ଶୁକ୍ରବାର ପୂର୍ବରୁ ରଜ କିଣାବିକା ସାରନ୍ତୁ କହିଲା ବିଏମସି

ଓଡ଼ିଶାଲାଇଭ୍‌ ବ୍ୟୁରୋ ରଜ ପର୍ବ ପାଳନ ପାଇଁ ଆଉ ମାତ୍ର ଦୁଇ ଦିନ ସମୟ ହାତରେ ଅଛି। ତେବେ କରୋନା ଯୋଗୁଁ ଏବର୍ଷ ରଜ ବଜାର ପୂରା ମାନ୍ଦା। ଏହି ସ୍ଥିତିରେ ରଜ ପାଇଁ...
corona test

ଭୁବନେଶ୍ୱରରୁ ୬ କରୋନା ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମସି ତରଫରୁ ସୂଚନା ମିଳିଛି। ୪ ଜଣ ଏମ୍‌ସର ହୋଇଥିବା ବେଳେ ଜଣେ ଆପୋଲା ହସ୍ପିଟାଲର ଏବଂ ଆଉ ଜଣେ ପୋଖରୀପୁଟ...
Nurse wearing respirator mask holding a positive blood test result for the new rapidly spreading Coronavirus, originating in Wuhan, China

ଭୁବନେଶ୍ଵରରୁ ଆଉ ୪ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଚିହ୍ନଟ ହୋଇଥିବା ୧୪୬ ପଜିଟିଭ୍‌ଙ୍କ ମଧ୍ୟରେ ଭୁବନେଶ୍ଵରରୁ ୪ ଚିହ୍ନଟ ହୋଇଛନ୍ତି। ଏହାସହ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ଵର ମହାନଗର ନିଗମ। ଆଜି...

ଭୁବନେଶ୍ଵରରେ ଆଉ ଜଣେ ପଜିଟିଭ୍‌ ଚିହ୍ନଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜି ଭୁବନେଶ୍ଵରରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ହେଲେ ଡମଣା ଅଞ୍ଚଳର ୨୫ ବର୍ଷିୟ ଯୁବକ। ନିକଟରେ ସେ ମୁମ୍ଵାଇରୁ ଫେରିଥିଲେ। ଏନେଇ ସୂଚନା ଦେଇଛି...

କରୋନା – ଉତ୍କଳ ବିଶ୍ୱବିଦ୍ୟାଳୟର ୩ ବିଭାଗ ସିଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ କର୍ମଚାରୀ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବାରୁ ୩ ବିଭାଗ ସିଲ୍‌ ହୋଇଛି। ଫିଲୋସଫି, ଇଂଲିସ୍‌ ଏବଂ ଇକୋନମିକ୍ସ ବିଭାଗ ସିଲ୍‌ କରାଯାଇଛି। ସମସ୍ତ କର୍ମଚାରୀଙ୍କୁ ଅଫିସ ଆସିବାକୁ...

ଖୁବ୍‌ଶୀଘ୍ର ପ୍ରବାସୀ ଶ୍ରମଜୀବୀଙ୍କ ପାଇଁ ମୁମ୍ବାଇରୁ ଭୁବନେଶ୍ୱରକୁ ମାଗଣା ବିମାନ ସୁବିଧା, କରନ୍ତୁ ପଞ୍ଜୀକରଣ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଥମ ଦଫାରେ ୧୦୦ ଲୋକଙ୍କ ପାଇଁ ବ୍ୟବସ୍ଥା ୮୮୯୮୭୧୬୯୮୩ ହ୍ୱାଟ୍ସ୍‌ଆପ୍‌ ନମ୍ବରରେ ନିଜର ବିବରଣୀ ପଠାନ୍ତୁ କଲ୍‌ କରିବା ପାଇଁ ହେଲ୍ପ ଲାଇନ ନମ୍ବର ୮୦୬୧୯୩୩୦୭୪ ମୁମ୍ବାଇରେ ଥିବା ପ୍ରବାସୀ ଶ୍ରମିକଙ୍କୁ...

ସମ୍ ହସ୍ପିଟାଲ ଡାକ୍ତରଙ୍କ ଚେଷ୍ଟା ସଫଳ – ୨ ବର୍ଷ ତଳେ ଜନ୍ମ ହୋଇଥିବା ୫୦୫ ଗ୍ରାମର ଶିଶୁ...

ଓଡ଼ିଶାଲାଇଭ ବ୍ୟୁରୋ ୨୦୧୮ ରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଜନ୍ମ ହୋଇଥିଲା ୫୦୫ ଗ୍ରାମର ଏକ ଶିଶୁ।...

ସଟ୍‌ଡାଉନ୍‌ – ଟୁଇନସିଟିରୁ ବାହାରକୁ ଗଲେ ନେବାକୁ ପଡ଼ିବ ପୋଲିସର ଅନୁମତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଟ୍‌ଡାଉନ୍‌ ବେଳେ କଟକ-ଭୁବନେଶ୍ୱର ବାହାରକୁ ଯାଉଛନ୍ତି କି? ଯଦି ହଁ, ତାହାଲେ କମିସନରେଟ୍‌ ପୋଲିସଠାରୁ ଅନୁମତି ଆଣିବାକୁ ଭୁଲନ୍ତୁ ନାହିଁ। ପୋଲିସ ହେଲ୍ପ ଲାଇନ ନମ୍ବର ୧୦୦କୁ କଲ୍‌ କରି ଗାଡ଼ି...

କୋଭିଡ ନିୟମ ଉଲ୍ଲଘଂନ – ୨୧ ରାଜନୈତିକ କର୍ମୀଙ୍କୁ ଫାଇନ

ଓଡ଼ିଶାଲାଇଭ୍‌ ବ୍ୟୁରୋ କୋଭିଡ କଟକଣା ଉଲ୍ଲଘଂନ କରି ଫାଇନ ଗଣିଲେ ରାଜନୈତିକ କର୍ମୀ। ୨୧ ଜଣ ରାଜନୈତିକ କର୍ମୀଙ୍କୁ ଫାଇନ କରାଯାଇଛି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ। ଏକ...

ଭୁବନେଶ୍ୱରରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଏବେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଆଜି ୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଛୁଇଁଥିବା...