ବଡ଼ ଲକ୍ଷ୍ୟ ହାସଲ କରିବାକୁ ହେଲେ ଦୂରଦୃଷ୍ଟି ରହିବା ଜରୁରୀ – ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୟ ଜଗନ୍ନାଥ କହିଲେ, ଓଡ଼ିଆରେ ଓଡ଼ିଶାବାସୀଙ୍କୁ ନମସ୍କାର ଓ ଜୁହାର କହି ନିଜ ଅଭିଭାଷଣର ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶାରେ ବିଜେପି ସରକାର ସଫଳତାର ସହ ଏକ ବର୍ଷ...

ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ପାଇଁ ଭୁବନେଶ୍ଵରରେ ଟ୍ରାଫିକ୍ ନିୟମ: ଜାଣନ୍ତୁ କେଉଁ ରାସ୍ତା ଦେଇ ଯିବେ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂରଣ ଅବସରରେ ଭୁବନେଶ୍ଵରଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଶୁକ୍ରବାର ଦିନ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ଣ...

ଭୁବନେଶ୍ୱରରୁ ରାଜ୍ୟସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ

ଓଡ଼ିଶାଲାଇଭ୍ ବ୍ୟୁରୋ ସରକାରଙ୍କ ଏକ ବର୍ଷର ଉପଲବ୍ଧିକୁ ନେଇ ସାରା ରାଜ୍ୟରେ ବୁଲିବ ବିକାଶ ବାହାନ ୩୧୪ଟି ବ୍ଲକ, ୧୧୫ଟି ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ୫ଟି ମହାନଗର ନିଗମରେ ଗଡ଼ିଲା ସ୍ୱତନ୍ତ୍ର ‘ବିକାଶ...

ଯୁବକବି ସଂଘମିତ୍ରା ଭୂତିଆଙ୍କୁ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଯୁବକବି ସଂଘମିତ୍ରା ଭୂତିଆଙ୍କୁ ‘ଅନୁସୟା ମହାପାତ୍ର ସ୍ମୃତି ଲେଖିକା ପୁରସ୍କାର’ ପ୍ରଦାନ କରାଯାଇଛି। ପୁରସ୍କାର ସ୍ୱରୂପ ତାଙ୍କୁ ୨୧ ହଜାର ଟଙ୍କା ଅର୍ଥରାଶି ସହ ପ୍ରଶସ୍ତିପତ୍ର ଓ ଅଙ୍ଗବସ୍ତ୍ର ପ୍ରଦାନ...

ଆରମ୍ଭ ହେଲା ଭୁବନେଶ୍ଵରରୁ ଆବୁଧାବିକୁ ସିଧାସଳଖ ବିମାନ ସେବା

ଓଡ଼ିଶାଲାଇଭ୍ ବ୍ୟୁରୋ ଭୁବନେଶ୍ଵରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ। ଭୁବନେଶ୍ଵର ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଓଡ଼ିଶାରେ ବିଜେପି ସରକାରର...

ଭୁବନେଶ୍ଵରରେ ଆରମ୍ଭ ହେଲା ରାଜ୍ୟସ୍ତରୀୟ ‘ବିକାଶ ମେଳା ୨୦୨୫’

ଓଡ଼ିଶାଲାଇଭ୍ ବ୍ୟୁରୋ ଆରମ୍ଭ ହେଲା ରାଜ୍ୟସ୍ତରୀୟ ‘ବିକାଶ ମେଳା ୨୦୨୫’। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସନ୍ଧ୍ୟାରେ ଏହାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ଵର ସ୍ଥିତ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଜୁନ ୧୧ରୁ ୧୮ ତାରିଖ...

ଭୁବନେଶ୍ଵରରେ ପାଳିତ ହେଲା ବିଶ୍ୱ ପରିବେଶ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (କୃଷ୍ଣ କୁମାର ମହାନ୍ତି): ‘କଳିଙ୍ଗ ଆଡଭାନ୍ସ ଚାରିଟେବୁଲ ଟ୍ରଷ୍ଟ’ ଓ ‘ସେଭ୍‌ ଏନଭାୟରନମେଣ୍ଟ, ସେଭ୍‌ ଗ୍ଲୋବ୍’ର ମିଳିତ ପ୍ରୟାସରେ ଭୁବନେଶ୍ଵରଠାରେ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି...

ଜୁନ ୬ରୁ ୯ ଯାଏଁ ‘ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ’: ପ୍ରଦର୍ଶନ ହେବ ଓଡ଼ିଆ ସହିତ ୯ଟି ଭାଷାର ଚଳଚ୍ଚିତ୍ର

ଓଡ଼ିଶାଲାଇଭ୍ ବ୍ୟୁରୋ ଯୋଗଦେବେ ବଲିଉଡ ଓ ଓଲିଉଡ ସିନେମା ଜଗତର ପ୍ରମୁଖ ବ୍ୟକ୍ତିତ୍ୱ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଫିଲ୍ମ ସ୍କ୍ରିନିଂ ଅଭିନୟ ଓ ଚିତ୍ରନାଟ୍ୟ ରଚନା ଉପରେ ସ୍ୱତନ୍ତ୍ର ମାଷ୍ଟରକ୍ଲାସ (ଭୁବନେଶ୍ୱର): ଜୁନ ୬ରୁ ୯ ତାରିଖ...

ଭୁବନେଶ୍ୱର ସହରାଞ୍ଚଳର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ...

ଓଡ଼ିଶାଲାଇଭ୍ ବ୍ୟୁରୋ (ଭୁବନେଶ୍ୱର): ଭୁବନେଶ୍ୱର ସହରାଞ୍ଚଳର ପ୍ରମୁଖ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ। ସେ ନିକୋପାର୍କ ପରିଦର୍ଶନ କରି ଏହାର...

ଶ୍ରମିକ ହାଟରେ ମହିଳା

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=hHyjmQcrgQc&t=2s ପ୍ରତିଦିନ ସକାଳେ ରାଜଧାନୀ ଭୁବନେଶ୍ୱରର କିଛି ସ୍ଥାନରେ ଶ୍ରମିକଙ୍କ ହାଟ ବସିଥାଏ। ଏଠାକୁ କାମ ଅନ୍ୱେଷଣରେ ଆସିଥାନ୍ତି ଅନେକ ମହିଳା। ଗାଁ ହେଉ କି ସହର, ଏବେବି ଅନେକ ମହିଳା, ପରିବାର...