ବାଲେଶ୍ଵର: ଉପନ୍ୟାସ ଓ ଔପନ୍ୟାସିକଙ୍କୁ ନେଇ ‘ପ୍ରଜାପତି’ ପକ୍ଷରୁ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଉପନ୍ୟାସ ଓ ଔପନ୍ୟାସିକଙ୍କ ସୃଷ୍ଟି ଓ ପାଠକୀୟ ପ୍ରଭାବ ସମ୍ପର୍କରେ ଆଲୋଚନା ପାଇଁ ‘ପ୍ରଜାପତି’ ପକ୍ଷରୁ ଔପନ୍ୟାସିକଙ୍କୁ ନେଇ ବାଲେଶ୍ଵରଠାରେ ଏକ ନିଆରା କାର୍ଯ୍ୟକ୍ରମ ‘ବିନ୍ୟାସ’...
ବାଲେଶ୍ଵର: ବାପା ମା’ ଛେଉଣ୍ଡ ଦୁଇ ନାବାଳକଙ୍କୁ ସହାୟତାର ହାତ ବଢ଼ାଇଲେ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଆରୁହା ପଞ୍ଚାୟତ ମଙ୍ଗାପୋଖରୀ ଆଦିବାସୀ ସାହିର ବାପା ମା’ ଛେଉଣ୍ଡ ଦୁଇ ନାବାଳକଙ୍କୁ ସହାୟତା ହାତ ବଢ଼ାଇଛନ୍ତି ପୂର୍ବତନ ସାଂସଦ...
ବାଲେଶ୍ଵର: ‘ବହିଘର-ବିଦ୍ୟାଭାରତୀ’ ପରିସରରେ ‘ଆମ ପ୍ରିୟ ଲେଖକଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ବହିଘର-ବିଦ୍ୟାଭାରତୀ’ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ‘ଘରେଘରେ ବହିଘର’ ଓ ‘ସାରାବର୍ଷ ବହିମେଳା’ ଅଭିଯାନର ଅଂଶସ୍ଵରୂପ ‘ଆମ ପ୍ରିୟ ଲେଖକଙ୍କୁ ଭେଟିବା ଚାଲ’ କାର୍ଯ୍ୟକ୍ରମ ବାଲେଶ୍ଵରସ୍ଥିତ ବହିଘର-ବିଦ୍ୟାଭାରତୀ...
ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ବିଶିଷ୍ଟ ସାହିତ୍ୟିକ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ସାହିତ୍ୟ ଏକାଡେମୀର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାହିତ୍ୟିକ ମନ୍ମଥନାଥ ଦାସଙ୍କ ଜନ୍ମ ଶତବାର୍ଷିକୀ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର...
ବାଲେଶ୍ଵର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ମକ୍ ଡ୍ରିଲ୍ ଅନୁଷ୍ଠିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟରେ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।
ଏନଏସଏସ...
ବାଲେଶ୍ଵରରେ ମକ୍ ଡ୍ରିଲ ପାଇଁ ଜରୁରୀ ବୈଠକ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ମକ୍ ଡ୍ରିଲକୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ...
‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ର ଭାଷାପକ୍ଷ ପାଳନର ଅଷ୍ଟମ ଦିବସରେ ଚିକିତ୍ସା ଶାସ୍ତ୍ର ସମ୍ପର୍କିତ ଆଲୋଚନା ଚକ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ' (ଓବିବିଏ) ପକ୍ଷରୁ ପାଳନ କରାଯାଉଥିବା ଭାଷାପକ୍ଷର ଅଷ୍ଟମ ଦିବସରେ ଚିକିତ୍ସା ଶାସ୍ତ୍ର ସମ୍ପର୍କିତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଡାକ୍ତର...
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାଲେଶ୍ୱର ଗସ୍ତ: ତାଳସାରି ଏବଂ ଚାନ୍ଦିପୁର ବେଳାଭୂମିର ଉନ୍ନତି କାର୍ଯ୍ୟର କଲେ ସମୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦିନିକିଆ ବାଲେଶ୍ଵର ଗସ୍ତ କରିଛନ୍ତି। ଶୁକ୍ରବାର ସେ ଜିଲ୍ଲାର ତାଳସାରି ଏବଂ ଚାନ୍ଦିପୁର ବେଳାଭୂମି ପରିଦର୍ଶନ କରିବା ସହ ଏଠାରେ...
ବାଲେଶ୍ଵର: ଫକୀର ମୋହନ ମହାବିଦ୍ୟାଳୟରେ ଆୟୋଜିତ ହେଲା ରାଜ୍ୟସ୍ତରୀୟ ପାଠଚକ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ‘ବ୍ରାଇଟ୍ ଫିନ୍ସ, ବ୍ରାଇଟ ଫ୍ୟୁଚର - ଆକ୍ୱାରିୟମ ଫିସ ଫର ଏଭ୍ରିୱାନ’ ଶୀର୍ଷକ...
ବାଲେଶ୍ୱରରେ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳିତ
ଓଡ଼ିଶାଲାଇଭ୍ ବ୍ୟୁରୋ
(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୀତଗୋବିନ୍ଦ ରଚୟିତା କବି ଜୟଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଜୟନ୍ତୀ ସମାରୋହରେ ବାଲେଶ୍ଵର...





















