କାହିଁକି ରେଡ୍‌ ଜୋନ୍‌ରେ ରହିଲା ଭୁବନେଶ୍ୱର?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳକୁ ରେଡ୍‌ ଜୋନ୍‌ରେ ରଖିଲେ ରାଜ୍ୟ ସରକାର। ମେ ପହିଲାରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ପାଇଁ କେନ୍ଦ୍ର ସରକାର ଗାଇଡ୍‌ଲାଇନ୍‌ ଜାରି କରିଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ଅରେଞ୍ଜ...

ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ – ରେଡ୍‌ ଜୋନରେ ଭୁବନେଶ୍ଵର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ଆଜି ଶେଷ ହୋଇଛି। ଆସନ୍ତାକାଲିଠୁ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସାରା ଦେଶରେ ଲାଗୁ ହେବାକୁ ଯାଉଛି। ଏହି ସମୟରେ ରାଜ୍ୟ ସରକାର ନୂଆ ଗାଇଡ୍‌ଲାଇନ୍‌ ଜାରି...

ଧନ୍ୟ ଆମ ଚିକିତ୍ସା ବ୍ୟବସ୍ଥା – କରୋନା ଡରରେ ରୋଗୀଙ୍କୁ ଫେରାଇଦେଲେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲ, ବାଟରେ...

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ ସନ୍‌ସାଇନ୍‌ ଓ ସ୍ପର୍ଶ ହସ୍ପିଟାଲର ମନମାନି ଛାତିରେ ଯନ୍ତ୍ରଣ ଭୋଗୁଥିବା ରୋଗୀଙ୍କୁ ଚିକିତ୍ସା କଲେନି ରୋଗୀଙ୍କୁ ଫେରାଇଦେଲେ, ଅଧାବାଟରେ ଗଲା ଜୀବନ ଭଡ଼ା ଘର ମାଲିକ ବି ଶବ...

କରୋନା – ଅରେଞ୍ଜ ଜୋନ୍‌ରେ ଭୁବନେଶ୍ୱର, ରେଡ୍‌ ଜୋନ୍‌ରେ ଓଡ଼ିଶାର ୩ ଜିଲ୍ଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଡ୍‌ ଜୋନ୍‌ରେ ବାଲେଶ୍ୱର, ଭଦ୍ରକ ଓ ଯାଜପୁର। କରୋନା ଭାଇରସ୍‌ର ପ୍ରକୋପ ବଢୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ବିଭିନ୍ନ ଜିଲ୍ଲାକୁ ବିଭିନ୍ନ ଜୋନ୍‌ରେ ବିଭକ୍ତ କରିଛନ୍ତି। ଏହି ତାଲିକାରେ...

ଜାଣନ୍ତୁ, ରାଜଧାନୀରେ କେଉଁ ଦୋକାନ ଖୋଲିବ, କ’ଣ ବନ୍ଦ ରହିବ?

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ରାଜଧାନୀ ଭୁବନେଶ୍ୱରରେ କେଉଁ ଦୋକାନ ଖୋଲିବ ଏବଂ କେଉଁ ଦୋକାନ ବନ୍ଦ ରହିବ ସେ ନେଇ ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ। ଜାଣନ୍ତୁ, ସମ୍ପୂର୍ଣ୍ଣ ସୂଚନା..... କେଉଁ ଦୋକାନ...

ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଭୁବନେଶ୍ୱରର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର...

ଭୁବନେଶ୍ୱରକୁ ଫେରିଲା କରୋନା, ଆଉ ଜଣେ ପଜିଟିଭ୍ ଚିହ୍ନଟ

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦୀର୍ଘଦିନର ବ୍ୟବଧାନ ପରେ ପୁଣି ରାଜଧାନୀ ଭୁବନେଶ୍ୱରକୁ ଫେରିଛି କରୋନା। ବୁଧବାର ଭୁବନେଶ୍ୱର ମଧୁସୂଦନ ନଗର ଅଞ୍ଚଳରୁ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନା...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତାଙ୍କ ଘର ଭୁବନେଶ୍ୱରରେ। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୩୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱରରେ ୨୬ ଜଣ ସୁସ୍ଥ...

ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ ଆକ୍ରାନ୍ତ, ଉଭୟ ଭୁବନେଶ୍ଵରର

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ ସୁସ୍ଥ ହେଲେ ଆଉ ଦୁଇ କରୋନା ଆକ୍ରାନ୍ତ। ଉଭୟ କରୋନା ଆକ୍ରାନ୍ତ ଭୁବନେଶ୍ଵରର। ସୁସ୍ଥ ହେବା ନେଇ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଦୁଇ...

ଓଡ଼ିଶାରେ ନାହିଁ ବାତ୍ୟା ଭୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦକ୍ଷିଣ-ଆଣ୍ଡାମାନ ସାଗରରେ ଏପ୍ରିଲ ୩୦ ସୁଦ୍ଧା ଏବ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶାରେ ବାତ୍ୟା ହୋଇପାରେ ବୋଲି ଗତ କିଛିଦିନ ହେଲା ଆଲୋଚନା ହେଉଥିଲା।...