ବାଲେଶ୍ଵରରେ ଧୁମ୍ଧାମ୍ରେ ପାଳିତ ହେଲା କୋଶମ୍ଵ ମେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଉଦ୍ଯାପିତ ହୋଇଯାଇଛି କୋଶମ୍ଵ ମେଳା। ଏହି ମେଳା ଜାନୁଆରି ୩୦ ତାରିଖରେ ଉଦ୍ଘାଟନ ହୋଇଥିଲା। ଦୁଇଦିନ ଧରି ଚାଲିବା ପରେ ୩୧ ତାରିଖରେ ଏହା...
ଚାନ୍ଦିପୁର ପାନ୍ଥନିବାସରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବାଲେଶ୍ଵରରେ ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପାଳନ ଅବସରରେ କବି ସମ୍ମିଳନୀ ଓ କାବ୍ୟଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି।...
ବାଲେଶ୍ଵରର ‘ଶାନ୍ତିକାନନ’ – ଫକିରମୋହନ ସେନାପତି ସାଧନା ଓ ସମାଧିସ୍ଥଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଭାଷା ସାହିତ୍ୟର ବ୍ୟାସ କବି ତଥା ଭାଷା ସୁରକ୍ଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଫକିର ମୋହନ ସେନାପତିଙ୍କ ସାଧନା ସ୍ଥଳ ଶାନ୍ତିକାନନ ବିଷୟରେ ଜାଣନ୍ତୁ।
ବାଲେଶ୍ଵର ପୌରାଞ୍ଚଳ ଅନ୍ତର୍ଗତ ମଲ୍ଲିକାଶପୁର ଗ୍ରାମରେ...
ସଂକ୍ରାନ୍ତି ପୁରୁଷ ଫକିରମୋହନ ସେନାପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂକ୍ରାନ୍ତି ତିଥିରେ ଜନ୍ମ ଓ ସଂକ୍ରାନ୍ତିରେ ତିଥିରେ ମୃତ୍ୟୁ ହୋଇଥିବାରୁ ଫକିରମୋହନ ସେନାପତିଙ୍କୁ ସଂକ୍ରାନ୍ତି ପୁରୁଷ ବୋଲି କୁହାଯାଇଥାଏ। ଆଜି ତାଙ୍କର ଜନ୍ମଦିନ ଅବସରରେ ଆସନ୍ତୁ ଏହି ମହାନ ଓଡ଼ିଆଙ୍କୁ ଜଣାଇବା...
ଶିଳ୍ପୀ ସଞ୍ଜୟଙ୍କ ହାତର କମାଲ, ଚକ୍ଖଡ଼ିରେ ଚମକିଲେ ଫକୀରମୋହନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚକ୍ଖଡ଼ିରେ ଖୋଦେଇ କରି ଫକୀରମୋହନଙ୍କ ପ୍ରତିମୂର୍ତ୍ତି ତିଆରି କଲେ ବାଲେଶ୍ୱରର ଶିଳ୍ପୀ ସଞ୍ଜୟ ରାଉଳ।
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବ୍ୟାସକବି ଫକୀରମୋହନ ସେନାପତିଙ୍କ ଜୟନ୍ତୀ ଆଉ ମାତ୍ର ଦୁଇଦିନ ବାକି ଥିବା ବେଳେ ଆଜି...
ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣା – ଗିରଫ ହେଲେ ଶିକ୍ଷକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରେ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା ଉଦ୍ୟମ ଘଟଣା। ଦୁଇ ଦିନ ପରେ ଗିରଫ ହେଲେ ଅଭିଯୁକ୍ତ ଶିକ୍ଷକ। ଶିକ୍ଷକ ଜଣକ ହେଉଛନ୍ତି ବିଶ୍ଵଜିତ ନାଥ। ତାଙ୍କୁ...
ବାଲେଶ୍ୱର ମେଡିକାଲରେ ରୋଗୀଙ୍କୁ ମିଳୁନି ସ୍ୱାସ୍ଥ୍ୟସେବା – ଧାରଣାରେ ବସିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସୁଧୁରୁନି ସ୍ୱାସ୍ଥ୍ୟସେବା। ଯେତେ ଦାବି କଲେ ବି ସ୍ଥାୟୀ ପ୍ରତିକାର ହେଉନି। ଏହାର ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ମେଡିକାଲ ପରିସରରେ ଧାରଣାରେ ବସିଛନ୍ତି। ବହୁ...
ବାଲେଶ୍ୱରରେ ଇଟାଭାଟି ଭଙ୍ଗାଯିବା ବିରୋଧରେ ଶ୍ରମିକ ଓ ମାଲିକ ସଂଘର ବିଶାଳ ରାଲି
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଇଟାଭାଟି ଭାଙ୍ଗିବାକୁ ବିରୋଧ କଲେ ଶ୍ରମିକ ସଂଗଠନ। ଏନେଇ ସୋମବାର ଜିଲ୍ଲାପାଳଙ୍କ ଅଫିସ ନିକଟରେ ଇଟାଭାଟି ମାଲିକ ଓ ଶ୍ରମିକମାନଙ୍କର ଏକ ବିଶାଳ ସମାବେଶ...
ବାଲେଶ୍ଵର ନିର୍ମାଣଧୀନ ଓଭରବ୍ରିଜରୁ ବିମ୍ ଖସିବା ଘଟଣା: ବଦଳିଲା ରେଳ ଚଳାଚଳ ସମୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵରସ୍ଥିତ ଶୋଭାପୁରମ୍ରେ ରବିବାର ନିର୍ମାଣଧୀନ ରେଲଓ୍ଵେ ଓଭରବ୍ରିଜ୍ର ଏକ ବିମ୍ ଖସିବା ପରେ ଖୋର୍ଦ୍ଧା ଖଡ଼ଗପୁର ରୁଟ୍ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହା ପ୍ରଭାବରେ ସୋମବାର କିଛି ଟ୍ରେନଥ ବାତିଲ...
ବାଲେଶ୍ଵରରେ ନିର୍ମାଣଧୀନ ରେଳବ୍ରିଜରୁ ଭୁଶୁଡ଼ିଲା ବିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ଵରରେ ଶୋଭାରାମପୁର ନିକଟରେ ନିର୍ମାଣଧୀନ ଓଭରବ୍ରିଜରୁ ଖସିପଡ଼ିଲା ବିମ୍। ଦୁଇ ପିଲରକୁ ସଂଯୋଗ କରୁଥିବା ଏକ ବିମ୍ ଖସିପଡ଼ିଛି। ବିମ୍ଟି ତଳେ ଥିବା ରେଳ ଧାରଣାରେ ଖସିପଡ଼ିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ...





















