କରୋନା ଯୋଦ୍ଧାଙ୍କୁ କରୋନା – କେବଳ ଗଞ୍ଜାମରୁ ୧୭୦

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଯେମିତି ବୃଦ୍ଧି ପାଉଛି ତାକୁନେଇ ଭୟ ବଢୁଛି। ଅନ୍ୟ ରାଜ୍ୟରୁ ଫେରିଥିବା ଲୋକ କରୋନା ଆକ୍ରାନ୍ତ ହେଉଥିବା ବେଳେ ଆଗଧାଡ଼ିର ଯୋଦ୍ଧାମାନେ ବି ଆକ୍ରାନ୍ତ ହେଉଛନ୍ତି।...

ବ୍ରହ୍ମପୁର ଗଣେଶ ମାର୍କେଟ କମ୍ପ୍ଲେକ୍ସ ସିଲ୍, ଲକଡାଉନ୍ କଟକଣା ନମାନିବାରୁ କାର୍ଯାନୁଷ୍ଠାନ

ଓଡ଼ିଶାଲାଇଭ୍ ବ୍ୟୁରୋ ବ୍ରହ୍ମପୁରର ବଡ଼ବଜାର ଅଞ୍ଚଳରେ ଥିବା ଗଣେଶ ମାର୍କେଟ କମ୍ପ୍ଲେକ୍ସକୁ ସିଲ୍ କଲା ଜିଲ୍ଲା ପ୍ରଶାସନ। ଲକଡାଉନ୍ ନିୟମ ନମାନି ଏହି ମାର୍କେଟ କମ୍ପ୍ଲେକ୍ସ ଖୋଲା ରହିଥିବା କାରଣରୁ ଜିଲ୍ଲା ପ୍ରଶାସନ ଏହାକୁ...

ଗଞ୍ଜାମରେ ୧୭ ଦିନିଆ ଲକଡାଉନ୍ – ଜୁନ୍ ୩୦ ଯାଏଁ ଗଡ଼ିବନି ଗାଡି, ଦିନ ୧୨ଟାରେ ପରେ...

ଓଡ଼ିଶାଲାଇଭ୍ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ୧୭ ଦିନିଆ ଲକଡାଉନ୍। କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ଘୋଷଣା କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜୁନ୍ ୧୪ ତାରିଖରୁ  ୩୦ ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲା...

ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ ରାଜ୍ୟରେ କରୋନା ଯୋଗୁଁ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଗଞ୍ଜାମ ଜିଲ୍ଲାର ଜଣେ ୫୦ ବର୍ଷୀୟ ବ୍ୟକ୍ତି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧କୁ...

ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା କରୋନା ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ୧୧ ଜଣ କୋଭିଡ୍ ଯୋଦ୍ଧା ହେଲେ କରୋନା ପଜିଟିଭ୍। ଏନେଇ ଗଞ୍ଜାମ ଜିଲ୍ଲାର ଜିଲ୍ଲାପାଳ ଟୁଇଟ୍ କରି ସୂଚନା ଦେଇଛନ୍ତି। ଗତକାଲି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୧...

କୋଭିଡ ଯୋଦ୍ଧାଙ୍କୁ କରୋନା – ଛତ୍ରପୁର SDPO ଓ IIC କରୋନା ପଜିଟିଭ୍‌

ଓଡ଼ିଶାଲାଇଭ୍‌ ବ୍ୟୁରୋ ପୁଣି ୨ କୋଭିଡ ଯୋଦ୍ଧା ହେଲେ କରୋନା ଆକ୍ରାନ୍ତ। ଛତ୍ରପୁର ଏସ୍‌ଡିପିଓ ଓ ଆଇଆଇସି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲା ଏସ୍‌ପି। ପୂର୍ବରୁ...

ଗଞ୍ଜାମରେ ‘ରଜ’ ବନ୍ଦ – ହେବନି ଭୋଜି ଭାତ, ଲାଗିବନି ଦୋଳି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲାରେ ରଜ ମହୋତ୍ସବ ପଳନ ଉପରେ ଲାଗିଲା କଟକଣା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି। ଜୁନ୍‌ ୧୬ ତାରିଖ ଯାଏଁ ଏହି କଟକଣା ରହିବ। କରୋନା...

ଖଲ୍ଲିକୋଟରେ ୧୦ଟି ଗାଁ କଣ୍ଟେନମେଣ୍ଟ ଜୋନ୍‌, ୨୨ଟି ଗାଁ ବଫର ଜୋନ୍‌ ଘୋଷଣା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। ଖଲ୍ଲିକୋଟ ବ୍ଲକ ବାଦପଲ୍ଲୀ ପଞ୍ଚାୟତର ୯ଟି ଗାଁ କଣ୍ଟେନମେଣ୍ଟ ଜୋନ୍‌ ଓ ୧୦ଟି...

ବ୍ରହ୍ମପୁର ରେଳ ଧାରଣାରୁ ମିଳିଲା ଡିଏସ୍‌ପି ପତ୍ନୀଙ୍କ ମୃତଦେହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ଓଭରବ୍ରିଜ ରେଳ ଧାରଣରୁ ଉଦ୍ଧାର ହେଲା ଜଣେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ମୃତ ମହିଳା ଜଣକ ହେଉଛନ୍ତି ଗଜପତିର ଜଣେ ଡିଏସ୍‌ପିଙ୍କ ପତ୍ନୀ। ଘଟଣା ପରେ ପୋଲିସ...

ବ୍ରହ୍ମପୁରରେ ସଟ ସର୍କିଟରୁ ଅଗ୍ନିକାଣ୍ଡ, ଚାଲିଗଲା ୩ ଜଣଙ୍କ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବ୍ରହ୍ମପୁର ଗୋଷାଣୀନୂଆଗାଁ ପାଣିଗ୍ରାହୀ ସାହିରେ ଅଭାବନୀୟ ଘଟଣା। ସର୍ଟ ସର୍କିଟ ଯୋଗୁଁ ଘରେ ନିଆଁ ଲାଗିଯାଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ବ୍ରହ୍ମପୁର କୋ-ଅପରେଟିଭ୍‌ ସୋସାଇଟି ବ୍ୟାଙ୍କ...