ୍ରା...

ବଲାଙ୍ଗିର ଲୋକସଭା ଆସନ ପାଇଁ ହେବ ତ୍ରିମୁଖୀ ଲଢ଼େଇ: କିଏ ମାରିବ ବାଜି?

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ ପାର୍ଟି ପ୍ରସ୍ତୁତ, ପ୍ରାର୍ଥୀ ବି ପ୍ରସ୍ତୁତ ବଲାଙ୍ଗିର ଲୋକସଭା ଆସନ ପାଇଁ ଏଥର ନର୍ବାଚନୀ ମଇଦାନରେ ଲଢ଼େଇ ହେବ ଜୋରଦାର। ଓଡ଼ିଶାର ୨୧ ଲୋକସଭା ଆସନ ମଧ୍ୟରୁ ବଲାଙ୍ଗିର ଆସନରେ ଏଥର ରୋଚକ...